ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ
ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘରୁ ଉଠାଇନେଲା ପୋଲିସ । ୧୦ରୁ ଅଧିକ ପୋଲିସ ଅଫିସରକୁ ନେଇ ଟିମ୍ ଅର୍ଣ୍ଣବଙ୍କ ବାସଭବନକୁ ଆସିଥିଲେ । ଘରେ ଜୋର ଜବରଦସ୍ତ ପସିବା ସହିତ ତାଙ୍କୁ ଅର୍ଣ୍ଣବଙ୍କୁ ଉଠାଇନେଇଥିଲେ ।...
ସଂସଦରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଶହେ ବି ଛୁଉଁନି
ଲୋକସଭା ଓ ରାଜ୍ୟସଭାର ସାଂସଦଙ୍କୁ ମିଶାଇଲେ ବି କଂଗ୍ରେସର ସାଂସଦଙ୍କ ସଂଖ୍ୟା ସଂସଦରେ ଶହେ ଛୁଉଁନି । ବିହାରରେ ନିର୍ବାଚନ ପ୍ରଚାର ସମୟରେ ଏଭଳି ତୁଳନାତ୍ମକ ପରିସଂଖ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର 9 ଜଣ ସାସଂଦ...
ବିହାରରେ ଘମାଘୋଟ ଲଢେଇ
ବିହାର ନିର୍ବାଚନ ପାଇଁ ଦୁଇ ମେଣ୍ଟ ଦଳ ପରସ୍ପର ଉପରେ ଘମାଘୋଟ ଆକ୍ରମଣ କରିବାରେ ଲାଗିଛନ୍ତି I ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାରାଥନ ରାଲି କରିଛନ୍ତି...
ଅପହରଣ କରିବାରେ ବିଫଳ ହେବାରୁ ଛାତ୍ରୀଙ୍କୁ ଗୁଳି କରି ମାରିଦେଲେ
ହରିୟାଣାର ଫରିଦାବାଦରେ ଅଭାବନୀୟ ଘଟଣା । ଜଣେ ଛାତ୍ରୀଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କଲେ ଦୁବୃର୍ତ୍ତ । ବି.କମ୍ ଶେଷ ବର୍ଷର ଛାତ୍ରୀ ନିକିତା ପରୀକ୍ଷା ଦେଇ ଘରକୁ ଫେରୁଥିବା ସମୟରେ ଗୁଳି କରି କରି ହତ୍ୟା...
ହାତରସ ମାମଲା: ତଦନ୍ତର ତଦାରଖ କରିବେ ହାଇକୋର୍ଟ
ଉତ୍ତରପ୍ରଦେଶ ହାତରସ ମାମଲାର ସିବିଆଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ତଦାରଖ କରିବେ । ଏବଂ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟରେ ସିବିଆଇ ରିପୋର୍ଟ କରିବେ ବୋଲି ସୁପ୍ରିମକୋର୍ଟ ଆଜି ଏହା କହିଛନ୍ତି ।...
ଆସୁଛି କରୋନା ଟିକା
ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ କରୋନା ଟିକା । କରୋନା ଟିକା ଆସିବାକୁ ଥିବାରୁ ଡାଟାବେସ୍ ପ୍ରସ୍ତୁତି ନିର୍ଦ୍ଦେଶ । ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡି କର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ । ଏନେଇ ମହିଳା ଓ ଶିଶୁ...
କପିଲ ଦେବଙ୍କୁ ହାର୍ଟ ଆଟାକ: ICUରେ ଭର୍ତ୍ତି
ପ୍ରଖ୍ୟାତ କ୍ରିକେଟର କପିଲ ଦେବଙ୍କୁ ହାର୍ଟ ଆଟାକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ରହିଥିବା...
କେନ୍ଦ୍ରର ଦଶହରା ଭେଟି
କେନ୍ଦ୍ରସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା କାଳରେ ସରକାର ବୋନସ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଘୋଷଣା ହୋଇଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ । ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ...
ଦମ୍ ଦେଖାଇଲା ସୋସିଆଲ ମିଡିଆ
ଆପଣ ହାତରେ ଯେଉଁ ମୋବାଇଲ ଫୋନ୍ ଧରିଛନ୍ତି । ତାର ପାୱାର କେତେ ଆପଣ କେବେ ଭାବିଛନ୍ତି । ତାହେଲେ ଶୁଣନ୍ତୁ । ଜଣେ ବୃଦ୍ଧ ବ୍ୟକ୍ତି ଯିଏକି ତାଙ୍କ ସ୍ତ୍ରୀଙ୍କ ସହିତ ଗୋଟେ ଛୋଟ ଢାବା କରିଛନ୍ତି...
ସାହିତ୍ୟ ପାଇଁ ନୋବେଲ୍
ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା କବୟତ୍ରୀ ଲୁଇସ ଗ୍ଲୁକଙ୍କୁ ଚଳିତବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । 1943ରେ ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିବା ଗ୍ଲୁକଙ୍କ ପ୍ରଥମ ପୁସ୍ତକ...

















