33.1 C
Bhubaneswar
Monday, May 20, 2024
-Advertisement-

‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 1,077 ଟି ପ୍ରକଳ୍ପ ପାଇଁ 28.95 କୋଟି ଟଙ୍କା ମଞ୍ଜୁର...

‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 6ଟି ଜିଲ୍ଲାର 6 ଟି ବ୍ଲକ ଅଧିନରେ ଥିବା 122 ଟି ଗ୍ରାମ ପଞ୍ଚାୟତର 1,077 ଟି ପ୍ରକଳ୍ପ ଉଦ୍ଦେଶ୍ୟରେ 28.95 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ....

ପେଟ୍ରୋଲ ଲିଟର 86 ଟଙ୍କା, ଟ୍ୟାକ୍ସ ଦେଉଛେ 53 ଟଙ୍କା

ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ସପ୍ତାହକ ଭିତରେ ଲଗାତର ଭାବେ ଚତୁର୍ଥ ଥର ପାଇଁ ବଢିଛି ପେଟ୍ରୋଲ ଦର । ମୁମ୍ବାଇରେ ପେଟ୍ରୋଲ ଦର 92 ଟଙ୍କା 28 ପଇସା, ଚେନ୍ନାଇରେ 88ଟଙ୍କା 29 ପଇସା,...
video

10 ଫୁଟ ଲମ୍ବର ବୋଡା ସାପ ଉଦ୍ଧାର

ମାଲକାନଗିରି ଜିଲ୍ଲାରେ ଏକ 10 ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରାଯାଇଛି. ମାଲକାନଗିରି ଦୈନିକ ବଜାର ନିକଟରୁ ଏହାକୁ ଉଦ୍ଧାର କରାଯାଇଛି. ଶନିବାର ବଜାର ନିକଟରେ ସାପଟି ବୁଲୁଥିବା ସମୟରେ ହଠାତ ସାପ ଉପରେ ସ୍ଥାନୀୟ ଲୋକଙ୍କ ନଜର...
video

ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ 

ସଚେତନ ପାଇଁ ଚାଲିଛି ନୃତ୍ୟ ଓ ପଥପ୍ରାନ୍ତ ନାଟକ । ସଚେତନ ହେଲେ ଦୂର ହେବ ଅନ୍ଧ ବିଶ୍ୱାସ । କମିବ ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ । ଏଭଳି କିଛି ଲକ୍ଷ୍ୟ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ପୋଲିସ...

ସରକାରୀ ସ୍କୁଲ ପିଲାଙ୍କ ଭାଗ୍ୟ !

ପୁରା ଭାରତବର୍ଷରେ ଏମିତି ଘଟଣା କିଛି ନୂଆ କଥା ନୁହେଁ । କେଉଁଠି ସାର୍ ତ କେଉଁଠି ଦିଦି, ପାଠପଢା ସମୟରେ ଚାଲିଯାଉଛନ୍ତି ଘୋର ନିଦ୍ରାରେ । ତେଣିକି ପିଲାଙ୍କ ପାଠପଢା ଚୁଲିକି ଯାଉ । ଘଟଣା ଘଟିଛି ଯାଜପୁର...

ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର କେତେ ଅଛି , ଜାଣନ୍ତୁ

ରେକର୍ଡ ଛୁଇଁଛି ପେଟ୍ରୋଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ପାର୍ ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢି ୮୫ ଟଙ୍କାରେ ପହଁଞ୍ଚିଛି । ସେହିଭଳି ଡିଜେଲ...
video

ଅସ୍ଥାୟୀଙ୍କୁ ସ୍ଥାୟୀ ନକଲେ ପରିଣାମ ଭୋଗିବେ

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହ ସବୁ ପ୍ରକାର କାର୍ଯ୍ୟର ସଫଳ ରୂପାୟନ ପାଇଁ ଲକ୍ଷାଧିକ ଠିକା କର୍ମଚାରୀ ଦିନରାତି କାମ କରୁଥିବା ବେଳେ ସରକାର ସେମାନଙ୍କୁ ନ୍ୟାୟ ଦେଉନାହାନ୍ତି । ଲକ୍ଷ ଲକ୍ଷ ସ୍ଥାୟୀ କର୍ମଚାରୀଙ୍କ ଅଭାବ ଥିବାବେଳେ...

ନୂଆଁଖାଇ ଜୁହାର : ପଶ୍ଚିମ ଓଡିଶା ଉତ୍ସବମୁଖର

ଆଜି ହେଉଛି ପବିତ୍ର ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ. ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଈଙ୍କ ନିକଟରେ ଲାଗି ହୋଇଛି ନବାନ୍ନ. ପରମ୍ପରା ପ୍ରଥା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଛି ନୂଆ ଚାଉଳ. ସେହିପରି...

ସମ୍ପର୍କ ନ ରଖିଲେ ସର୍ବନାଶ, ନଅବର୍ଷ ପରେ ବି ଲୁଚି ରହିଛି ଦୁର୍ବଳତା

ନଅ ବର୍ଷ ତଳୁ ସମ୍ପର୍କ ଭାଙ୍ଗିଗଲାଣି. ସମ୍ପର୍କ ଭାଙ୍ଗିଥିଲେ ବି ନଅ ବର୍ଷ ଭିତରେ ସେମାନେ ପରସ୍ପରକୁ ଭେଟିଛନ୍ତି. ସୁଖଦୁଃଖରେ ପୁଣି ପରସ୍ପରକୁ ସାହାଯ୍ୟ କରିଛନ୍ତି. ସାମନାସାମନି ବି ହୋଇଛନ୍ତି. ମୁହଁ ଫୁଲାଫୁଲି ଭିତରେ ବି କୋଉଠି ନା କୋଉଠି...

ଅଳକା ମହାନ୍ତିଙ୍କ ପୁସ୍ତକ ଭକ୍ତି ଅନୁଭୂତି ଇଶ୍ବରୀୟ ଚିନ୍ତା ଚେତନାର ପରିପ୍ରକାଶ

ପ୍ରତିକୂଳ ପରିସ୍ଥିତିରେ ବି ଅନେକ ନାରୀ ସେମାନଙ୍କର ସୃଜନଶୀଳତାକୁ ପ୍ରକାଶ କରନ୍ତି. ନିଜ ହୃଦୟର ସୁଖ-ଦୁଃଖ, ଭାବ-ବ୍ୟଥା, ସୂକ୍ଷ୍ମ ଚିନ୍ତା ଓ ଚେତନା ସାହିତ୍ୟରେ ପରିସ୍ଫୁଟ ହୁଏ. ଅନ୍ତରର ବେଦନା କାହା ସାଙ୍ଗେ ବାଣ୍ଟି ନ ପାରିଲେ ବି ସେ...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...