25.1 C
Bhubaneswar
Sunday, March 8, 2026
-Advertisement-

ସ୍କୁଲ ବହିରେ ମିଲଖା ସିଂହ ଯାଗାରେ ସ୍ଥାନ ପାଇଛି ଫରହନ ଅଖତରଙ୍କ ଫଟୋ

ପଶ୍ଚିମ ବଙ୍ଗଳାର ଶିକ୍ଷା ମନ୍ତ୍ରାଳୟ ତରଫରୁ ଏକ ସ୍କୁଲ ବହିରେ ଭାରତୀୟ ଖେଳାଳୀ ମିଲଖା ସିଂହଙ୍କ ସ୍ଥାନରେ ବଲିଉଡ ଅଭିନେତା ଫରହନ ଅଖତରଙ୍କ ଫଟୋ ପ୍ରକାଶିତ ହୋଇଛି। ଏବେ ବହିର ସେହି ପୃଷ୍ଠାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...
video

ଅଜବ ଭକ୍ତି

ନିଜ ଧର୍ମ ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ ଭକ୍ତମାନେ ଅନେକ ମାନସିକ କରିଥାନ୍ତି। କିନ୍ତୁ ରାଞ୍ଚିରେ ଭକ୍ତଙ୍କ ମାନସିକ ଦେଖିଲେ ଲୋମ ଟାଙ୍କୁରି ଉଠିବ। ରାଞ୍ଚିର ଜନଜାତି ସଂପ୍ରଦାୟର ଲୋକମାନେ ମାଙ୍କ ପାଖରେ ମାନସିକ ପାଇଁ ନିଜ ଶରୀରକୁ...
video

ଏମିତି ଯବାନଙ୍କୁ କେମିତି ସାବାସୀ ଦେବେ?

କେତେବେଳେ ସେମାନେ ସିମାନ୍ତରେ ପ୍ରହରି ତ ଆଉ କେତେବେଳେ ଦେଶବାସୀଙ୍କ ପାଇଁ ବିପଦଆପଦର ସାଥୀ। କେରଳର ପ୍ରଳୟଙ୍କର ବନ୍ୟା କବଳରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଯବାନଙ୍କ ଏହି ମହାନତା ପୁଣିଥରେ ପ୍ରତିପାଦିତ ହୋଇଛି। କେରଳରେ ବନ୍ୟା ପ୍ରପୀଡିତଙ୍କୁ...

ଗର୍ଭପାତ ପାଇଁ ନାବାଳିକାଙ୍କୁ କୋର୍ଟ ଦେଲେ ଅନୁମତି

ଏମିତି ବି ଘଟଣା ଘଟିପାରେ. ବାପା ବି ପାଲଟି ଯାଇପାରେ ପିଶାଚ. ନିଜର କୁତ୍ସିତ କାମନା ମେଣ୍ଟାଇବା ପାଇଁ ନିଜ ଜନ୍ମିତ ଝିଅ ଉପରେ ପାଶବିକ ଅତ୍ୟଚାର କରିବାର ପାପ ଯିଏ କରେ, ତାକୁ କଣ ବାପା କୁହାଯାଇପାରିବ ?...

କମୁଛି ବର୍ଷା: କମିନି ପ୍ରକୋପ

କେରଳରେ ଲାଗିରହିଥିବା ଲଗାଣ ବର୍ଷା ଅପେକ୍ଷାକୃତ କମିବାରେ ଲାଗିଛି। ତେବେ ବନ୍ୟାର ପ୍ରକୋପ କମିନାହିଁ। ରବିବାର ସକାଳୁ ରେଡ ଆଲର୍ଟ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ବନ୍ୟା ପ୍ରପିଡିତ ଅଞ୍ଚଳରେ ତିନି ସେନା ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି...

ବାଜପେୟୀଙ୍କ ଅସ୍ଥି ବିସର୍ଜନ କଲେ ନମିତା

ହରିଦ୍ୱାରରେ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯାଇଛି। ବାଜପେୟୀଙ୍କ ପୋଷ୍ୟାକନ୍ୟା ନମିତା ଅସ୍ଥି ବିସର୍ଜନ କରିଛନ୍ତି। ବିଜେପିର ୧୫୦୦୦ କାର୍ଯ୍ୟକର୍ତ୍ତା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ହରିଦ୍ୱାରରେ ଉପସ୍ଥିତ ଥିଲେ। ବାଜପେୟୀଙ୍କ ଚିତାଭସ୍ମକୁ...

ମରୁଭୂମିରେ ବାଟବଣା ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ !

ଜୟପୁରର ଜ୍ୟାସଲମେର ମରୁଭୂମିରେ ବାଟବଣା ହୋଇଯିବାରୁ କୋଚିର ଅଶୋକ ନାମରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି. ତେବେ ଅଶୋକ ସେଠାକୁ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ‘ଇଣ୍ଡିଆ ବାଜା ରାଲୀ’ର ଶୋ’ରେ ଭାଗ ନେବାକୁ ଆସିଥିଲେ. ପୋଲିସର କହିବା...

ଗୋଟିଏ ମାସର ଦରମା ଦାନ କରିବ କଂଗ୍ରେସ

କେରଳ ବନ୍ୟା ପରିସ୍ଥିତିକୁ ଦେଖି କଂଗ୍ରେସର ସମସ୍ତ ଏମ୍ ପି ,ଏମଏଲଏ ଓ ଏମସିଏଲ ସେମାନଙ୍କ ଗୋଟିଏ ମଙ୍କସର ଦରମା ଦାନ କରିବେ ବୋଲି କହିଛନ୍ତି। ଦଳପକ୍ଷରୁ ସମରେଶ ସିଂ ଘୋଷଣା କରିଛନ୍ତି । କେରଳରେ ସୃଷ୍ଟି ହୋଇଥିବା ବନ୍ୟାରେ...

ଆସନ୍ତାକାଲି ବାଜପେୟୀଙ୍କ ଅସ୍ଥି ବିସର୍ଜନ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପଞ୍ଚଭୁତରେ ବିଲୀନ ହେବା ପରେ ଅସ୍ଥି ବିସର୍ଜନ ପାଇଁ ପ୍ରସ୍ତୁତି ଚାଲିଛି। ରବିବାର ଦିନ ଉତ୍ତରାଖଣ୍ଡର ହରିଦ୍ୱାର ଗଙ୍ଗାନଦୀ ସହ ଉତ୍ତରପ୍ରଦେଶର ନଦୀରେ ଅସ୍ଥି ବିସର୍ଜନ କରାଯିବ । ଅନ୍ୟପଟେ ଏହି ଜନନାୟକଙ୍କ...

କୋଫି ଆନନଙ୍କ ଦେହାନ୍ତ

ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ ବିଜେତା କୋଫି ଆନନଙ୍କ ଦେହାନ୍ତ ହୋଇଛି। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୯୩୮ ଘାନାରେ ଜନ୍ମ ଗ୍ରହଣ କରିଥିବା ଆନନ ଜାତିସଂଘର ସପ୍ତମ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୯୭ରୁ...
- Advertisement -

Latest article

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...

Why Traders Choose Dexscreener for Informed Decisions

Why Traders Choose Dexscreener for Informed Decisions Содержание Overview of Dexscreener Key Features of Dexscreener Benefits of Using Dexscreener How to Download and Use Dexscreener Comparison with Other DEX Scanners For...

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ରାଜ୍ୟସଭା ପାଇଁ ବିଜେଡି ଆଜି ୨ ଜଣଙ୍କ ନାଁମ ଘୋଷଣା କରିଛି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ ନେଇ ରାଜ୍ୟବାସୀ...