ବିଧାନସଭା ସାମ୍ନାରେ ମା’ଙ୍କ ବେକରେ ଛୁରୀ ଲଗାଇ ଧମକ ଦେଲା ପୁଅ
ବିଧାନସଭା ସାମ୍ନାରେ ଯୁବକଙ୍କ ଉନ୍ମୁତକାଣ୍ଡ । ଭିତରେ ବିଧାନସଭା ଅଧିବେଶନ ଚାଲିଥିବାବେଳେ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସତ୍ତ୍ୱେ ଆଜି ବିଧାନସଭା ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି ।...
୧୭ ମୃତ, ୩୬୧୫ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଜି ୧୭ ଜଣଙ୍କର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକ ଓ ନୟାଗଡରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ଅନୁଗୁଳ,...
ପୁରୀରେ ଆଜିଠୁ ଗଡିବ ଟ୍ରେନ୍
ପୁରୀରେ ଆଜିଠୁ ଗଡିବ ଟ୍ରେନ୍ । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ମାର୍ଚ୍ଚ ମାସରେ କରୋନା କଟକଣା ଜାରି ହେବା ପରେ ପୁରୀରୁ ଟ୍ରେନ ଯାତ୍ରା ବନ୍ଦ ଥିଲା । ତେବେ କୋଭିଡ କଟକଣା...
ବିରୋଧ ଭିତରେ ପାରିତ ହେଲା ସଂକ୍ରାମକ ରୋଗ ସଂଶୋଧନ ବିଲ୍
ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ସଂଶୋଧନ ବିଲ୍ । ବିରୋଧୀଙ୍କ ବିରୋଧ ସତ୍ତ୍ବେ ଗୃହରେ ଏହି ବିଲ୍ ପାରିତ ହୋଇଛି । ପୂର୍ବରୁ ଥିବା ସଂକ୍ରାମକ ରୋଗ ଆଇନକୁ ସଂଶୋଧନ କରିବା ପାଇଁ ଏହି ବିଲ୍ ସରକାର ଆଗତ...
୩୦ ଜିଲ୍ଲାରୁ ୩୪୪୩ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୩୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୦୧୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୨୬ । ଖୋର୍ଦ୍ଧାରୁ ୬୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫୯...
ସ୍ତ୍ରୀକୁ ନିର୍ଯାତନା ଦେଇ ଗିରଫ ହେଲେ ଡେପୁଟି କଲେକ୍ଟର
ଡେପୁଟି କଲେକ୍ଟରଙ୍କୁ ମହଙ୍ଗା ପଡିଲା ସ୍ତ୍ରୀକୁ ନିର୍ଯାତନା ଦେବା । ପତ୍ନୀକୁ ନିର୍ଯାତନା ଦେବା ଅଭିଯୋଗରେ ଝାରସୁଗୁଡା ଟାଉନ ଥାନା ପୋଲିସ ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ୍ ନିଜ...
ବୌଦ୍ଧ ବିଧାୟକ ମହୀଧରଣା କରୋନା ପଜିଟିଭ୍
ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କହିବାକୁ ଗଲେ ଏବେ ଘରେ ଘରେ କରୋନା ପ୍ରବେଶ କରିସାରିଲାଣି । ସେହିପରି ବିଧାନସଭାକୁ କରୋନା କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ ।...
କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ
ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ । କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ଅଧିବେଶନ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କୋଭିଡ ଆକ୍ରାନ୍ତ ୬ ବିଧାୟକ ଲୋକସେବା ଭବନରୁ...
୧୫ମୃତ, ୩୦୬୭ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦୬୭ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୮୦୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୫୮ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ...
ଓଡିଶାର ଟେକ ରଖିଲେ ଓଡିଆ ଝିଅ
ପୁଣି ଓଡିଶାର ଟେକ ରଖିଲେ ଓଡିଆ ଝିଅ । ଓଡିଆ ବୈଜ୍ଞାନିକ ଜ୍ୟୋର୍ତିିମୟୀ ଦାଶଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର । ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ...


















