୧୭ ଆକ୍ରାନ୍ତଙ୍କ ମୃତ୍ୟୁ,୨୬୯୭ ପଜିଟିଭ୍ ଚିହ୍ନଟ
କରୋନାରେ ଆଜି ଯାଇଛି ୧୭ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ ୪ ଓ ବାଲେଶ୍ୱର ଜିଲ୍ଲାରୁ ୩ ଜଣc ଜୀବନ ନେଇଛି ମହାମାରୀ କରୋନା । ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।...
ବାଲେଶ୍ୱର, ତିର୍ତ୍ତୋଲ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ବିଦ୍ଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ଆସନ୍ତା ୧୬ ତାରିଖରେ ନାମାଙ୍କନର ଶେଷ ତାରିଖ...
ବିସ୍ଫୋରଣରେ ମୃତାହତଙ୍କୁ ମିଳିବ ସହାୟତା
ପେଟ୍ରୋଲ ଟାଙ୍କି ବିସ୍ଫୋରଣରେ ମୃତାହତଙ୍କୁ ମିଳିବ କ୍ଷତିପୂରଣ ।ସହାୟତା ଘୋଷଣା କଲା ଇଣ୍ଡିଆନ ଅଏଲ କର୍ପୋରେସନ । ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା । ଗୁରୁତର ଆହତଙ୍କକୁ ୪ ଲକ୍ଷ ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା...
ଲିକେଜରୁ ଲାଗିଥିଲା ନିଆଁ, ପରେ ହୋଇଥିଲା ବିସ୍ଫୋରଣ
ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ବୁଧବାର ରାଚଧାନୀ ଛାତି ଉପରେ ଯେଉଁ ଭାବେର ବିସ୍ଫୋରଣ ହୋଇଥିଲା । ସେଇ ଶଦ୍ଦରେ ଥରି ଉଠିଥିଲା ରାଜଧାନୀ । ଛାନିଆ ହୋଇଯାଇଥିଲେ...
୧୬ ମୃତ, ୩୧୪୪ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ସମସ୍ତ ୩୦ ଜିଲ୍ଲାରୁ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୧୪୪ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୮୨୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୧୯ । ରାଜ୍ୟରେ ମୋଟ୍ କରୋନା...
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଚିକିିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ । ଏସସିବି ମେଡିକାଲରେ ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକ ବୋଲି ସୂଚନା ମିଳିଛି ।...
ଏସଟିଏଫ ପରିଚୟ ଦେଇ କୁଆଡେ ଯାଉଥିଲେ ନକଲି ପୋଲିସ
ଗାଡିରେ ନାଲିବତୀ ଜଳାଇ ନିଜକୁ ପୋଲିସ ପରିଚୟ ଦେଇ ଫସିଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ବାଲେଶ୍ୱର ଖନ୍ତାପଡା ଥାନା ଶେରଗଡ ଟୋଲଗେଟରେ ନାଲିବତୀ ଗାଡିରେ ଯାଉଥିବା ନକଲି ପୋଲିସିକୁ ଗିରଫ କରିଛି ଖନ୍ତାପଡା ପୋଲିସ । ସୂଚନା...
୨୬୭୩ ପଜିଟିଭ୍ ଚିହ୍ନଟ
ରାଜ୍ୟର ୩୦ ଜିଲ୍ଲାରୁ ଆଜି ୨୬୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬୭୩ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୫୫୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୧୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
କୋଲ୍ ସ୍କାମରେ ଦିଲୀପ ରାୟ ଦୋଷୀ
କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସୁଚନା ମିଳିଛି । କୋଇଲା ଦୁର୍ନିତିରେ ଜଣେ କେନ୍ଦ୍ରମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ଏହା ପ୍ରଥମ...
ମେଡିସିନ ପାଇଁ ଘୋଷଣା ହେଲା ନୋବେଲ
ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ନୋବେଲ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରାଯାଇଛି । ହାର୍ଭେ ଜେ. ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ.ରାଇସଙ୍କ ନା ଘୋଷଣା ହୋଇଛି ।...



















