ଆଗାମୀ ୩ ଦିନ ଦେଖାଦେବ କୁହୁଡି
ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ସବୁଆଡେ ଅନୁଭୂତ ହେଉଛି ଜାଡ । ଭୋରରୁ ଦେଖିବାକୁ ମିଳୁଛି ଘନ କୁହୁଡି । ୨୦ ଫୁଟ ଦୂରତାରେ ଦେଖାଯାଉଛି ରାସ୍ତା । କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ସମସ୍ୟା ସୃଷ୍ଟି...
ଗୁମର ଖୋଲୁଛି ସିସିଟିଭି
ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାର ଗୁମର ଖୋଲିବାରେ ଲାଗିଛି । ସିସିଟିଭି ଖୋଲୁଛି ଝରାଫୁଲ ମୃତ୍ୟୁ ରହସ୍ୟର ଗୁମର । 26 ତାରିଖ ରାତିରେ ଭୁବନେଶ୍ବରର ଜାଗମରାର ଶିବଶକ୍ତି ଗେଷ୍ଟ ହାଉସରେ ଝରାଫୁଲ ତାଙ୍କ ବୟଫ୍ରେଣ୍ଡ ରାକେଶ ସ୍ବାଇଁଙ୍କ...
ଝରାଫୁଲକୁ ଫିଙ୍ଗିଥିବା ଯୁବକ ଚିହ୍ନଟ
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲର ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ଯୁବକକୁ ଚିହ୍ନଟ କରିଛି ପୋଲିସ । ଗତକାଲି ସକାଳେ ଯାଜପୁର ଜିଲ୍ଲା କୁଆଖିଆ ଅଂଚଳରୁ ଝରାଫୁଲର ମୃତଦେହ ମିଳିଥିଲା । ଦୁଇଜଣ ଯୁବକ ଏକ ସ୍କୁଟରରେ ଆଣି...
ଚମକିଲେ ଓଡିଆ ବୋହୂ
ପୁଣିଥରେ ଚମକିଲେ ଓଡିଆ ବୋହୂ । ସୁନ୍ଦରଗଡ କାଂଶବାହାଲର ବୋହୂ ନବଦୀପ କୌର ହୋଇଛନ୍ତି ଚଳିତ ବର୍ଷର ମିସେସ ଇଣ୍ଡିଆ । ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ ।...
ପ୍ରଥମେ ପହଁଞ୍ଚିବ ମାଲକାନଗିରିର ଛାତ୍ରଛାତ୍ରୀଙ୍କ ପାଖରେ
ଛାତ୍ରଛାତ୍ରୀଙ୍କ ଚାପ କମାଇବ ପରୀକ୍ଷା ଦର୍ପଣ । ପ୍ରଥମେ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ପାଇବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ୫୦ ହଜାର ବହି ପଠାଯାଉଛି । ନୂଆପଡା , ନବରଙ୍ଗପୁର,...
ଓଡିଶାରୁ ଦୁଇଜଣ ପାଇବେ ରାଷ୍ଟ୍ରପତି ପୋଲିସ ପଦକ
ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘୋଷଣା ହୋଇଛି ପୋଲିସ ପଦକ ପୁରସ୍କାର । ଘୋଷିତ ତାଲିକାରେ ବିଭିନ୍ନ ବର୍ଗରେ ଓଡିଶାରୁ 13 ଜଣ ଏହି ପୁରସ୍କାର ପାଇବେ । ସେମାନଙ୍କ ମଧ୍ୟରୁ ଦୁଇଜଣ ରାଷ୍ଟ୍ରପତି...
ମେଳା ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ..
ଭୁବନେଶ୍ୱର ଜନତା ମଇଦାନରେ ଜମୁଛି ଜାତୀୟ ତୋଷାଳୀ ମେଳା । ରବିବାର ଲାଗିଥିଲା ଲୋକଙ୍କ ଖଚାଖଚ ଭିଡ । ହସ୍ତ୍ରତନ୍ତ୍ର ଓ ବୟନ ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କୁଶଳୀ କାରିଗର ,...
ମହିଳା ମାଓବାଦୀର ଆତ୍ମସମର୍ପଣ
(ମାଲକାନଗିରି) ଆତ୍ମସମର୍ପଣ କଲା ମହିଳା ମାଓବାଦୀ । ବର୍ଷକ ତଳେ ମାଓବାଦୀ ଦଳରେ ସାମିଲ ହୋଇଥିଲା ଲଛି ଖରା । ଆଜି ମାଲକାନଗିରି ଏସପିଙ୍କ ନିକଟରେ ଲଛି ଆତ୍ମସମର୍ପଣ କରିଛି । ସିନିୟର ମାଓବାଦୀଙ୍କ ବ୍ୟବହାର ଏବଂ ନିର୍ଯାତନାରେ ...
ସବଡିଲରଙ୍କ ଦାୟିତ୍ବହୀନତାରୁ ଅଗ୍ନିକାଣ୍ଡ
ସବଡିଲରଙ୍କ ଦାୟିତ୍ବହୀନତାରୁ ଅଗ୍ନିକାଣ୍ଡ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗୁଣଦେଇ ପଂଚାୟତର କାଉଁରିଆପାଳ ଗାଁ ରେ । ମିଳିଥିବା ସୂଚନା ଅନୁଯାୟୀ, ଗାଁର ସବଡିଲର ଦାୟିତ୍ବରେ ଥିବା କର୍ମଚାରୀ ବ୍ୟାରେଲରୁ ପାଇପ ଯୋଗେ କିରୋସିନ...
ପେଟ୍ରୋଲ ଲିଟର 86 ଟଙ୍କା, ଟ୍ୟାକ୍ସ ଦେଉଛେ 53 ଟଙ୍କା
ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ସପ୍ତାହକ ଭିତରେ ଲଗାତର ଭାବେ ଚତୁର୍ଥ ଥର ପାଇଁ ବଢିଛି ପେଟ୍ରୋଲ ଦର । ମୁମ୍ବାଇରେ ପେଟ୍ରୋଲ ଦର 92 ଟଙ୍କା 28 ପଇସା, ଚେନ୍ନାଇରେ 88ଟଙ୍କା 29 ପଇସା,...

















