ଭୁବନେଶ୍ୱରରେ ଆଉ ୩ଟି ସ୍ଥାନରେ ହେଲା ଡ୍ରାଇଭିଂ ଟିକା ଅଭିଯାନ
ବିଏମସି ପକ୍ଷରୁ ଏସପ୍ଲାନେଡ ମଲ ପାର୍କିଂ ସ୍ଥାନରେ ଡ୍ରାଇଭିଂ ଟିକା ଅଭିଯାନ ଆରମ୍ଭ ହୋଇଥିଲା । ଏବଂ ଏଥିରେ ଲୋକେ ଖୁସି ଥିବା ଜଣାପଡିଛି । ଡ୍ରାଇଭିଂ ଟିକା ସଫଳ ହେବା ପରେ ଆଜି ଠାରୁ ଆଉ ତିନୋଟି ସ୍ଥାନରେ...
ଓମଫେଡ୍ କ୍ଷୀରରୁ ବାହାରିଲା ଜୀଅନ୍ତା ପୋକ
ପ୍ୟାକେଟ୍ ଉପରେ ତାରିଖ ଠିକ୍ । କିନ୍ତୁ ଭିତରେ ଜୀଅନ୍ତା ପୋକ ସାଲୁବାଲୁ । ଗନ୍ଧଉଛି କ୍ଷୀର । କ୍ଷୀର ପ୍ୟାକେଟ୍ ଖୋଲୁ ଖୋଲୁ ନଜରକୁ ଆସିଥିଲା ଏମିତି ଦୃଶ୍ୟ । ଲକଡାଉନରେ ଲୋକଙ୍କ ଜୀବନ ସହ ସାଂଘାତିକ...
ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍
ଭାରତବର୍ଷରେ ହିନ୍ଦୁ ଓ ମୁସଲମାନକୁ ନେଇ ଧାର୍ମିକ ଅସହିଷ୍ଣୁତାର କଥା କୁହାଯାଉଥିବା ବେଳେ ଏଠାରେ ଧର୍ମର ଉର୍ଦ୍ଧରେ ମାନବିକତାର ପରିଚୟ ଦେଖିବାକୁ ମିଳିଛି। ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ମହାମାନବିକତା ର ପରିଚୟ ସ୍ରୁଷ୍ଟି କରିଛନ୍ତି ଏହି ବ୍ଯକ୍ତି ଜଣକ। ଧର୍ମରେ...
ବୁଲା ଗୋରୁ ଓ କୁକୁରଙ୍କ ପାଇଁ ୬୦ ଲକ୍ଷ
କୋଭିଡ୍ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ ବୁଲା ଗାଈଗୋରୁ ଓ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ବୁଲା ଗୋରୁ ଓ...
ବାପାର ଶବକୁ ଅତି ଦୟନୀୟ ଅବସ୍ଥାରେ ନେଲା ପୁଅ
ମହାପ୍ରୟାଣ ଗାଡି କାହା ପାଇ? ରାତି ତମାମ ମେଡିକାଲରେ ପଡି ରହିଲା ଶବ । କିନ୍ତୁ ମିଳିଲାନି ମହାପ୍ରୟାଣ ଗାଡି । ଅନେକ ଗୁହାରି ପରେ ବି କେହି ନଶୁଣିବାରୁ ନିଜେ ଅଧକିଲୋମିଟର ବାପାଙ୍କ ଶବକୁ ବୁହାଇଲା ପୁଅ...
ରକ୍ତ ଦେଇ ଜୀବନ ବଞ୍ଚାଇଲେ ସିକ୍ୟୁରିଟୀ ଗାର୍ଡ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମାଲଣ୍ଡ ଗ୍ରାମର ଅଭିମନ୍ୟୁ ମହଲା । ତାଙ୍କର ୧୨ ବର୍ଷର ପୁଅ ବିଭୁପ୍ରସାଦ ଥାଲାସେମିଆ ରୋଗରେ ପୀଡ଼ିତ । ତାଙ୍କୁ ରକ୍ତ ଦେବା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ସେ...
ଆଡମିସନ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରୁଛନ୍ତି କି ?
ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି, ମାତ୍ର ହସପିଟାଲ ଗଲାବେଳକୁ ଆଡମିସନ ପାଇଁ ହସପିଟାଲ କର୍ତ୍ତୃପକ୍ଷ ନାନା କଥା କହୁଛନ୍ତି । କିଏ କୋଭିଡ ଟେଷ୍ଟ ରିପୋର୍ଟ ମାଗୁଛି ତ ଆଉ କେହି ପରିଚୟ ପତ୍ର । ଏମିତି ଅସୁବିଧା ଭିତରେ...
ମଲରେ ଟିକାଦାନ
ଏସପ୍ଲାନେଡ ମଲରେ ଟିକାଦାନ । ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦ୍ୱିତୀୟ ଡୋଜ ଦେବାପାଇଁ ଏସପ୍ଲାନେଡ ମଲ ପାର୍କିଂରେ ଟିକା ବ୍ୟବସ୍ଥା କରିଛି ବିଏମସି । ଆଜିଠୁ ଟିକା ଦେବାକୁ ସ୍ଲଟ ଆବଣ୍ଟନ ହୋଇଛି । ଆଜି ଟିକା ନେବା...
କଟକରେ ଗୋଷ୍ଠୀ ସଙ୍କ୍ରମଣ ଭଳି ସ୍ଥିିତି!
କଟକରେ ଦିନକୁ ଦିନ କରୋନା ଉପରମୁହାଁ ହେବାରେ ଲାଗିଛି । ଆଜି ହଜାର ପାର୍ କରିଛି ଆକ୍ରାନ୍ତଙ୍କ ସଂଖ୍ୟା । କଟକରେ କରୋନା ଗୋଷ୍ଠୀ ସଙ୍କ୍ରମଣ ଭଳି ପରିସ୍ଥିତି ଆସିଗଲାଣି । ତେବେ ଏକଥା ଆଇସିଏମଆର ବୈଜ୍ଞାନିକମାନେ ସ୍ଥିର କରିବେ...
ରାଜ୍ୟରେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା
ରାଜ୍ୟରେ ଆଜି ବି ଉପରମୁହାଁ କରୋନା ଗ୍ରାଫ୍ । ବଢିବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ବି ୧୧ ହଜାର ଉପରେ ରହିଛି ରାଜ୍ୟର ସଙ୍କ୍ରମଣ ହାର । ଗତ ୨୪ ଘଣ୍ଟାରେ ୧୧ ହଜାର ୮୦୭ ସଙ୍କ୍ରମିତ...

















