ତ୍ବରିତ ନିଷ୍ପତ୍ତି ନେବା ଓ କାର୍ଯ୍ୟକାରୀ କରିବାରେ ସମନ୍ବୟ ପ୍ରଶଂସନୀୟ
କରୋନା ମୁକାବିଲା ଦିଗରେ ଓଡିଶା ସରକାରଙ୍କ ରଣନୀତି ପ୍ରଶଂସନୀୟ I ଦେଶବ୍ୟାପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଅନ୍ୟରାଜ୍ୟରେ ବେଶ୍ ପ୍ରଶଂସା କରାଯାଉଛି I କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାରମାନେ କରୋନା...
ଗୋଟିଏ ଦିନରେ ଚାରି ସଂକ୍ରମଣ
ଓଡିଶାରେ ଗୋଟିଏ ଦିନରେ ଚାରୋଟି କରୋନା ସଂକ୍ରମଣ ରୋଗୀ ଚିହ୍ନଟ I ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି I ଏପର୍ଯ୍ୟନ୍ତ ଓଡିଶାରେ ଏଗାରଶହରୁ ଅଧିକ ସ୍ବାବ୍ ନମୂନା ପରୀକ୍ଷା କରିଥିବା ବେଳେ...
ଲକ୍ ଡାଉନ୍ରେ ମୋ ପ୍ରତିଭା, ଭାଗ ନିଅନ୍ତୁ , ପୁରସ୍କାର ଜିତନ୍ତୁ
ଲକ୍ ଡାଉନ ସମୟରେ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ମୋ ପ୍ରତିଭା ପ୍ରତିେଯୋଗିତା ଆରମ୍ଭ କରିଛନ୍ତି । ୫ ରୁ ୧୮ ବର୍ଷ ବୟସର ପିଲାମାନେ ଘରେ ବସି ଅନଲାଇନରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରିବେ ।...
କରୋନା ପାଇଁ କୁମ୍ପି ଦେଇଦେଲା କୁନିଝିଅ
୬ ବର୍ଷର କୁନି ଝିଅ ସୌମ୍ୟାଶ୍ରୀ । ସୌମ୍ୟାଶ୍ରୀଙ୍କ ମହତ୍ତ୍ୱ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଶ୍ଚିନ୍ତକୋଇଲି ଜାଭିୟର ସ୍କୁଲରେ ମଣ୍ଟେଶ୍ବରୀ ୩ ରେ ପାଠ ପଢ଼ନ୍ତି ସୌମ୍ୟାଶ୍ରୀ । କଟକ ଜିଲ୍ଲା ନିଶ୍ଚିତ କୋଇଲି...
ଦୁଇଟି କୋଭିଡ 19 ହସପିଟାଲ ପ୍ରସ୍ତୁତ
କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଦୁଇଟି କୋଭିଡ 19 ହସପିଟାଲ ପ୍ରସ୍ତୁତ କରିଛନ୍ତି I ଭୁବନେଶ୍ବରରେ କିମ୍ସ ହସପିଟାଲରେ ପାଂଚଶହ ବେଡ୍ ପ୍ରସ୍ତୁତ ହୋଇଥିବା ବେଳେ କଟକ ଅଶ୍ବିନୀ ହସପିଟାଲରେ ଦେଢଶହ ବେଡ୍ ପ୍ରସ୍ତୁତ ହୋଇଛି I...
ଜୀବନ ଦୋ ଛକିରେ ଦିନ ମଜୁରିଆ
ଇଏ ହେଉଛି ରାୟଗଡା ସହରର ମାଙ୍କଡ ଝୋଲା ବସ୍ତି । ବସ୍ତି କହିଲେ ଦିନ ମଜୁରିଆ ଭାବେ କାମ କରୁଥିବା ୧୨୧ ଗୋଟି ପରିବାର । ଜୀବନ ଓ ଜୀବିକାର ଦୋ ଛକିରେ ଛନ୍ଦି ହୋଇଯାଇଛନ୍ତି ମାଙ୍କଡ ଝୋଲା ବସ୍ତିର...
କେନ୍ଦ୍ରାପଡା ପରେ ଯାଜପୁରରେ ଚିହ୍ନଟ ନିଜାମୁଦ୍ଦିନ ଫେରନ୍ତା
ଦିଲ୍ଲୀରେ ହୋଇଥିବା ନିଜାମୁଦ୍ଦିନ ଧାର୍ମିକ ସମାବେଶ ଚିନ୍ତା ବଢାଇଛି । ନିଜାମୁଦ୍ଦିନ ସ୍ଥିତ ତବଲିଗ ମରକଜରେ ସଂକ୍ରମିତ ଚିହ୍ନଟ ହେବା ଘଟଣା, ସ୍ୱାସ୍ଥ୍ୟ ବିଭାଗ, ଗୃହମନ୍ତ୍ରାଳୟ ଓ ଦିଲ୍ଲୀ ସରକାରଙ୍କ ନିଦ ଉଡାଇ ଦେଇଛି । ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ...
ଲକ୍ ଡାଉନ୍ ସମୟରେ ବୌଦ୍ଧରେ ବିଚିତ୍ର ଦୃଶ୍ୟ, ଦେଖନ୍ତୁ
ସବୁଆଡେ ଲକ୍ ଡାଉନ୍ ଓ କେହି ରାସ୍ତାକୁ ବାହାରୁନାହାଁନ୍ତି ଓ ସବୁଆଡେ କରୋନା ଭାଇରସର ଭୟ ଓ ମାତ୍ର ଦେଖନ୍ତୁ ଲକ୍ ଡାଉନ ବେଳେ କେମିତି ଚାଲିଛି ମଦ ବେପାର ଓ ଆଜ୍ଞା ହଁ ଇଏ ହେଉଛି ବୌଦ୍ଧ ଜିଲ୍ଲା...
ଲକ୍ ଡାଉନ୍ ସମୟରେ ଆମ୍ବୁଲାନ୍ସରେ ଯାଉଥିଲେ ଲୋକେ. ଆଉ ତାପରେ
କରୋନା ପାଇଁ ସବୁ ଲକ୍ଡାଉନ । ଘରୁ ବାହାରକୁ ବାହାରିବା ମନା । ଘରୁ ବାହାରିଲେ ପୋଲିସ ନାକାବନ୍ଦୀର ଭୟ । ଏଭଳି ସ୍ଥିତିରେ କିଛି ଲୋକ ଗଳାବାଟ ଖୋଜିଥିଲେ । ଛଜଣ ଯାତ୍ରୀଙ୍କୁ ନେଇ ଆମ୍ବୁଲାନ୍ସ ଓଡଙ୍ଗାରୁ ଦାମନଯୋଡି...
ପୋଲିସ ଅଟକାଇଲେ 100କୁ ଫୋନ କରନ୍ତୁ
କରୋନା ସଂପର୍କରେ ଲୋକଙ୍କୁ ସଚେତନ କରାଯାଉଛି I ଲକଡାଉନ ସମୟରେ ନିହାତି ଜରୁରୀ କାମ ଥିଲେ ଘରୁ ବାହାରିବାକୁ କୁହାଯାଇଛି I ତେଣୁ ଜରୁରୀ କାମରେ ଯାଉଥିବା ବେଳେ ଯଦି ପୋଲିସ ଅଟକାଉଛି, ତେବେ 100 କୁ ଫୋନ କରିବାକୁ...



















