ବିଶ୍ୱ ଧନୀ ତାଲିକାରେ ୧୧ ସ୍ଥାନରେ ଗୌତମ ଆଦାନୀ
ବିଶ୍ୱ ଧନୀ ତାଲିକାରେ ୧୧ କୁ ଖସିଆସିଛି ଗୌତମ ଆଦାନୀଙ୍କ ସ୍ଥାନ । ତାଙ୍କ ସଂପତ୍ତିରେ ପୁଣି ଥରେ ବୃହତ୍ ହ୍ରାସ ପରେ ଏଭଳି ଖବର ସାମ୍ନାକୁ ଆସିଛି। ମାତ୍ର ୩ ଦିନ ଭିତରେ ଆଦାନୀଙ୍କ ସଂପତ୍ତିରେ ୩୪ ବିଲିୟନ...
ବିଶାଖାପଟନମ ଆନ୍ଧ୍ରର ନୂଆ ରାଜଧାନୀ
ବିଶାଖାପଟନମ ହେବ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ । ପୂର୍ବରୁ ଆନ୍ଧ୍ର ପ୍ରଦେଶର ବିଭାଜନ ପରେ ଏହାର ନୂଆ ରାଜଧାନୀ ଅମରାବତୀ ଥିଲା । ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ବିଶାଖାପଟନମ ହେବ ବୋଲି ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀ...
ଏଥର ସ୍ୱତନ୍ତ୍ର ହେବ ସାଧାରଣତନ୍ତ୍ର ଦିବସ
ଏଥର ସ୍ୱତନ୍ତ୍ର ହେବ ସାଧାରଣତନ୍ତ୍ର ଦିବସ ପରେଡ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ । ସେହିପରି ନାଭାଲ କଣ୍ଟିଜେଣ୍ଟରେ ଲିଡ୍ କରିବେ ମହିଳା ଅଫିସର ।...
ଆଜି ପଡିବ ହାତଗଣ୍ଠି
ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିକେଟର କେ.ଏଲ ରାହୁଲ-ଆଥିୟା । ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ହେଉଛନ୍ତି ଆଥିୟା ସେଟ୍ଟୀ । ୨୧ ତାରିଖରୁ ଆରମ୍ଭ ହୋଇଯାଇଛି ବିବାହ ରୀତିନୀତି । ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ...
ଚାକିରୀରୁ ବିଦା ହେଲେ 450 କର୍ମଚାରୀ
ଖରାପ ପରଫର୍ମାନ୍ସ ପାଇଁ ଓ୍ବିପ୍ରୋ କଂପାନୀ 450 ଜଣ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ବିଦା ହୋଇଥିବା କର୍ମଚାରୀଙ୍କୁ ନୂଆ ନିଯୁକ୍ତି ଦେଇଥିଲା ଓ୍ବିପ୍ରୋ । ତେବେ ନିଯୁକ୍ତି ପରେ କଂପାନୀ ସେମାନଙ୍କୁ ତାଲିମ ଦେଇଥିଲା ଏବଂ ତାଲିମ...
ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଶେଷ
ମୁମ୍ବାଇରେ ଦେଶର ଦ୍ୱିତୀୟ ବଡ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଶେଷ ହୋଇଛି । ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କ ହାତ ଧରିବେ ଅନନ୍ତ । ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ନିର୍ବନ୍ଧ...
ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ୪ ସାଙ୍ଗ
ନେପାଳ ପୋଖରାରେ ହୋଇଥିବା ବଡ ବିମାନ ଦୁର୍ଘଟଣାରେ ୭୨ ଲୋକଙ୍କ ଜୀବନ ଯାଇଛି । ସମସ୍ତ ମୃତକଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଯୁବକ । ଉତ୍ତରପ୍ରଦେଶ ଗାଜିପୁରର ବାସିନ୍ଦା ଏହି ୪ ଯୁବକ । ନେପାଳ ବୁଲିବାକୁ ଯାଉଥିଲେ...
ମିସ୍ ୟୁନିଭର୍ସ ହେଲେ ଆମେରିକା ସୁନ୍ଦରୀ
ମିସ୍ ୟୁନିଭର୍ସ-୨୦୨୨ ଟାଇଟଲ ଜିତିଲେ ଆମେରିକା ସୁନ୍ଦରୀ । ଆମେରିକାର ଲୋଇସିଆନାଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଆମେରିକାର ଆର୍ ବୋନି ଗାବରିଏଲ । ଗାବରିଏଲ ଜଣେ ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର, ମଡେଲ...
ଗୋଟିଏ ଦିନରେ ଜନ୍ମ, ଗୋଟିଏ ଦିନରେ ମୃତ୍ୟୁ
ଏକାଠି ଜନ୍ମ ନେଇଥିଲେ , ଏକାଠି ଚାଲିଗଲେ । ସମାନ ଘଟଣାରେ ଆଖି ବୁଜିଲେ ଦୁଇ ଜାଆଁଳା ଭାଇ । ରାଜସ୍ଥାନ ବାଡମେର ଅଞ୍ଚଳର ୨୬ ବର୍ଷୀୟ ଜାଆଁଳା ଭାଇଙ୍କ ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚା । ତେବେ ଦୁଇ...
ସବୁଠୁ ଧନୀ ସେଲିବ୍ରିଟି ଶାହାରୁଖ
ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ୍ଖାନ୍ ଶାହାରୁଖ । ଚତୁର୍ଥ ସ୍ଥାନରେ ଅଛନ୍ତି ଶାହାରୁଖ । ତାଙ୍କ ପାଖରେ ରହିଛି ମୋଟ୍ ୭୭୦ ମିଲିୟନ ଡଲାର । ଶାହାରୁଖଙ୍କ ପାଖରେ ଅଛି ୬୨୫୯ କୋଟିରୁ ଅଧିକ ଟଙ୍କାର...
















