27.1 C
Bhubaneswar
Saturday, November 14, 2026
-Advertisement-

ପାର୍କିଂରେ ରଖିଲେ କେଉଁ ଗାଡିକୁ କେତେ ଟଙ୍କା ଦେବାକୁ ପଡିବ

ଏଣିକି ଭୁବନେଶ୍ୱରରେ ଘଣ୍ଟା ଅନୁସାରେ ଦେବାକୁ ପଡିପାରେ ପାର୍କିଂ ଫି’ । ହୋଇଥିବା ଟେଣ୍ଡର ଦସ୍ତାବିଜ୍ ଅନୁସାରେ, ଯେ କୌଣସି ସ୍ଥାନରେ ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବାଇକ ରଖିଲେ ୫ ଟଙ୍କା, କାର ରଖିଲେ ୨୦...

ବାଜି ମାରିଲା ଘାଘରା ଟିମ୍‌

କାଇସାହିକୁ ପାଣି ପିଆଇଲା ଘାଘରା ଟିମ୍ । ଚାମ୍ପିୟନ ହେଲେ ଟ୍ରଫି ହାତେଇଲା ଘାଘରା ଟିମ୍ । ଆଇପିଏଲ ଢାଞ୍ଚାରେ ଗତ ୧୭ ତାରିଖରେ ଆରମ୍ଭ ହୋଇଥିଲା ଟୁର୍ଣ୍ଣାମେଣ୍ଟ କ୍ୟାପଟେନ ପ୍ରିମିୟମ ଲିଗ୍ ‘ସିପିଏଲ’ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ...

ଅଟୋକୁ ଧକ୍କା ଦେଲା ଡମ୍ପର, 3 ମୃତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୋପାଳମାଳ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ । ଗୋପାଳମାଳ ନିକଟରେ ଏକ ଡମ୍ପର ଅଟୋକୁ ଧକ୍କା ଦେବା ଫଳରେ ଅଟୋରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁ ଘଟଣାସ୍ଥଳରେ ପ୍ରାଣ...

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଦିଆଯିବ ପରୀକ୍ଷା ଦର୍ପଣ

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି ଏବଂ 700 ପୃଷ୍ଟାର ଏହି ପୁସ୍ତକ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା...

କାଲିଠୁ ଅବାଧ ଜଗା ଦର୍ଶନ

କାଲିଠୁ ଜଗା ଦର୍ଶନକୁ ନେଇ ହଟିବ ପ୍ରତିବନ୍ଧକ । କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିଲେ ଜଗା ଦର୍ଶନ ହୋଇପାରିବ ବୋଲି ଗତ ମାସରେ ନିଷ୍ପତ୍ତି ହୋଇଥିଲା । ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣଙ୍କ ପାଇଁ ସର୍ତ୍ତମୂଳକ ଦରେଶନକୁ ଅନୁମତି...

ଦୁଇଘଣ୍ଟା ଧରି ଜେରା କଲା ଭିଜିଲାନ୍ସ

ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲ ଭିତରେ ଜେରା । ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଦୁଇ...

ରକ୍ତରଞ୍ଜିତ ଶୁଲିଆ

ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡିଲା ବଳି । ବଡଖଳା ଓ ସାନଖଳାରେ ମାନସିକଧାରୀ ପକାଇଲେ ବଳି । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ବଳି ପଡିଛି । ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି ।...

କ୍ଷେତରେ ଫଳୁଛି ରଙ୍ଗବେରଙ୍ଗର କୋବି

ଧଳା ଫୁଲକୋବି ଆମେ ସମସ୍ତେ ଦେଖିଛେ । ହେଲେ କେବେ ରଙ୍ଗ ବେରଙ୍ଗର କୋବି ଆପଣ କ୍ଷେତରେ ଦେଖିଛନ୍ତି କି । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ହଳଦିଆ ଏବଂ ବାଇଗଣି ରଙ୍ଗର କୋବି...

ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ଧର୍ମେନ୍ଦ୍ର

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସାମିଲ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ...

ରାଜଭବନ ଆଗରେ ରାଜ୍ୟ କଂଗ୍ରେସର ବିକ୍ଷୋଭ

ଚାଷୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । କୃଷି ଆଇନକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । ଯେ ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...