24.1 C
Bhubaneswar
Saturday, November 14, 2026
-Advertisement-

ବର୍ଷାରେ ଭିଜିବ ଦଶହରା

ଦଶହରା ପାଇଁ ସହରଠୁ ଗାଁ ଯାଏଁ ବ୍ୟାପକ ପ୍ରସ୍ତୁତି । କୋଭିଡ କଟକଣା ଯୋଗୁ ଗତ ଦୁଇବର୍ଷ ଧରି ଶାରଦୀୟ ପୂଜା ଫିକା ପଡିଯାଇଥିଲା । ଚଳିତବର୍ଷ ଦଶହରା ଉତ୍ସବକୁ ପାଳନ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଚାଲିଥିବା ବେଳେ...

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଯଶଓ୍ବନ୍ତ ସିଂହଙ୍କୁ ନିଯୁକ୍ତି । ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସିଂହଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏବେ ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ଜଷ୍ଟିସ ସିଂହ...

ନଡ୍ଡାଙ୍କୁ ଭୁବନେଶ୍ବରରେ ସ୍ବାଗତ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ଭୁବନେଶ୍ବରରେ ବିମାନବନ୍ଦରରେ ଜୋରଦାର ସ୍ବାଗତ । ଆଜିଠାରୁ ଦୁଇଦିନ ପାଇଁ ଦଳ ପକ୍ଷରୁ ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ଦଳର ନେତା ଓ କର୍ମୀଙ୍କୁ ମିଶନ 2024 ପାଇଁ ମନ୍ତ୍ର...

ଆଜି ସ୍ବର୍ଗଦ୍ବାରରେ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ

ପୂର୍ବତନ ସାଂସଦ, ରାଜନୀତିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ଗତକାଲି ସଂଧ୍ୟାରେ ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ତାଙ୍କ ମରଶରୀର କଂଗ୍ରେସ ଭବନ ଅଣାଯିବା...

ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ । ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ ଗଡକରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂକୀର୍ଣ୍ଣ ବ୍ରିଜ୍ ଯୋଗୁଁ ସାଲେପୁର ଓ ମାହାଙ୍ଗାର...

ଗୋଡତଳେ ପଡି ପ୍ରତିବାଦ

ଆରମ୍ଭ ହୋଇଛି ଓକିଲମାନଙ୍କ ପ୍ରତିବାଦ ସଭା । ଭୁବନେଶ୍ୱରରୁ ଆରମ୍ଭ କରି ସମ୍ବଲପୁର ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରୁଛନ୍ତି ଆଇନଜୀବିମାନେ । ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାଇ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଏହି ପ୍ରତିବାଦ ସଭା...

ବେଙ୍ଗାଳୁରୁରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ

ସିଲିକନ ସିଟି ବେଙ୍ଗାଳୁରରୁ ଆସିବ ବଡ ନିବେଶ । ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଳୁରରେ ହେବ ଓଡିଶା ଇନଭେଷ୍ଟର୍ସ ମିଟ୍ । ନିବେଶ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ବେଙ୍ଗାଳୁରରେ ଆଜି ପହଁଞ୍ଚିସାରିଛନ୍ତି...

ଅନୀଲ ଧୀରଙ୍କୁ ପଞ୍ଚମ ଗଣେଶ ପରିଜା ସ୍ମାରକୀ ସମ୍ମାନ

ବିଶିଷ୍ଟ ଗବେଷକ ଅନୀଲ ଧୀରଙ୍କୁ ଚଳିତବର୍ଷର ପଞ୍ଚମ ଗଣେଶ ପରିଜା ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି । ଶାରଳା ସ୍ମାରକ ପକ୍ଷରୁ ଗୀତହୋବିନ୍ଦ ଭବନରେ ଅନୁଷ୍ଠିତ ଗଣେଶ ପରିଜା ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।...

ପ୍ରେମ ବିବାହକୁ ସଫଳ କରାଇବାକୁ ମା’ଙ୍କୁ ଚିଠି

ଟଙ୍କା ଗଣୁ ଗଣୁ ହୁଣ୍ଡିରୁ ବାହାରିଲା ଚିଠି । ପ୍ରେମ ବିବାହକୁ ସଫଳ କରାଇବାକୁ ମା’ଙ୍କୁ ଚିଠି । ମା’ ସମଲେଇ ମନ୍ଦିର ହୁଣ୍ଡିରୁ ଟଙ୍କା ସହ ବାହାରିଛି ଚିଠି । ମନସ୍କାମନା ପୂରଣ ପାଇଁ ଭକ୍ତ ଭଗବାନଙ୍କ...

ଶ୍ୱାସରୁଦ୍ଧରୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ

ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା । ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କର ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି । ଶରୀରରେ ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...