27.1 C
Bhubaneswar
Saturday, November 14, 2026
-Advertisement-

ଗୁମର ଖୋଲୁଛି ସିସିଟିଭି

ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାର ଗୁମର ଖୋଲିବାରେ ଲାଗିଛି । ସିସିଟିଭି ଖୋଲୁଛି ଝରାଫୁଲ ମୃତ୍ୟୁ ରହସ୍ୟର ଗୁମର । 26 ତାରିଖ ରାତିରେ ଭୁବନେଶ୍ବରର ଜାଗମରାର ଶିବଶକ୍ତି ଗେଷ୍ଟ ହାଉସରେ ଝରାଫୁଲ ତାଙ୍କ ବୟଫ୍ରେଣ୍ଡ ରାକେଶ ସ୍ବାଇଁଙ୍କ...

ଝରାଫୁଲକୁ ଫିଙ୍ଗିଥିବା ଯୁବକ ଚିହ୍ନଟ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲର ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ଯୁବକକୁ ଚିହ୍ନଟ କରିଛି ପୋଲିସ । ଗତକାଲି ସକାଳେ ଯାଜପୁର ଜିଲ୍ଲା କୁଆଖିଆ ଅଂଚଳରୁ ଝରାଫୁଲର ମୃତଦେହ ମିଳିଥିଲା । ଦୁଇଜଣ ଯୁବକ ଏକ ସ୍କୁଟରରେ ଆଣି...

ଚମକିଲେ ଓଡିଆ ବୋହୂ

ପୁଣିଥରେ ଚମକିଲେ ଓଡିଆ ବୋହୂ । ସୁନ୍ଦରଗଡ କାଂଶବାହାଲର ବୋହୂ ନବଦୀପ କୌର ହୋଇଛନ୍ତି ଚଳିତ ବର୍ଷର ମିସେସ ଇଣ୍ଡିଆ । ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ ।...

ପ୍ରଥମେ ପହଁଞ୍ଚିବ ମାଲକାନଗିରିର ଛାତ୍ରଛାତ୍ରୀଙ୍କ ପାଖରେ

ଛାତ୍ରଛାତ୍ରୀଙ୍କ ଚାପ କମାଇବ ପରୀକ୍ଷା ଦର୍ପଣ । ପ୍ରଥମେ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ପାଇବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ୫୦ ହଜାର ବହି ପଠାଯାଉଛି । ନୂଆପଡା , ନବରଙ୍ଗପୁର,...

ଓଡିଶାରୁ ଦୁଇଜଣ ପାଇବେ ରାଷ୍ଟ୍ରପତି ପୋଲିସ ପଦକ

ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘୋଷଣା ହୋଇଛି ପୋଲିସ ପଦକ ପୁରସ୍କାର । ଘୋଷିତ ତାଲିକାରେ ବିଭିନ୍ନ ବର୍ଗରେ ଓଡିଶାରୁ 13 ଜଣ ଏହି ପୁରସ୍କାର ପାଇବେ । ସେମାନଙ୍କ ମଧ୍ୟରୁ ଦୁଇଜଣ ରାଷ୍ଟ୍ରପତି...
video

ମେଳା ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ..

ଭୁବନେଶ୍ୱର ଜନତା ମଇଦାନରେ ଜମୁଛି ଜାତୀୟ ତୋଷାଳୀ ମେଳା । ରବିବାର ଲାଗିଥିଲା ଲୋକଙ୍କ ଖଚାଖଚ ଭିଡ । ହସ୍ତ୍ରତନ୍ତ୍ର ଓ ବୟନ ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କୁଶଳୀ କାରିଗର ,...

ମହିଳା ମାଓବାଦୀର ଆତ୍ମସମର୍ପଣ

(ମାଲକାନଗିରି) ଆତ୍ମସମର୍ପଣ କଲା ମହିଳା ମାଓବାଦୀ । ବର୍ଷକ ତଳେ ମାଓବାଦୀ ଦଳରେ ସାମିଲ ହୋଇଥିଲା ଲଛି ଖରା । ଆଜି ମାଲକାନଗିରି ଏସପିଙ୍କ ନିକଟରେ ଲଛି ଆତ୍ମସମର୍ପଣ କରିଛି । ସିନିୟର ମାଓବାଦୀଙ୍କ ବ୍ୟବହାର ଏବଂ ନିର୍ଯାତନାରେ ...

ସବଡିଲରଙ୍କ ଦାୟିତ୍ବହୀନତାରୁ ଅଗ୍ନିକାଣ୍ଡ

ସବଡିଲରଙ୍କ ଦାୟିତ୍ବହୀନତାରୁ ଅଗ୍ନିକାଣ୍ଡ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗୁଣଦେଇ ପଂଚାୟତର କାଉଁରିଆପାଳ ଗାଁ ରେ । ମିଳିଥିବା ସୂଚନା ଅନୁଯାୟୀ, ଗାଁର ସବଡିଲର ଦାୟିତ୍ବରେ ଥିବା କର୍ମଚାରୀ ବ୍ୟାରେଲରୁ ପାଇପ ଯୋଗେ କିରୋସିନ...

ପେଟ୍ରୋଲ ଲିଟର 86 ଟଙ୍କା, ଟ୍ୟାକ୍ସ ଦେଉଛେ 53 ଟଙ୍କା

ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ସପ୍ତାହକ ଭିତରେ ଲଗାତର ଭାବେ ଚତୁର୍ଥ ଥର ପାଇଁ ବଢିଛି ପେଟ୍ରୋଲ ଦର । ମୁମ୍ବାଇରେ ପେଟ୍ରୋଲ ଦର 92 ଟଙ୍କା 28 ପଇସା, ଚେନ୍ନାଇରେ 88ଟଙ୍କା 29 ପଇସା,...

କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ

କଟକ ଖାକନଗରରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବରେ ବସ୍ ଟର୍ମିନାଲର ଶିଳାନ୍ୟାସ କରିବା ସହ ନେତାଜୀଙ୍କ ସ୍ମୃତି ଚାରଣ କରିଥିଲେ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...