ଆଇଡିଆଲ 86 ବନ୍ଧୁ ମିଳନ
ଆଠନମ୍ବର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର 1986 ପାସ ଆଉଟ ଗୃପ IDEAL86 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ଅଶୋକ ନଗରସ୍ଥିତ ହୋଟେଲ ସାଇ ସ୍ବସ୍ତିକରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ...
କବି ହୃଶିକେଷ ମଲ୍ଲିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ବିଶିଷ୍ଟ କବି ହୃଷିକେଷ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ପୁସ୍ତକ "ସରିଯାଇଥିବା ଅପେରା" ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଦିଗରାଜ ବ୍ରହ୍ମା ବାଲ୍ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ...
ଭାରତ ମୋଟର୍ସ ଉପରେ ଚଢାଉ
ଭାରତ ମୋଟର୍ସ ଓ ଶ୍ରୀଭାରତ ମୋଟର୍ସ କମ୍ପାନୀ ଉପରେ ଚଢାଉ କରାଯାଇଛି । ୩୮ କୋଟି ଟଙ୍କା ବକେୟା ରଖିଥିବା ଅଭିଯୋଗରେ ବାଣିଜ୍ୟକର ଓ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗର ଚଢାଉ । ୫ଟି ଟିମରେ ୩୦ ଜଣିଆ ଅଫିସର କରୁଛନ୍ତି...
ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି
ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡା. ରମାରମଣ ମହାନ୍ତି । ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । ସେତେବେଳେ ଓମିକ୍ରନ ଆସି ନଥିଲା କି ସଙ୍କ୍ରମଣ...
10 ହଜାର ଟଙ୍କା ନେଇ ବନ୍ଧା ହେଲେ ବାବୁ
ଜମି ମ୍ୟୁଟେସନ ପାଇଁ ଆରଆଇ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିଲେ ଶ୍ରୀମନ୍ତ କୁମାର ମଣ୍ଡଳ । ଜଗତସିଂପୁର ଜିଲ୍ଲା ଜପା ଆରଆଇ ସମୀର କୁମାର ମଲ୍ଲିକଙ୍କୁ ଯେତେ ଅନୁରୋଧ କଲେ ବି ସେ ଶୁଣି ନ ଥିଲେ ।...
୧୦ରୁ କଟକରେ ବୁଷ୍ଟର ଡୋଜ୍
ଆସନ୍ତା ୧୦ ତାରିଖରୁ କଟକ ମହାନଗର ନିଗମରେ ବୁଷ୍ଟର ଡୋଜ୍ ଦିଆଯିବ । ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ନେଇସାରିଥବା ୬୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷ ଏବଂ ବହୁ ରୋଗରେ ପିଡୀତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍...
କଟକ ପରେ ପୁରୀରେ ମାଞ୍ଜାସୂତାରେ କଟିଲା ବେକ
ଗତକାଲି କଟକରେ ଗୁଡି ମାଞ୍ଜା ସୂତାରେ ଜଣେ ନବବିବାହିତ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁରୀରେ ଜଣେ ବ୍ୟକ୍ତିଙ୍କ ବେକ ମାଞ୍ଜାସୂତାରେ ଲାଗି କଟିଯିବା ଯୋଗୁ ସେ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ କୁଣ୍ଢାଇବେଣ୍ଟ...
ନୂଆବର୍ଷ ଭିଡକୁ ନଜରରେ ରଖି ଲାଗିଲା କଟକଣା
ବଡଦିନ , ନୂଆବର୍ଷ ପାଇଁ ଜଗତସିଂହପୁରରେ ଲାଗିଲା କଟକଣା । ୫ଦିନ ମନ୍ଦିର, ମସଜିଦ୍ , ଚର୍ଚ୍ଚ ସମେତ ଧର୍ମାନୁଷ୍ଠାନମାନଙ୍କରେ ସର୍ବସାଧାରଣ ସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି । ନୂଆବର୍ଷରେ ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ସମେତ ଗୋରେଖନାଥ...
ପୁଣି ୧୫ ଦିନ ଛୁଟିରେ ସୁମିତ
ଚର୍ଚ୍ଚିତ ବ୍ରହ୍ମପୁରର ଦମ୍ପତ୍ତି ତପସ୍ୱିନୀ ଓ ଡାକ୍ତର ସୁମିତ ମାମଲା । କର୍ମକ୍ଷେତ୍ରରୁ ଆଉ ୧୫ ଦିନ ଛୁଟିରେ ରହିଲେ ଡାକ୍ତର ସୁମିତ । ଗତକାଲି ଛୁଟି ସରିବା ପରେ ଆଜି ଆଉ ୧୫ ଦିନ ଛୁଟି ମାଗିଲେ ସୁମିତ...
ରସିକିଆ ଟ୍ୟୁସନ ସାର୍ ଅଟକ, ଦୁଇ ଛାତ୍ରୀ ଉଦ୍ଧାର
ସମ୍ବଲପୁରରୁ ଧରାପଡିଲେ ୨ ଛାତ୍ରୀଙ୍କୁ ଧରି ପଳେଇଥିବା ରସିକିଆ ଟ୍ୟୁସନ ସାର । ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ ସମ୍ବଲପୁରରୁ ଗିରଫ କରିଛି ପୋଲିସ । ଅଇଁଠାପାଲି ଅଞ୍ଚଳରେ ଅଭିଯୁକ୍ତ ଜଣକ ଥିବା ଖବର ପାଇଥିଲା...



















