30.1 C
Bhubaneswar
Monday, May 20, 2024
-Advertisement-

ଗୁରୁ ନା ରେ ସଇତାନ

ପୁଣି ଥରେ ଗୁରୁ ନାରେ ସଇତାନ ପାଲଟିଛି ଶିକ୍ଷକ. କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ ସିରିମସ୍କା ରେସିଡେନସିଆଲ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି. ଯେଉଁଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ କାର୍ଯ୍ୟରୁ...

ମାନିଲା ଗସ୍ତରେ ଅଚ୍ୟୁତ, ଭାରତରେ ଭଲିବଲ୍‍ର ବିକାଶ ନେଇ କରିବେ ଆଲୋଚନା

ଫେଡ଼େରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍‍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଏଫ୍‍ଆଇଭିବିର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ସଭାପତି ଅଚ୍ୟୁତ ସାମନ୍ତ ଏହି ବୈଠକରେ ଯୋଗ ଦେଇଛନ୍ତି ।...

କଂଗ୍ରେସରୁ ସୋନାଲିଙ୍କ ଇସ୍ତଫା

ଟିକେଟ ବଣ୍ଟନ ପରଠାରୁ କଂଗ୍ରେସ ପାଇଁ ବଢିବାରେ ଲାଗିଛି ଅଡ଼ୁଆ ।ଆଜି କଂଗ୍ରେସ ମୁଖପାତ୍ର ତଥା ଟାଣୁଆ ନେତ୍ରୀ ସୋନାଲି ସାହୁ ଦଳରୁ ଇସ୍ତଫା ଦେଇଛନ୍ତି । ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ଥିବା ହେତୁ ସେ ଦଳରୁ ଇସ୍ତଫା ଦେଇଥିବା...

ପାଣ୍ଡିୟାନଙ୍କ ଭିଆରଏସ୍ ପଛରେ କେନ୍ଦ୍ର ସରକାର !

ରାଜ୍ୟର ପ୍ରଭାବଶାଳୀ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଗତ 20 ତାରିଖ ଶୁକ୍ରବାର ଦିନ ଆବେଦନ କଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ଏ...
video

କେବିସିର ହଟ୍ ସିଟ୍ ରେ ଦୂତୀ

ପ୍ରଥମେ ଭୋଗ ମାଗାଜିନ୍ । ଏବେ ଲୋକପ୍ରିୟ କାର୍ଯ୍ୟକ୍ରମ କୋନ ବେନେଗା କରୋଡପତି । ବିଗ୍ ବିଙ୍କ ସହ ସିଟ୍ ସେଆର କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । କୋଟି କୋଟି ଦର୍ଶକଙ୍କ ପ୍ର୍ରିୟ କାର୍ଯ୍ୟକ୍ରମ କେବିସିରେ...

ନାମାଙ୍କନ ଦାଖଲ ପରେ ହଜିଗଲେ ରିନା

ମାଲକାନଗିରିରେ ଜିଲ୍ଲାପରିଷଦ ପାଇଁ ପ୍ରାର୍ଥୀ ହୋଇଥିବା ରୀନା କବାସି ନିଖୋଜ ହୋଇଛନ୍ତି । ଗତକାଲି ଠାରୁ ତାଙ୍କର କୌଣସି ଖୋଜଖବର ମିଳୁ ନ ଥିବା ସଂପର୍କରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । କାଲିମେଳା ଜୋନ୍ 2 ରୁ ସେ...
video

ହାତରେ ଗରା, ବାଲ୍ଟି ଧରି ବିକ୍ଷୋଭ ପ୍ରଦର୍ଶନ

ରାୟଗଡାଜିଲ୍ଲା ପିତାମହଲ ପଞ୍ଚାୟତରେ ଉକôଟ ଜଳାଭାବ ଦେଖାଦେଇଛି । ଦୀର୍ଘବର୍ଷ ଧରି ଲାଗିରହିଥିବା ଉକôଟ ଜଳାଭାବକୁ ନେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଜଳସମସ୍ୟାନେଇ ଅଭିଯୋଗ କରି ବିଫଳ ହେବାପରେ ଗ୍ରାମର ଶତାଧିକ ମହିଳା ହାତରେ ଗରା, ବାଲ୍ଟି ଧରି ପ୍ରଥମେ...

ରାଜଧାନୀରେ ମଶା ମାରିବ ଡ୍ରୋନ୍

ଭୁବନେଶ୍ୱରରେ ମଶା ମାରିବ ଡ୍ରୋନ୍ । ଭୁବନେଶ୍ୱରରେ ମଶା ଉପଦ୍ରବକୁ ଦମନ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ୍ । ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ । ଗାଡି ଯାଇପାରୁନଥିବା ଅବ୍ୟବହୃତ ଅଞ୍ଚଳରେ ମଶାକୁ ଦମନ...

ଆଜି ପାଇଁ ୭୫

ଆଜି ଜାତୀୟ ସିନେମା ଦିବସ । ଭୁବନେଶ୍ୱରରେ ସବୁ ହଲରେ ଦର୍ଶକଙ୍କ ଖଚାଖଚ ଭିଡ । ଆଉ ଫିଲ୍ମ ଦେଖିବା ପାଇଁ ଦେବାକୁ ପଡୁଛି ମାତ୍ର ୭୫ ଟଙ୍କା । ସିଙ୍ଗଲ ଷ୍କ୍ରିନ୍ , ମଲ୍ଟିପ୍ଲେସରେ ଫିଲ୍ମକୁ ଭରପୁର ଉପଭୋଗ...

ନମ୍ବର ପ୍ଲେଟ:ସତ୍ୟପାଠ ମାଗିଲେ ହାଇକୋର୍ଟ

ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ସତ୍ୟପାଠ ଦାଖଲ ପାଇଁ ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସ୍ଲଟ ବୁକିିଂର ସ୍ଥିତି, ଭିତ୍ତିଭୂମି ବାବଦରେ ଜଣାଇବାକୁ ନିର୍ଦ୍ଦେଶ । ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...