27.8 C
Bhubaneswar
Wednesday, August 5, 2026
-Advertisement-

ଜୋବ୍ରା ଆନିକଟରୁ ମିଳିଲା ଛାତ୍ରଙ୍କ ଶବ

କଟକ ମହାନଦୀ ଜୋବ୍ରା ଆନିକଟରୁ ମିଳିଛି ନିଖୋଜ ଛାତ୍ରଙ୍କର ମୃତଦେହ । ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କର ମୃତଦେହ ଆନିକଟରୁ ଉଦ୍ଧାର ହୋଇଛି । ତୁଷାରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଓ ଓଡ୍ରାଫ ଟିମ୍ । ୩...

ୱେବ ଚ୍ୟାନେଲ ବିରୋଧରେ ଦୂତିଙ୍କ ଅଭିଯୋଗ

ଟୋକିଓ ଅଲିମ୍ପିକ୍ସରେ ଦୂତିଙ୍କ ବିଫଳତା ପରେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଦୂତି ଚାନ୍ଦ । ଦୂତି ହାରିବା ପରେ ତାଙ୍କ ପରିବାର ଲୋକଙ୍କ ସାକ୍ଷାତକାର ନେବା ଏବଂ ସେସବୁ ଦୂତିଙ୍କୁ ଜଣାଇ ପଇସା ମାଗିବା ଭଳି ହୀନ ଉଦ୍ୟମ...

୯ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ । କୋଭିଡ ଗାଇଡଲାଇନରେ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି...

କାହିଁକି ସସପେଣ୍ଡ ହେଉନାହାଁନ୍ତି ଡିଏଫଓ ?

ଏସିଏଫ ସୌମ୍ୟରଂଜନଙ୍କ ମାମଲା ଦିଗହରା ହେବାକୁ ବସିଲାଣି । ଘଟଣାର ତିନିସପ୍ତାହ ପରେ ବି ତଦନ୍ତକାରୀ ଅଧିକାରୀଙ୍କ ହାତ ଖାଲି । ଏପର୍ଯ୍ୟନ୍ତ ଦୋଷୀଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ସୌମ୍ୟରଂଜନ ପୋଡି ହୋଇ ମରିବା ପଛରେ ଡିଏଫଓ...

ଖୋଲିଲା ମା’ଝଙ୍କଡବାସିନୀ ଶାରଳାଙ୍କ ମନ୍ଦିର

କରୋନା କଟକଣା ଭିତରେ ଖୋଲିବାରେ ଲାଗିଛି ଧର୍ମାନୁଷ୍ଠାନ । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳରେ ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଦ୍ୱାର ଆଜି ଖୋଲିଛି । ସରକାରଙ୍କ ଏସଓପି ମାନି ମା’ଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ବହୁ ଦିନ...

କେବେ ଦୋଷୀକୁ ସାମ୍ନାକୁ ଆଣିବ ପୋଲିସ

ଘଟଣାକୁ ୨୨ ଦିନ ପୁରିଗଲାଣି । ହେଲେ ପୋଲିସ ହାତ ଖାଲି । ଖାଲି ନାମକୁ ମାତ୍ର ତଦନ୍ତ । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଏଯାଏଁ ପୋଲିସ କାହାକୁ ଗିରଫ କରିନାହିଁ । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ...

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । cbseresults.nic.in, cbse.gov.in ରେ ରେଜଲ୍ଟ ପ୍ରକାଶ ପାଇଛି । କୋଭିଡ ମହାମାରୀ ପାଇଁ ଏଥର ପରୀକ୍ଷା ହୋଇନାହିଁ । ବିକଳ୍ପ ମୂଲ୍ୟାୟନ ପଦ୍ଧତିକୁ ଆପଣାଇଛି ସିବିଏସଇ । ଦଶମ...

ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଓଏସଏସସି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଓଏସଏସସି ନିଯୁକ୍ତିରେ ତଦନ୍ତ ଦାବିରେ କମିଶନଙ୍କ ଅଫିସ ଆଗରେ ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ । ପିଏସ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ ପରେ ଏହି ତଦନ୍ତ ଦାବି...

ରବି ଟକିଜ ଛକରୁ ଯୁବତୀଙ୍କ ଠାରୁ ଲୁଟିନେଲେ ମୋବାଇଲ

ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର । ଦିନରେ ବି ଚୋରଙ୍କର ଉପଦ୍ରବ ବଢିବାରେ ଲାଗିଲାଣି । ଆଜି ଭୁବନେଶ୍ୱର ରବି ଟକିଜ ଛକରୁ ଯୁବତୀଙ୍କ ଠାରୁ ମୋବାଇଲ ଲୁଟି ନେଇଛନ୍ତି ଲୁଟେରା । ଯୁବତୀ ଜଣଙ୍କ...

ଅଗଷ୍ଟ ଗାଇଡଲାଇନ : ଟ୍ବିନସିଟିରେ ସପ୍ତାହାନ୍ତ ସଟଡାଉନ୍

ଘୋଷଣା ହେଲା ଅଗଷ୍ଟ ଗାଇଡଲାଇନ । ରାଜ୍ୟର 27 ଟି ଜିଲ୍ଲାରେ ସଂକ୍ରମଣ ଅତି ନଗଣ୍ୟ ରହିଥିବାରୁ ସରକାର ଲକଡାଉନ କଟକଣାକୁ କୋହଳ କରିଦେବା ସହ ଆଂଶିକ କଟକଣା ବଳବତ୍ତର ରଖିଛନ୍ତି । କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...