ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ନ୍ୟୁଜିଲାଣ୍ଡ ବାଣିଜ୍ୟ ମନ୍ତ୍ରୀ ଟୋଡ ମ୍ୟାକ୍ଲେଙ୍କ ଉପସ୍ଥିତିରେ ମୁକ୍ତ ବାଣିଜ୍ୟ ରାଜିନାମା ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ବାଣିଜ୍ୟିକ ଚୁକ୍ତି ଦୁଇ ଦେଶ ମଧ୍ୟରେ...
ପାକିସ୍ତାନରେ ଅସୀମ ମୁନିରଙ୍କୁ ଟାର୍ଗେଟ
ପାକିସ୍ତାନରେ ଆରମ୍ଭ ହୋଇଛି ନୂତନ ବିବାଦ । ତେହରିକ-ଏ-ତାଲିବାନ (ଟିଟିପି)ପାକିସ୍ତାନ ସିଧାସଳଖ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ନେଇ ଅଭିଯୋଗ କରିଛି। ଟିଟିପି ଦ୍ୱାରା ଏକ ପତ୍ରିକାରେ ପ୍ରକାଶିତ ଏକ ଲେଖା ମୁନିରଙ୍କ ନୀତି ଏବଂ ନିଷ୍ପତ୍ତିକୁ...
ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ, ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା
ନୂଆଦିଲ୍ଲୀ: ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି । ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ...
ଦେଶରେ ଏବେବି ସକ୍ରିୟ ଅଛନ୍ତି ମାଓବାଦୀ
ଏବେବି ଦେଶରେ ସକ୍ରିୟ ଅଛନ୍ତି ମାଓବାଦୀ । ଜଣେ ଯୁବକଙ୍କୁ ଅତି ବିଭତ୍ସଭାବେ ହତ୍ୟା କରିଛନ୍ତି ମାଓବାଦୀ । ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ଅଧୀନ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରାଠାରେ ମାଓବାଦୀମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି...
ହ୍ୱାଇଟ୍ ହାଉସ୍’ରେ ଗୁଳିକାଣ୍ଡ;ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ
ଆମେରିକାର ୱାଶିଂଟନ ହିଲଟନ ହୋଟେଲରେ ଆୟୋଜିତ ହ୍ୱାଇଟ୍ ହାଉସ୍ ପ୍ରତିନିଧିଙ୍କ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ୱାଶିଂଟନ...
ଦିଲ୍ଲୀ ବିମାନବନ୍ଦରରେ ଦୁର୍ଘଟଣା: ବିମାନର ଇଞ୍ଜିନରେ ଲାଗିଲା ନିଆଁ
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। ସ୍ୱିସ୍ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ର ଫ୍ଲାଇଟ୍ LX147 ଟେକ୍-ଅଫ୍ ସମୟରେ ଖରାପ ହୋଇଯାଇଥିଲା, ଯାହା ପରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ତେବେ ପାଇଲଟଙ୍କ ସତର୍କତା...
ତୁର୍କୀରୁ ଗିରଫ୍ ହେଲା ଭାରତର କୁଖ୍ୟାତ ଡ୍ରଗ୍ ମାଫିଆ ସଲିମ ଡୋଲା
ଭାରତର କୁଖ୍ୟାତ ଡ୍ରଗ୍ ମାଫିଆ ସଲିମ ଡୋଲାକୁ ତୁର୍କୀରେ କାବୁ କରାଯାଇଛି। ତୁର୍କୀର ଇସ୍ତାମ୍ବୁଲରେ ଏମ୍ଆଇଟି ଏବଂ ପୋଲିସର ମିଳିତ ଅଭିଯାନରେ ସଲିମ ଡୋଲାକୁ ଗିରଫ କରାଯାଇଛି। ସେ ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଜଣେ ଘନିଷ୍ଠ ସହଯୋଗୀ ବୋଲି...
ଆପ୍ ଛାଡ଼ିଲେ ୭ ରାଜ୍ୟସଭା ସାଂସଦ
ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିକୁ ଲାଗିଛି ଏକ ଶକ୍ତ ଝଟକା । ଆଜି ସାତ ଜଣ ସାଂସଦ ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ବିଜେପି ଉପରେ ବର୍ଷିଛନ୍ତି । ଆଜି ଆପ୍...
ଭାରତୀୟ ଗୁଇନ୍ଦା ଏଜେନ୍ସିର ବଡ଼ ଖୁଲାସା;ମସୁଦ ଅଜହର ମୃତ ନା ଜୀବିତ
ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ର ମୁଖ୍ୟ ମସୁଦ ଅଜହରକୁ ନେଇ ରହସ୍ୟ ସୃଷ୍ଟି ହେବାରେ ଲାଗିଛି । ସଂଗଠନ ଭିତରେ ହିଁ ତାର ଠିକଣା ଏବଂ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିବାକୁ ଲାଗିଛି । ସୂଚନା ଅନୁସାରେ, ସଂଗଠନ ଭିତରେ...
ଭାରତ ବିଷୟରେ ଆମେରିକୀୟ ଧାରଣାକୁ ଖାରଜ କଲେ RSS ଜେନେରାଲ୍ ସେକ୍ରେଟାରୀ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଆମେରିକାରେ କହିଛନ୍ତି ଯେ, ହିନ୍ଦୁମାନେ କେବେ କୌଣସି ଦେଶ ଉପରେ ଆକ୍ରମଣ କରିନାହାଁନ୍ତି। ହିନ୍ଦୁମାନଙ୍କୁ କୌଣସି ଜିନିଷ ପାଇଁ କ୍ଷମା ମାଗିବାର ଆବଶ୍ୟକତା ନାହିଁ। ଗୁରୁବାର ଦିନ ୱାଶିଂଟନ ଡିସିର...
















