ବିଶ୍ୱ ପରିବେଶ ଦିବସ
ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ରଙ୍ଗୀନ ବାଲୁକା କଳା କରିଛନ୍ତି । ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ପରିବେଶକୁ ସଫା ରଖିବା ଆମ...
ୟୁ-ଟ୍ୟୁବ ବଦଳାଇଦେଲା ମୋନାଲିସାଙ୍କ ଭାଗ୍ୟ
ଚର୍ଚ୍ଚାରେ ଓଡିଆ ବୋହୂ ମୋନାଲିସା ।
ମୁଣ୍ଡରୁ ଓଢଣା ଖସୁନି । କିନ୍ତୁ ବୁଲେଟ ଚଲେଇବାଠୁ ଆରମ୍ଭ କରି ଘୋଡା ଚଢିବା ଯାଏଁ ସବୁଥିରେ ପାରଙ୍ଗମ । ବସ୍, ଟ୍ରକ, ଟ୍ରାକ୍ଟର, ଟ୍ରଲର ସବୁ ଗାଡିକୁ ଚଲାଇବାରେ ଦକ୍ଷ...
ସାମ୍ବାଦିକଙ୍କୁ ଟିକାକରଣ ନେଇ ଦ୍ୱନ୍ଦ ଦୂରକଲା ବିଏମସି
ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ନେଇ ଦ୍ୱନ୍ଦ ଦୂରକଲା ବିଏମସି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ । ୟୁନିଟ୍-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ । ଖୁବ୍ଶୀଘ୍ର ଟିକାକରଣ ନେଇ ବିଏମସି କମିଶନର ସଞ୍ଜୟ...
ଅପହରଣ ନୁହେଁ, ନିଶା ନିବାରଣ କେନ୍ଦ୍ରରୁ ଖସି ପଳାଉଥିଲେ
ଇଏ ଅପହରଣ ନୁହେଁ ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିଲେ ଯୁବକ । ଏବଂ କିଛି ଲୋକ ଯୁବକଙ୍କୁ ଜୋର ଜବରଦସ୍ତ ନେଉଛନ୍ତି । ଗତକାଲି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ଡେଲ୍ଟା ଛକରେ ଏକ କାରରେ ଜଣେ ଯୁବକଙ୍କୁ କିଛି...
ବିଜୟ ସାହୁଙ୍କ ପରଲୋକ
ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଦେହାନ୍ତ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ମଧ୍ୟ ସେ ଚେୟାରମ୍ୟାନ୍ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କ ପରଲୋକ ନେଇ ସୂଚନା ମିଳିଛି । ପରଲୋକ ନେଇ ସ୍ପଷ୍ଟ କରିଛନ୍ତି...
କେରଳ ଛୁଇଁଲା ମୌସୁମୀ
କେରଳ ଛୁଇଁଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ବାୟୁ ଛୁଇଁଥିବା ଆଇଏମଡିର ସୂଚନା । ମୌସୁମର ଆଜି କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଆଇଏମଡି । କେରଳ...
ଆଜି ବିଶ୍ୱ ସାଇକେଲ ଦିବସ
ଆଜି ବିଶ୍ୱ ସାଇକେଲ ଦିବସ । ଏହି ଅବସରରେ ପୁରୀର ଶ୍ୱାଶତ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ବାଇସାଇକେଲର ସୁନ୍ଦର ଆକୃତି । ୫୦ ଇଞ୍ଚ ଲମ୍ବ ଏବଂ ୨୫ ଇଞ୍ଚ ଚଉଡାର ସୁନ୍ଦର ସାଇକେଲ ତିଆରି କରି...
ପିଲାଙ୍କୁ ଦିଆଗଲା କୋଭାକ୍ସିନ
ପିଲାଙ୍କଠାରେ ଆରମ୍ଭ ହେଲା କୋଭାକ୍ସିନର କ୍ରିନିକାଲ ଟ୍ରାଏଲ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପାଟନା ଏମ୍ସ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ ସାମିଲ...
ବିଜୟଶ୍ରୀ ରାଉତରାୟଙ୍କ ପରଲୋକ
ଆଉ ନାହାଁନ୍ତି ପୂର୍ବତନ ବିଧାୟକ, ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬୮ ବର୍ଷ ବୟସରେ ବିଜୟଶ୍ରୀଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଭିଡରେ ଆକ୍ରାନ୍ତ ଥିଲେ ବିଜୟଶ୍ରୀ...
କର୍ପୋରେଟ ସେକ୍ଟରରେ କୋଭିଡ ଟିକାକରଣ ଆରମ୍ଭ
ଆରମ୍ଭ ହେଲା କର୍ପୋରେଟ ସେକ୍ଟରରେ କୋଭିଡ ଟିକାକରଣ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଓସିଏଲ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଆପୋଲୋ ହସ୍ପିଟାଲ ସହାୟତାରେ ଭୁବନେଶ୍ୱର ଆଇଓସିଏଲର ସମସ୍ତ କର୍ମଚାରୀ ଏବଂ ତାଙ୍କ...


















