ଏୟାରଲିଫ୍ଟ ହେଲେ ଏଡିଜି ଦେବାଶୀଷ ପାଣିଗ୍ରାହୀ
ଭିଜିଲାନ୍ସ ନିର୍ଦ୍ଦେଶକ ଏଡିଜି ଦେବାଶୀଷ ପାଣିଗ୍ରାହୀଙ୍କୁ ଆଜି ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ପଠାଯାଇଛି । କୋଭିଡ ଆକ୍ରାନ୍ତ ହୋଇ କଟକ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ଦେବାଶୀଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ଇକମୋ ଟ୍ରିଟମେଣ୍ଟ...
ସାବିତ୍ରୀ ଭାର ଘରେ ପହଁଞ୍ଚାଉଛି ମୋ ଭାଇ ଡଟ୍ କମ୍
ଦିନକ ପରେ ସାବିିତ୍ରୀ ବ୍ରତ । ଲକଡାଉନ ଥିବାରୁ ଶାଢୀ ଦୋକାନରେ ଶଟର । କା,ଭାଁ ଫଳ ଦୋକାନ ଖୋଲା ରହୁଛି । କିନ୍ତୁ କରୋନା କଟକଣା ପାଇଁ ଦିନ ୧୧ଟାରେ ବନ୍ଦ ହେଉଛି ସବୁ ଦୋକାନ । ଦୋକାନ...
ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ
ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ । ସୁନ୍ଦରଗଡ କୋଇଡା ହାଟରେ ପରିବା ବିକି ବଡବିଲ ଫେରୁଥିବା ବେଳେ ଏହି ମହିଳାଙ୍କୁ ତିନିଜଣ ଯୁବକ ବଡବିଲ ଗୁରୁଦ୍ବାର ଛକରୁ ଅପହରଣ କରିନେଇଥିଲେ । ତିନିଦିନ ପର୍ଯ୍ୟନ୍ତ ମହିଳାଙ୍କୁ କାଜୁଜଙ୍ଗଲରେ ରଖି ଦୁଷ୍କର୍ମ...
କଟକରେ ଆରମ୍ଭ ହେବ ECMO ମେସିନ ସୁବିଧା
କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କର ଚିକିତ୍ସା ଲାଗି ECMO ମେସିନର ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ଇକମୋ ମେସିନର ୬ଟି ୟୁନିଟ୍ ଖୋଲିବା ଲାଗି ଯୋଜନା କରିଛନ୍ତି ।...
ତେଲ ଦରରେ ନିଆଁ
ତୈଳ ଦରରେ ନିଆଁ । ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର । ପେଟ୍ରୋଲ , ଡିଜେଲ ଦର ଲୋକଙ୍କ ଚିନ୍ତା ବଢାଉଥିବାବେଳେ ଖାଇବା ତେଲ ଦର ବୃଦ୍ଧିକୁ ନେଇ ଏବେ ଚିନ୍ତାରେ ଗ୍ରାହକ ।...
ବାଇକ ଚଢି ଖାଦ୍ୟ ଡେଲିଭରି କରୁଛନ୍ତି ୧୮ ବର୍ଷୀୟା ଝିଅ
ବିଷ୍ଣୁପ୍ରିୟାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜେ ରୋଜଗାର କରିବି ଏବଂ ସେଇ ଟଙ୍କାରେ ପାଠ ପଢିବି । ଏହି ଚିନ୍ତାଧାରା ତାଙ୍କୁ ଆଜି ସ୍ୱତନ୍ତ୍ର ପରିଚୟ ଦେଇଛି । ସେ ପାଲଟିଯାଇଛନ୍ତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ...
ଗଛ ଲଗାଇ ବାର୍ତ୍ତା ଦେଲେ ନବୀନ
ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଫଟୋ ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଗଛ ଲଗାଇ ସେ ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି । ଏହି ଗଛରେ ଦିନେ...
କରୋନା କବଳରେ ତାରା
ଜୟପୁର ବିଧାୟକ ତାରା ବାହିନୀ ପତି ଅସୁସ୍ଥ । କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଧାୟକ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ତ୍ରୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ...
ସ୍ଲଟ ବୁକିଂ ନକରି ନେଇପାରିବେ ଦ୍ୱିତୀୟ ଡୋଜ
ସ୍ଲଟ ବୁକିଂ ନକରି ଭୁବନେଶ୍ୱରବାସୀ ନେଇପାରିବେ ଦ୍ୱିତୀୟ ଡୋଜ । ଏନେଇ ଘୋଷଣା କଲା ବିଏମସି । ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ...
ବିଜେପି ନେତାଙ୍କୁ ବାଡେଇ ବାଡେଇ ମାରିଦେଲେ
ସାମାନ୍ୟ ବଚସାରୁ ଜୀବନ ନେଇଗଲେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆ ସାହିରୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡ । ବିଜେପିର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡେଇ ବାଡେଇ ମାରି ଦେଇଥିବାର ଅଭିଯୋଗ ହେଉଛି । ଗାଡି...



















