ରାତିି ୮ଟାରୁ ଶ୍ରୀମନ୍ଦିର ମନା
ଆଜି ରାତି ୮ଟା ପରଠାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ମନା । ନାଇଟ୍ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । ରାତି ୮ଟା ୩୦ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ ।...
ଆଗ ପଛ କରି ନେଇଗଲା ଦୁଇ ଜୀବନ
ପୁଅ ମୃତ୍ୟୁକୁ ୪ଦିନ ନପୁରୁଣୁ ଆଖି ବୁଜିଦେଲା ମା’ । ପିପିଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରିବାର ଉପରେ ଆଉ ଏକ ବିପତ୍ତି । ପୁଅ ପଛେ ପଛେ ମା’ ବି ଚାଲିଗଲେ । ୪...
୨୪ ତାରିଖ ଠାରୁ କଟକଣା ଲାଗୁ
ଏଣିକି ପ୍ରତ୍ୟେକ ଶନିବାର ଏବଂ ରବିବାର ଦୁଇଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଆସନ୍ତା ୨୪ ତାରିଖ ଠାରୁ ଲାଗୁ ହେବ ଏହି କଟକଣା । କରୋନା...
କଟକ, ଭୁବନେଶ୍ୱର ସହ ସବୁ ସହରାଞ୍ଚଳରେ ଲାଗିଲା କର୍ଫ୍ୟୁ
କରୋନାକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସବୁ ସହରାଞ୍ଚଳରେ ଆସନ୍ତାକାଲିଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ରାତି ନ' ଟାରୁ ସକାଳ ପାଞ୍ଚଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । କଟକ ଓ ଭୁବନେଶ୍ବର...
ରୁପା ଇଟାକୁ କାହିଁକି ଲୁଚାଉଛି ପୋଲିସ
ପୁଣି ଥରେ ପୁରୀ ଏମଆର ମଠରୁ ମିଳିଛି ୪୫ଟି ରୁପା ଇଟା । ମଠର ୪ ନମ୍ବର କଠୋରୀରୁ ଏହି ସବୁ ରୁପା ଇଟା ମିଳିଛି । ମାଟିତଳେ ଏହି ସବୁ ଇଟା ରଖାଯାଇଥିବା ଜଣାପଡିବା ପରେ ଏହାକୁ ଆଜି...
ଟିକା ନେବାପରେ ବି କରୋନା ନେଲା ଡାକ୍ତରଙ୍କ ଜୀବନ
କରୋନାରେ ଆଖି ବୁଜିଲେ ୩୨ ବର୍ଷୀୟ ଯୁବ ଡାକ୍ତର । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କର କରୋନା ସଙ୍କ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ନାଁ ହୃଦାନନ୍ଦ ଭୂୟାଁ । ଗତ କିଛିଦିନ ଆଗରୁ...
ଏମାର ମଠରୁ ମିଳିଲା ରୂପାଇଟା
ଏମାର ମଠରୁ ପୁଣି ମିଳିଛି ରୁପା ଇଟା । ଏମାର ମଠର ୪ ନମ୍ବର କୋଠରୀରୁ ରୁପା ଇଟା ମିଳିଛି । ୪୫ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ପ୍ରଥମେ ୮ ଖଣ୍ଡ...
ଉପରମୁହାଁ କରୋନାଗ୍ରାଫ୍, ଅପରାହ୍ନରେ ଆସିବ ନବୀନଙ୍କ ସନ୍ଦେଶ
କାଲିଥିଲା 879 । ଆଜି 1282 । ଓଡିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଏମିତି ଉପରମୁହାଁ ହୋଇଛି । ଆଉ ପଚାଶ କି ଶହେ ନୁହେଁ, ଗୋଟିଏ ଦିନରେ ଏକାଥରେ 1282 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...
୨୪ ଘଣ୍ଟାରେ ଆଦାୟ ହେଲାଣି ୨୫ ଲକ୍ଷ
ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି କରୋନା ସଙ୍କ୍ରମଣ । କିନ୍ତୁ ସାବାଡ୍ ହେଉନାହାଁନ୍ତି ଅମାନିଆ । ଗତ ୨୪ ଘଣ୍ଟାରେ କରୋନା କଟକଣା ନମାନିଥିବା ଅଭିଯୋଗରେ ଆଦାୟ ହୋଇଛି ୨୫ ଲକ୍ଷ ଟଙ୍କା । ସାରା...
ମଧ୍ୟପ୍ରଦେଶରେ ଲକଡାଉନ୍
ବଢିଚାଲିଥିବା ସଙ୍କ୍ରମଣରେ ରୋକ୍ ଲଗାଇବାକୁ ମଧ୍ୟପ୍ରଦେଶ ସରକାରଙ୍କ ନିଷ୍ପତ୍ତି । ମଧ୍ୟପ୍ରଦେଶରେ ୬୦ ଘଣ୍ଟିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି ସରକାର । ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଶୁକ୍ରବାର ସଂଧ୍ୟା ୬ଟାରୁ...


















