27.1 C
Bhubaneswar
Saturday, November 14, 2026
-Advertisement-

ଶିଶୁମାନେ ଆଣ୍ଠୁଗଣ୍ଠି ବାତର ଶୀକାର ହେଲେ କଣ କରିବେ ?

ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି | ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୁରେଇ ରଖି ହେବ ବୋଲି ମତଵ୍ୟକ୍ତ କରିଛନ୍ତି ଚଣ୍ଡିଗଡ...

ଲୋକଙ୍କ ସାଥିରେ ରୁହ , ସମସ୍ୟା ସମାଧାନ କର

ନିଜ ନିଜ ସହରକୁ ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ଦକ୍ଷତାର ସହ ନେତୃତ୍ୱ ନେବାକୁ ନବନିର୍ବାଚିତ ମେୟର ଓ ଅଧ୍ୟକ୍ଷମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ...

ଦିନବେଳା ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦ୍ଦେଶ

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ । ରାଜ୍ୟରେ ବିଦ୍ୟୁତ କାଟ ସମସ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ତାତି ଏବଂ ପିଲାଙ୍କ ପରୀକ୍ଷାକୁ...

ଭୁବନେଶ୍ୱରରୁ ଦିଲ୍ଲୀ ପୋଲିସ ଗିରଫ

ଦିଲ୍ଲୀ ପୋଲିସର କନେଷ୍ଟବଳଙ୍କୁ ଗିରଫ କରିଛି ସିବିଆଇ । ଲାଞ୍ଚ ନେବାବେଳେ ଭୁବନେଶ୍ୱରରୁ ବନ୍ଧା ହୋଇଛନ୍ତି ଦିଲ୍ଲୀ ଇଓଡବ୍ଲ୍ୟୁର କନେଷ୍ଟବଳ ଅମିତ ଲାହୁଚା । ଜୈନିକ ବ୍ୟକ୍ତିଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱରରୁ...

ଟିଭି ସିରିଏଲ ଅଭିନେତା ଥାନାରେ ଅଟକ

ପ୍ରେମ କଲେ ପରେ ଯୁବତୀଙ୍କୁ ବିବାହ ପାଇଁ ମନା କରିଦେଲେ । ଏମିତି ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି ଅଭିନେତା ସୁମନ । ପାହାଳ ଥାନାରେ ତାଙ୍କୁ ଅଟକ ରଖାଯାଇଛି । ଅନେକ ଓଡିଆ ସିରିଏଲରେ ଅଭିନୟର ଯାଦୁ ଦେଖାଇଥିବା...

ତିନିଦିନ ବର୍ଷିବ ନିଆଁ

ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିବା ପରେ ପାଣିପାଗ ବିଭାଗ ଆହୁରି ତିନିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଆଁ ବର୍ଷିବ ବୋଲି ସତର୍କ କରାଇ ଦେଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା 25 ରୁ 27...

ପାକିସ୍ତାନରେ ଡିଗ୍ରୀ ହାସଲ କଲେ ଚାକିରୀ ମିଳିବନି

ପାକିସ୍ଥାନରେ ଡିଗ୍ରୀ ହାସଲ କରି ଆସିଲେ ଭାରତରେ ଚାକିରୀ ମିଳିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି । ତେଣୁ ଭାରତର ଯୁବାବର୍ଗ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ପାକିସ୍ଥାନରେ ଶିକ୍ଷା ଅଧ୍ୟୟନ...

ନବୀନଙ୍କ ଇଚ୍ଛାରେ ହେବେ ପିସିସି ସଭାପତି

କିଏ ହେବେ କଂଗ୍ରେସର ପିସିସି ସଭାପତି ? ନିରଞ୍ଜନ ଆଉ କଂଗ୍ରେସର ନେତୃତ୍ବ ନେଇ ପାରୁନାହାଁନ୍ତି । ବରଂ ନିରଞ୍ଜନଙ୍କ ନେତୃତ୍ବରେ ଦଳ ଆହୁରି ତଳକୁ ତଳକୁ ଯାଉଛି । ଏଭଳି ସ୍ଥିତିରେ ନିରଞ୍ଜନଙ୍କୁ ହଟାଇ ନୂଆ ପିସିସି ସଭାପତି...

ଆଜିଠୁ ଆଦିବାସୀ ମେଳା

ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀମେଳା ଆରମ୍ଭ ହେବ । ମେଳାରେ ଆଦିବାସୀ ଲୋକକଳା, ପରମ୍ପରା, ସଂସ୍କୃତି ଦେଖିବାକୁ ମିଳିବ । ସଂଧ୍ୟାରେ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୧୦ ଦିନ ଧରି...

ବାହାଘର ପ୍ରୋସେସନରେ ଟେଣ୍ଟ ମାଲିକକୁ ମାରିଦେଲେ

ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା । ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟିପିଟି ହତ୍ୟା କଲେ ଡିଜେ ମାଲିକ । ଏଭଳି କିଛି ଘଟଣା ଘଟିଛି ପୁରୀ ଗୋପ୍ ଥାନା ବାଲି କନ୍ଦଳ ଗାଁରେ । ଗତକାଲି ରାତିରେ ଗୋପ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...