ଗୁଳି ଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ
ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କର ମୃତ୍ୟୁ ହୋଇଛି । ଆସିକା ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ...
ବଢିବନି ବିଦ୍ୟୁତ ଦର
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା କଲେ ଓଇଆରସି । ପୂର୍ବବର୍ଷ ଭଶି ଶୂନରୁ 50 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ୟୁନିଟ ପିଚ୍ଛା 3 ଟଙ୍କା ରହିବ । ସେହିପରି 50 ରୁ 200 ୟୁନିଟ ପର୍ଯ୍ୟନ୍ତ 4...
ମଞ୍ଚେଶ୍ବର ଅଞ୍ଚଳରୁ ମିଳିଲା ମଣିଷ ଖପୁରୀ
ଅଳିଆ ଆବର୍ଜନା ମଧ୍ୟରୁ ମିଳିଲା ମଣିଷ ଖପୁରୀ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗର ଇଂଜଣା ପୋଲ ତଳେ ଥିବା ଅଳିଆ ଆବର୍ଜନା ମଧ୍ୟରୁ ମିଳିଛି ଖପୁରୀ ।
ପାଞ୍ଚଟିରୁ ଅଧିକ ମଣିଷ ଖପୁରୀ ଓ କଙ୍କାଳକୁ ମଞ୍ଚେଶ୍ୱର...
ମିଳିଲା ଶର୍ମିଷ୍ଠାଙ୍କ କାର୍
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି । ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଠାବ ହୋଇଛି କାର୍ । ଏହି...
୨ଦିନ ସ୍କୁଲ ଛୁଟି
ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ୨ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଦୁଇ ଦିନ...
ହସ୍ପିଟାଲରୁ ବାହାରି ଜେଲ ଗଲେ ଜଗଦ୍ଦେବ
ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଶାନ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ । ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା ।...
ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ସଙ୍ଗୀନ ଅଭିଯୋଗ
କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ବହୁ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ସଂପୃକ୍ତ । ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଛନ୍ତି ମାନସଙ୍କ ପରିବାର । ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...
ସ୍ୱାମୀଙ୍କ ଦଶାହରେ ସ୍ତ୍ରୀର ମୃତ୍ୟୁ
ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା କରିବା ପରର ଦୁଃଖଦ ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲାବେଳେ ଆଖି ବୁଜିଛନ୍ତି ପତ୍ନୀ ସୁମିତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ । କଟକରେ ଚିକିତ୍ସାଧୀନ...
୩ ବର୍ଷ ବୟସରେ ରିଷିତାଙ୍କ ରୋକ୍ଠୋକ୍ ଉତ୍ତର
ରିଷିତା ରାଜୀବ ବରାଳ । ବୟସ ୩ ବର୍ଷ ଏକମାସ । ଏଇ କଅଁଳ ବୟସରେ ରିଷିତା ସ୍ଥାନ ପାଇଛି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ । ଜଗତସିଂହପୁର ଜିଲ୍ଲା ଓଳାସ ଗାଁରେ ରହୁଥିବା ଶତାବ୍ଦୀ ଓ ରାଜୀବଙ୍କ ଗେହ୍ଲା...
ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର
ହୋଲିରେ ଭଦ୍ରକରେ ବଡ ଧରଣର ଅଘଟଣ । ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର । ୫ ବଖରା ଘର ଜଳି ଭସ୍ମ ହୋଇ ଯାଇଛି । ଭଦ୍ରକ ଟାଉନ୍ ଥାନା ଅସ୍ତଳ ଛକରେ ଏହି ଅଘଟଣ ଘଟିଛି ।...
















