ଚିନ୍ତା ବଢାଇଲା କଟକ କଣ୍ଟାପଡା
ପୁଣି ଫେରିଲା କଣ୍ଟେନମେଣ୍ଟ । କଟକ ଜିଲ୍ଲା ନିଆଳି ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗାଁରୁ କରୋନାରେ ଜଣେ ମୃତ ଓ ୧୪ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି ।...
ଡଙ୍ଗର ପର୍ବତର ମନୋରମ ଦୃଶ୍ୟ
ପ୍ରାକୃତିକ ଶୋଭାରାଜି ଭିତରେ ମନ୍ଦିର ସଦୃଶ ଛିଡା ହୋଇଛି ତିନୋଟି ପାହଡ, ଏହି ପାହଡ ଶୀଖରରେ ପୂଜା ପାଉଛନ୍ତି ମା ମାହେଶ୍ବରୀ ଦେବୀ, ବୌଦ୍ଧ ଜିଲ୍ଲାର ଅନନ୍ୟ ପର୍ୟ୍ୟଟନ ସ୍ଥଳୀ ଭାବେ ପରିଚିତ ଡଙ୍ଗର ପର୍ବତର ପ୍ରାୟ ଦୁଇଶହ ଫୁଟ...
ହେଲମେଟ ପାଇଁ ଲହୁ ଲୁହାଣ
ବିଚ୍ ରାସ୍ତାରେ ପୋଲିସର ଥାର୍ଡଡିଗ୍ରୀ । ହେଲମେଟ୍ ଚେକିଂବେଳେ ଯୁବକଙ୍କୁ ଲହୁ ଲୁହାଣ କଲା ପୋଲିସ । ପୋଲିସ ମାଡରେ ଆହତ ହୋଇ ମେଡିକାଲରେ ଭର୍ତ୍ତୀ ଯୁବକ । ରାୟଗଡା ତଳକିଶୋର ଗାଁର ୧୮ ବର୍ଷୀୟ ରାହୁଲ ହିମିରିକା ଓ...
ବିଜେଡିର ମୁଖପାତ୍ର ତାଲିକା ପ୍ରକାଶ
ବିଜେଡିର ନୂଆ ମିଡିଆ ଟିମ୍ । ଜାତୀୟ ସ୍ତରରେ ୬ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଅନ୍ୟ ୧୬ ଜଣ ମଧ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି ।...
ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା
ବରିଷ୍ଠ ଆଇଏଏସ ଅଫିସର ସୁରେଶ ମହାପାତ୍ର ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଆସନ୍ତା 31 ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅସିତ ତ୍ରିପାଠୀ ଅବସର ନେବା ପରେ ସୁରେଶ ଦାୟିତ୍ବ ନେବେ । ତେବେ ଅବସର...
ଖୋଲିବ ମା’ ବିରଜାଙ୍କ ମନ୍ଦିର
ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁରର ବିରଜା ମନ୍ଦିର । ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ କରିବା ପାଇଁ ଅନୁମତି ମିଳିବ । ନୂଆବର୍ଷ ପାଇଁ ଜାନୁଆରୀ ୧, ୨,୩ ବନ୍ଦ ରହିବ । ଆଉ...
ବୁଲି ଦେଖିବେ ଯୁଦ୍ଧଜାହାଜ
ଯୁଦ୍ଧଜାହାଜ ଦେଖିବେ ଲୋକ ପ୍ରତିନିଧି । ଆଜି ରାଜ୍ୟର ୧୨୩ ବିଧାୟକ ଯୁଦ୍ଧ ଜାହାଜ ଦେଖିବାପାଇଁ ଯାଇଛନ୍ତି ପାରାଦୀପ । ବିଧାୟକଙ୍କ ସହ ବାଚସ୍ପତି ଏବଂ ଅନେକ ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି । ବିଧାନସଭାରୁ ଏକାଠି ହୋଇ ବାହାରିଛନ୍ତି...
ବୋଥ୍ରାଙ୍କ ନାଁରେ ଏତଲା
ନୟାଗଡର ପରୀ ହତ୍ୟାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଏତଲା । ନୟାଗଡ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’ । ତାଙ୍କ ପୁଅକୁ ଅରୁଣ ବୋଥ୍ରା ମାଡ ମାରିବା ସହିତ ପରୀ...
୫ ଜିଲ୍ଲାରେ ପ୍ରବଳ ଶୀତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ହାଡ ଭାଙ୍ଗିବ ଜାଡ । ଆସନ୍ତା ୩ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ହେବ । ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ଶୀତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ, ସୁନ୍ଦରଗଡ, ଝାରସୁଗୁଡା,...
ବେଡ୍ ପିଛା ଶହେରୁ ଦେଢଶହ ଦେୟ
ପୁରୀ ଗଲେ ଭକ୍ତଙ୍କୁ ଘରକୁ ଆସିବାକୁ ମନ ଲାଗେନି । ଇଛା ହୁଏ ଆଉ ଦୁଇ କି ତିନିଦିନ ଜଗା ଧାମରେ ରହିବାକୁ । ହେଲେ ସାଧାରଣ ଲୋକଙ୍କ ପାଇଁ ପୁରୀରେ ରହିବାକୁ ଟିକେ ସମସ୍ୟା ହୁଏ । କାହିଁକି...


















