ବାର୍ ଗାର୍ଲଙ୍କ ଉପରେ ଉଡୁଥିଲା ଗଦା ଗଦା ଟଙ୍କା
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାର ତଦନ୍ତ କରୁ କରୁ ପୋଲିସକୁ ନୂଆ ତଥ୍ୟ ମିଳିଛି । ପାତ୍ରପଡା ସ୍ଥିତ ହୋଟେଲ ସାଉଥ ସିଟିର ବାର ଲାଇସେନ୍ସ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବେଧଡକ...
ସହଯୋଗୀ ରାଧେ ଗିରଫ, ଡ୍ରାଇଭର ଓ ମୁନସିଙ୍କୁ ରାଜସାକ୍ଷୀ କଲା ପୋଲିସ
ଗୋବିନ୍ଦ ସାହୁର ସହଯୋଗୀ ରାଧେକୁ ଗିରଫ କଲା ବଲାଙ୍ଗୀର ପୋଲିସ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗତକାଲି ଗୋବିନ୍ଦ ସାହୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ତିନିଜଣ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା ।...
ସ୍ମରଣିକା ଦାସଙ୍କ ଏକାଦଶାହ
ସ୍ମରଣିକା ଦାସଙ୍କ ଏକାଦଶାହ ତିନିନମ୍ବର ସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଇ ସ୍ମରଣିକାଙ୍କ ପରିବାର ପରିଜନ, ବନ୍ଧୁବର୍ଗ ଓ ଶୁଭେଚ୍ଛୁମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଧ୍ୟ ଭୁବନେଶ୍ବର...
ଗୋବିନ୍ଦକୁ ‘ବିନ୍ଧାଣୀ’ କହୁଥିଲେ ମନ୍ତ୍ରୀ ପ୍ରତାପ ଜେନା
ଗୋବିନ୍ଦ ସାହୁ । କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ । ଘରୋଇ ସ୍କୁଲ ପ୍ରତିଷ୍ଠା କରି ମହାଲିଙ୍ଗ ଅଞ୍ଚଳରେ ନିଜର ପତିଆରା ପ୍ରତିଷ୍ଠା କରିଥିଲେ ଗୋବିନ୍ଦ । ସ୍ଥାନୀୟ ବିଧାୟକ, ନେତା...
ଗୋବିନ୍ଦର ପରକୀୟା ପ୍ରୀତି ସଂପର୍କରେ ଜାଣିଥିଲେ ମମିତା
ମମିତା ମେହେରଙ୍କ ନିଖୋଜ ଓ ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା । ଏଥିପାଇଁ ମହାଲିଙ୍ଗ ସନସାଇନ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତ 6 ତାରିଖରେ ଷ୍ଟାଡିଅମ ପରିସରରେ ଜେସିବି ଲଗାଇ ଗାତ ଖୋଳାଇଥିଲା । 8 ତାରିଖରେ...
ପୁରୀ ବେଳାଭୂମୀରେ ଅଘଟଣ
ପୁରୀ ବେଳାଭୂମୀରେ ଅଘଟଣ । ସମୁଦ୍ରରେ ଗାଧୋଇବାବେଳେ ଭାସିଗଲେ ୨ ଜଣ ପର୍ଯ୍ୟଟକ । ଜଣେ ଲାଇଟ୍ ହାଉସ୍ ଓ ଅନ୍ୟ ଜଣେ ଚକ୍ରତୀର୍ଥ ନିକଟରେ ଭାସିଗଲେ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଉ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା...
ବଢିଲା ପୁରସ୍କାର ରାଶି
ଗୋବିନ୍ଦଙ୍କ ବାବଦରେ ସୂଚନା ଦେଲେ ୨୦ ହଜାର ନୁହେଁ ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର । ପୂର୍ବରୁ ୨୦ ହଜାର ଟଙ୍କା ଥିଲା । ତେବେ ଏହି ପୁରସ୍କାର ରାଶିକୁ ବଢାଇ ଦିଆଯାଇଛି । ଯିଏ ଗୋବିନ୍ଦ ସାହୁଙ୍କୁ...
ମୋଦୀଙ୍କ ସ୍ବପ୍ନର ଅଚ୍ଛେଦିନ୍.. 106 ଟଙ୍କାରେ ପହଞ୍ଚିଲା ପେଟ୍ରୋଲ
ମୋଦୀଙ୍କ ସ୍ବପ୍ନର ଅଚ୍ଛେଦିନ୍ ।
106 ଟଙ୍କାରେ ପହଞ୍ଚିଲା ପେଟ୍ରୋଲ ଲିଟର । ଗତ ଦଶଦିନ ଭିତରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଚ୍ଛା 104 ଟଙ୍କା 57 ପଇସାରୁ ବଢି ବଢି 106 ଟଙ୍କା 42 ପଇସାରେ ପହଞ୍ଚିଛି ।...
ମନ୍ତ୍ରୀଙ୍କ ପାଇଲଟିଂ ଗାଡି ଦୁର୍ଘଟଣାଗ୍ରସ୍ତ
ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟିଂ ଗାଡି । ଏଥିରେ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ୱରରୁ ରାୟଗଡା ଫେରୁଥିବା...
ଚାରିଦିନ ରିମାଣ୍ଡରେ ନେବ ପୋଲିସ
ମନୀଷ ଅନୁରାଗଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ତିନି ଅଭିଯୁକ୍ତଙ୍କୁ ଚାରିଦିନ ପାଇଁ ରିମାଣ୍ଡରେ ନେବ ପୋଲିସ । ଇନଫୋସିଟୀ ଥାନା ପୋଲିସ ଅଧିକ ତଦନ୍ତ ପାଇଁ ପାଞ୍ଚଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ଭୁବନେଶ୍ବର ଜେଏମଏଫସି ଚାରିଦିନ...

















