21.1 C
Bhubaneswar
Monday, November 16, 2026
-Advertisement-
video

ଓଃ…କି ଭୟଙ୍କର…ଏମିତି କଣ ଘଟିପାରେ ?

ରାସ୍ତାରେ ଗଲାବେଳେ ଅନେକ ଦୁର୍ଘଟଣା ଆମେ ଦେଖିଛେ. ମାତ୍ର ଆପଣ ଏମିତି ଦୃଶ୍ୟ କେବେ ବି ଦେଖି ନଥିବେ. ଏ ରିପୋର୍ଟ ସଂଲଗ୍ନ ଭିଡିଓ ଉପରେ ନଜର ପକାନ୍ତୁ. ରାସ୍ତାରେ ଯାଉଥିବା ଅନେକ ଗାଡି ମଟର ଭିତରେ ଜଣେ ବାଇକ...

ଇଦ୍-ଉଲ୍-ଜୁହାରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ

ବୁଧବାର ସକାଳେ ଜାମ୍ମୁ ଓ କାଶ୍ମୀରର କୁଲଗ୍ରାମରେ ଆତଙ୍କବାଦୀମାନେ ତାଲିମରେ ଥିବା ଜଣେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି କରି ହତ୍ୟା କରିଛନ୍ତି. ତାଙ୍କ ନାମ ଫୟାଦ ଅହମ୍ମଦ ବୋଲି ଜଣାପଡିଛି. ସୂଚନା ମୁତାବକ, ସେ କିଛିଦିନ ପାଇଁ ଛୁଟିରେ ଆସିଥିଲେ...

ମୁମ୍ବାଇ: କ୍ରିଷ୍ଟାଲ ଟାୱରରେ ଅଗ୍ନିକାଣ୍ଡ

ମୁମ୍ବାଇର ପରେଲ ସ୍ଥିତ କ୍ରିଷ୍ଟାଲ ଟାୱାରର ୧୨ ମହଲାରେ ଭୟାବହ ଅଗ୍ନିକାଣ୍ଡ । ୨୦ଟି ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୧୨ ମହଲାରେ ରହୁଥିବା ଲୋକଙ୍କୁ କ୍ରେନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି ।...

ବଦଳିଲେ ସାତଟି ରାଜ୍ୟର ରାଜ୍ୟପାଳ

କେନ୍ଦ୍ର ସରକାରଙ୍କ ଦ୍ୱାରା ମଙ୍ଗଳବାର ସାତଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାତଟି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀରର ନୂଆ ରାଜ୍ୟପାଳ ଭାବେ...

ହାର୍ଦ୍ଦିକଙ୍କ ଅନଶନରେ ଲାଗିଲା ଗ୍ରହଣ, ସରକାର ଲଗାଇଲେ 144 ଧାରା

ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଦ୍ୱାରା 25 ଅଗଷ୍ଟକୁ ଆରମ୍ଭ ହେବାକୁ ଥିବା ଅନିଶ୍ଚିତକାଳୀନ ଅନଶନରେ ଲାଗିଲା ଗ୍ରହଣ । ଅପିଲ୍ ସତ୍ତ୍ୱେ ସରକାର ହାର୍ଦ୍ଦିକ ପଟେଲଙ୍କୁ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଅନଶନ କରିବା ପାଇଁ ଅନୁମତି ଦେଲେନାହିଁ ।...

ନଦୀରେ ଗାଡ଼ି ଓଲଟି 11 ଜଣଙ୍କ ମୃତ୍ୟୁ

ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି ।  ମଶେଲ୍‌ ତୀର୍ଥଯାତ୍ରାରୁ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । 11ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ଶିଶୁକୁ...

‘ଅଟଳ ନଗର’ ନାଁ ରେ ନୂଆ ପରିଚୟ ପାଇଲା ଛତିଶଗଡ଼ର ନୂଆ ରାୟପୁର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଦେଇ ନୂଆ ରାୟପୁରକୁ ‘ଅଟଳ ନଗର’ ନାମରେ ନାମିତ କରାଯିବ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ । ନ୍ୟୁ ରାୟପୁର ସହର ଛତିଶଗଡ଼ର ରାଜଧାନୀ  ହେବାର ପ୍ରସ୍ତାବ...

ମୁଡ୍ ଅଫ ଦି ନେସନ: ଘଣ୍ଟି ବାଜିଯିବ କି ବିଜେପିର !

ସାଧାରଣ ନିର୍ବାଚନ ପୂର୍ବରୁ କଣ ରହିଛି ଦେଶବାସୀଙ୍କ ମୁଡ୍ ? କାହା ସପକ୍ଷରେ ଅଛନ୍ତି ଦେଶବାସୀ ? ଏହାକୁ ନେଇ କରାଯାଇଥିବା ସର୍ଭେ "ମୁଡ୍ ଅଫ ଦି ନେସନ" ରିପୋର୍ଟ ପ୍ରକାଶ ପାଇଛି. ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ବିଜେପି...

ଗୋଟିଏ ପରିବାରର ୫ମୃତ। ଫ୍ରିଜ , ଆଲମାରି ଓ ସୁଟକେଶରୁ ମିଳିଲା ଶବ ।

ଆଲ୍ଲାବାଦର ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ । ମୃତକଙ୍କ ଶରୀର ଫ୍ରିଜ, ଆଲମାରି ଓ ସୁଟକେଶରୁ ଉଦ୍ଧାର କରାଯାଇଛି। ଘରର ମୁରବି ନିଜ ପତ୍ନୀ ଓ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ...

ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା

ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା। ବିଶିଷ୍ଟ ପରିବେଶବିତ ମାଧବ ଗଡଗିଲ ଏଭଳି ସତର୍କ ସୁଚନା ଦେଇଛନ୍ତି। ସେ କହିଛନ୍ତି, ଯଦିଓ କେରଳ, ଗୋଆ ଓ ମହାରାଷ୍ଟ୍ରରେ ବୃଷ୍ଟିପାତର ପରିମାଣ ସମାନ ନାହିଁ ତଥାପି ଏଠାକାର...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...