ଓଡିଶାର ଉଦାସୀନତା ପାଇଁ ତିନି ଗାଁ ଆନ୍ଧ୍ରରେ ମିଶିଲା
କୋଟିଆ ଗ୍ରାମପୁଞ୍ଜର ତିନି ଗାଁକୁ ନିଜ ରାଜ୍ୟରେ ମିଶାଇ ଦେଲା ଆନ୍ଧ୍ରପ୍ରଦେଶ । ଗାଁର ନାଁ ବଦଳାଇ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲା । ନିର୍ବାଚନ ପ୍ରକ୍ରିୟାରେ ଗାଁ ଲୋକେ ବି ସାମିଲ ହୋଇଛନ୍ତି । କୋରାପୁଟ...
ଧର୍ମାନନ୍ଦଙ୍କ ଉପରେ କେବେ ପଡିବ ନଜର
ଆଜିର ଦିନରେ ବି ବିଡମ୍ବନାର ଦୃଶ୍ୟ । ଧର୍ମାନନ୍ଦଙ୍କ ପାଇଁ ଯେମିତି ଜିଇଁବାର ହକ୍ ନାହିଁ । ପାପ ନକରି ବି ଜୀବନ କଟୁଛି ପଶୁ ଭଳି । ଧର୍ମାନନ୍ଦଙ୍କ ଘର ଅଛି , ଗାଁ ଅଛି , ବନ୍ଧୁବାନ୍ଧବ...
ଏବେ ପିପିଲି ପାଇଁ ପ୍ୟାକେଜ ଘୋଷଣା କରିବାର ବେଳ
ଖୁବଶୀଘ୍ର ପିପିଲି ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରଣନୀତି...
ବ୍ରାଣ୍ଡ୍ ଅସଲି, କୋଲ୍ଡ ଡ୍ରିଙ୍କ୍ସ ନକଲି
ଦେଖିବାକୁ ପୁରା ଅସଲି । ବୋତଲ ଓ ଲେବଲିଂ ବି ସମାନ । ଦାମୀ ଦାମୀ ବ୍ରାଣ୍ଡ ନାଁରେ ପ୍ରସ୍ତୁତ ହେଉଥିଲା କୋଲ୍ଡ ଡ୍ରିଙ୍କ୍ସ । ସ୍ପ୍ରାଇଟ, ଲିଚି, ଥମ୍ସଅପ, ସ୍ପାଇସ ଅପ୍, ସୋଡା ଭଳି ବିଭିନ୍ନ ପ୍ରକାରର ନାମୀଦାମୀ...
ଫେବୃଆରୀ 10ରୁ ପିଜି କ୍ଲାସ୍
ଫେବୃଆରୀ 10ରୁ ଆରମ୍ଭ ହେବ ପିଜି କ୍ଲାସ । କୋଭିଡ ନିୟମ ମାନି କ୍ଲାସ କରାଯିବ ଏବଂ କ୍ଲାସ ଆରମ୍ଭ ହେବାର ଦିନକ ପୂର୍ବରୁ ଅର୍ଥାତ 8 ତାରିଖରୁ ହଷ୍ଟେଲ ଖୋଳାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ...
ଭୁବନେଶ୍ୱରବାସୀଙ୍କ ଠିକଣା ହେବ ସ୍ମାର୍ଟ
ସ୍ମାର୍ଟସିଟିବାସୀଙ୍କ ଘରେ ଲାଗିବ ସ୍ମାର୍ଟ ନମ୍ବର । ଏଣିକି ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର । ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ । ଲୋକଙ୍କର ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ...
ଗିରଫ ହେଲେ ମହିଳା ପ୍ରଶିକ୍ଷକ
ଭିନ୍ନକ୍ଷମଙ୍କୁ ଲୋଭ ଦେଖାଇ ରାତି କାଟିବାକୁ ବାଧ୍ୟ କରୁଥିଲା ମହିଳା ପ୍ରଶିକ୍ଷକ ମଧୁ ମଞ୍ଜରୀ ଧଳ । ତାଲିମ କେନ୍ଦ୍ରକୁ ଆସୁଥିବା ଭିନ୍ନକ୍ଷମ ଯୁବତୀ ମାନଙ୍କୁ ବଳ ପୂର୍ବକ ସଂସ୍ଥାର ସଂପାଦକଙ୍କ ସହ ରାତି ବିତାଇବାକୁ ବାଧ୍ୟ କରୁଥିଲା ।...
୧୮ରୁ ବିଧାନସଭା ବଜେଟ୍ ଅଧିବେଶନ
ଆସନ୍ତା ୧୮ରୁ ବିଧାନସଭା ବଜେଟ୍ ଅଧିବେଶନ । ୨୨ରେ ଉପସ୍ଥାପିତ ହେବ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍ । ଏପ୍ରିଲ ୯ ତାରିଖ ଯାଏଁ ଚାଲିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ ।...
ଦୁଇଦିନ ଥରିବ ଓଡିଶା
ରାଜ୍ୟ ଜାରି ରହିଛି ଶୀତ ଲହରୀ । କିନ୍ତୁ ୩ ତାରିଖ(ମଙ୍ଗଳବାର) ଏବଂ ୪ ତାରିଖ(ବୁଧବାର) ପ୍ରବଳ ଜାଡ ଅନୁଭୂତ ହେବ । ଏହି ଦୁଇଦିନ ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ...
ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ
ମନ ଭିତରେ ବସା ବାନ୍ଧିଥିଲା ସଇତାନ । କୁତ୍ସିତ ମାନସିକତାକୁ ଚରିତାର୍ଥ କରିବା ପାଇଁ ଦୁଇ ନାବାଳକ ଉଠାଇ ନେଇଥିଲେ ନାବାଳିକାକୁ । ବଳପୂର୍ବକ ଉଠାଇ ନେବା ପରେ ଜୋରଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ ଉଭୟ ନାବାଳକ । ଦୁଇ...


















