ଲୁଟ୍ ପାଇଁ ଗୁଳିମାଡ ,୩ ଗୁରୁତର
ସୁନା ଦୋକାନୀଙ୍କ ଘରେ ଲୁଟ୍ । ଦୁଇ ଜଣଙ୍କୁ ଗୁଳି ମାଡ କରି ଘରୁ ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଦୃବୁର୍ତ୍ତ । ବାଲେଶ୍ବର ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ...
ଯିଏ ଚାହିଁବ ସିଏ ଦେଇପାରିବ
ବାତିଲ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା । ଦେଶର କରୋନା ସ୍ଥିତିକୁ ଦେଖି ବାତିଲ ଘୋଷଣା କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷ୍ୟତାରେ ଆଜି ବସିଥିବା ବୈଠକରେ ଏହି ବଡ ଘୋଷଣା କରାଯାଇଛି । ଆଜି ସିବିଏସଇ...
ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ କେଳେଙ୍କାରୀ
ପ୍ରଥମେ ଚୋରା ପୀରତି । ହେଲେ ସେତିକିରେ ମନ ମାନିଲାନି ବାବୁଙ୍କର । ଚାଲିଲା ଖୁଲମଖୁଲା ପ୍ରେମ । ଏମିତି ଅବସ୍ଥା ହେଲା ଯେ, ଆଉ ବନ୍ଧ, ବାଡ ମାନିଲାନି । ପତ୍ନୀଙ୍କ ଆଖି ସାମନାରେ ବି ଆରମ୍ଭ କରିଦେଲେ...
ଏଥର ଦେଶରେ 106 ପ୍ରତିଶତ ବର୍ଷା
ଏଥର ଦେଶରେ ମୌସୁମୀ ସ୍ବାଭାବିକ ରହିବ ଏବଂ ଜୁନରୁ ସେପ୍ଟୋମବର ଭିତରେ 96 ରୁ 106 ପ୍ରତିଶତ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ ଉତ୍ତର ପଶ୍ଚିମାଞ୍ଚଳରେ ଆବଶ୍ୟକ ଠାରୁ ଅଧିକ ବର୍ଷା ହେବାର...
ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର କଳ୍ପନା ଛକ ନିକଟସ୍ଥ ଏକ ଜିମ୍ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ଜଣକ ୟୁନିଟ୍-୬ ଅଞ୍ଚଳର ରଞ୍ଜିତ୍ ନାୟକ ବୋଲି ଜଣାପଡିଛି । ଜିମ୍ରେ ସେ ସିକ୍ୟୁରିଟି...
ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ୩୭ ମୃତ
ରାଜ୍ୟରେ ପଜିଟିଭ୍ ଯଦିଓ ସାମାନ୍ୟ କମୁଛି କିନ୍ତୁ କିନ୍ତୁ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ୩୭ ଜଣ କରୋନା ଆକ୍ରାନ୍ତ । ଅନୁଗୁଳରୁ ସର୍ବାଧିକ ୫ କରୋନା...
ସେଦିନ ସାଇକେଲରେ ବସାଇ ବାପାଙ୍କୁ ଭଲ କରିଥିଲେ, ହେଲେ ଆଜି..
ଦିନେ ଆହତ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨୦୦ କିଲୋମିଟର ଅତିକ୍ରମ କରି ଚର୍ଚ୍ଚାକୁ ଆସିଥିଲେ ଜ୍ୟୋତି କୁମାରୀ । ଆଜି କିନ୍ତୁ ବାପାଙ୍କୁ ବଞ୍ଚାଇପାରିଲେନି ଜ୍ୟୋତି । ହୃଦଘାତରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଜ୍ୟୋତିଙ୍କ ବାପା ମୋହନ...
ଝୁଲିବନି ଦୋଳି, ରାସ୍ତା କଡରେ ବିକ୍ରୀ ହେବନି ପାନ
କରୋନାର ଦ୍ୱିତୀୟ ଲହର ବି ସବୁ ଫିକା ପକାଇଦେଲା । ଏଥର ବି ଲକଡାଉନରେ କଟିବ ରଜ, ସାବିତ୍ରୀ । ରଜ ପାଳନ ହେବ କିନ୍ତୁ କଟକଣା ଭିତରେ । ପୂର୍ବବର୍ଷ ପରି ଏଥର ମଧ୍ୟ ରଜକୁ ଫିକା...
ମେ 22 ପିକ୍ ଥିଲା : ଆଉ ଦଶଦିନରେ ନାଟକୀୟ ପତନ ଘଟିବ !
ମେ 22 ତାରିଖ ଆମ ପାଇଁ ପିକ୍ ଥିଲା । ସର୍ବାଧିକ 12 ହଜାର 852 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । 22 ତାରିଖ ପରେ ଓଡିଶାରେ ସଂକ୍ରମଣ କମିବାର ଲାଗିଛି । ଆଉ 10 ଦିନ...
ବିପର୍ଯ୍ୟୟ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା
ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ବସ୍ତରୀୟ ସଂଗଠନରୁ ପ୍ରଶଂସା ମିଳିଛି । ୟୁଏନଡିଆରଆର ମୁଖ୍ୟ ମାମି ମିଜୌତୋରି ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବକୁ ପ୍ରଶଂସା କରିଛନ୍ତି । ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମଡେଲକୁ ସେ ପ୍ରଶଂସା...



















