29.1 C
Bhubaneswar
Monday, May 20, 2024
-Advertisement-

ସୁନା ବଜାରରେ ସୁନାମି

ଚଳିତ ମାସ ପହିଲାରୁ ବଢିବାରେ ଲାଗିଛି ସୁନା ଦର ।୨୪ କ୍ୟାରେଟ୍ ସୁନା ଦର ୪୦,୫୬୦ ଟଙ୍କା । ଭୁବନେଶ୍ୱରରେ ୧୦ ଗ୍ରାମ ସୁନା ଦର ୩୭,୧୮୦ ଟଙ୍କା । ସୋମବାର ଏହାର ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି...

ସେବା ନର୍ସିଙ୍ଗ ହୋମ୍ ନାଁରେ ସଂଘିନ ଅଭିଯୋଗ, ନ୍ୟାୟ ଦାବିରେ ଧାରଣା

ପୁରୀ ଜିଲ୍ଲା କୋଣାର୍କ ମୁଖ୍ୟ ରାସ୍ତାର କୁସୁପୁର ବଜାର ଠାରେ ଥିବା ସେବା ନର୍ସିଙ୍ଗ ହୋମ୍ ନାଁରେ ଆସିଛି ସଂଘିନ ଅଭିଯୋଗ | ତ୍ରୁଟିପୁର୍ନ ଅସ୍ତ୍ରୋପଚାର କରିଥିବା ନେଇ ଜଣେ ରୋଗୀ କରିଛନ୍ତି ଏହି ସାଙ୍ଘାତିକ ଅଭିଯୋଗ | ଅଭିଯୋଗ...

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ବିଷାକ୍ତ ଖାଦ୍ୟ ଖାଇ ୨୦ ଅସୁସ୍ଥ

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ବିଷାକ୍ତ ଖାଦ୍ୟ ଖାଇ ୨୦ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ପୀଡ଼ିତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ଅସୁସ୍ଥ ଯାତ୍ରୀଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ଟ୍ରେନ୍‌ଟି ବୋକାରୋ ଷ୍ଟେସନ୍‌ରେ ଅଟକି ଥିଲା । ଯାତ୍ରୀମାନେ...
video

ବାଲେଶ୍ଵରରେ କଂଗ୍ରେସର ଜୋରଦାର ପ୍ରଚାର

ବାଲେଶ୍ଵରରେ କଂଗ୍ରେସର ଜୋରଦାର ପ୍ରଚାର. ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ରାଣୀ ମନୋଜ ମଂଜରୀ ଦେବୀ ପ୍ରାର୍ଥୀ ହୋଇଛନ୍ତି. କଂଗ୍ରେସର ଉଭୟ ଲୋକସଭା...

କିସ୍‍ ଫାଉଣ୍ଡେସନ୍‍ର ସହାୟତା: ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ

କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ...

ସମ୍ବଲପୁରରେ ଗଣଦୁଷ୍କର୍ମ, କୋଡିଏ ଦିନରେ ହେବ ଚାର୍ଜସିଟ୍

ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଗଣଦୁଷ୍କର୍ମ . ଜଣେ ଆଦିବାସୀ ଯୁବତୀଙ୍କୁ ଚାରିଜଣ ଯୁବକ ଦୁଷ୍କର୍ମ କରିବା ପରେ ରାସ୍ତାକଡରେ ଫିଙ୍ଗିଦେଇ ଚାଲି ଯାଇଥିଲେ. ଗୁରୁତ ପୀଡିତାଙ୍କୁ ହସପିଟାଲରେ ଭର୍ତ୍ତି କାରଯାଇଥିବା ବେଳେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି. ମାମଲାକୁ...

ଟିକ୍ ଟକ୍ ଆଉଟ୍ ଚିଙ୍ଗାରି ଇନ୍

ଟିକ୍ ଟକ୍ କୁ ଟକ୍କର ଦେଉଛି ଚିଙ୍ଗାରି ଆପ୍ । ସବୁଆଡେ ଏବେ ଚିଙ୍ଗାରି । କମାଲ କରି ଦେଖାଇଲେ ଓଡିଆ ପୁଅ । ଚାଇନା ଆପ କୁ କଡା ଟକ୍କର ଦେବାକୁ ଆସିଲା ନୂଆ ଆପ୍ ଚିଙ୍ଗାରି ।...

ପୋଖରୀରେ ବୁଡି ଶିଶୁ ମୃତ

ପୋଖରୀରେ ବୁଡି ୮ ବର୍ଷର ଶିଶୁ ମୃତୁ୍ୟ ହୋଇଛି । ମାଲକାନଗିରି ଜିଲ୍ଲା ଏମଭି-୯ ଗ୍ରାମରେ ଘଟିଛି ଅଘଟଣ । ଶିଶୁଟି ପୋଖରିକୁ ଗାଧେଇବା ପାଇଁ ଯାଇ ମୃତୁ୍ୟ ବରଣ କରିଛି । ସୂଚନା ଅନୁଯାଇ ମୃତ ଶିଶୁ ଜଣକ...

ଇଣ୍ଡୋନେସିଆ ବାଲି ଆର୍ଟ ସେଣ୍ଟରରେ ଅନ୍ତର୍ଜାତୀୟ ମହୋତ୍ସବ

ଓଡିଶାର ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ମାର୍ଗଦର୍ଶକ ଶ୍ରୀ ଗଗନ ଗୁରୁଜୀଙ୍କୁ ଇଣ୍ଡୋନେସିଆର ଭୂମିରତ୍ନ ଅନ୍ତର୍ଜାତୀୟ ପୁରସ୍କାର ତଥା ଇଣ୍ଡୋ ବାଲିନିଜ୍ ସାଂସ୍କୃତିକ ମହୋତ୍ସବରେ ‘ବିଶ୍ବ ଗୌରବ’  ସମ୍ମାନରେ ସମ୍ମାନୀତ କରାଯିବ.  ବାଲି ଆର୍ଟ ସେଣ୍ଟରରେ ଆସନ୍ତା ଜାନୁଆରୀ 13...
video

ଶତ୍ରୁତାକୁ କେନ୍ଦ୍ର କରି ଗୁଳି କାଣ୍ଡ !

ବାଲେଶ୍ୱରରେ ପୁଣି ଫୁଟିଲା ଗୁଳି. ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କଣ୍ଟାବଣିଆ ଛକ ନିକଟରେ ଜଣେ ଯୁବକକୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି. ଆହତ ଯୁବକ ଜଣକ କଣ୍ଟାବଣିଆ ଅଞ୍ଚଳର ସୁରଜ ଦାସଙ୍କ ପୁଅ ବିରଞ୍ଚି ଦାସ. ସୂଚନା ଅନୁସାରେ, ବିରଞ୍ଚି...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...