ହୁତୁ ହୁତୁ ହୋଇ ଜଳି ପାଉଁଶ ହୋଇଗଲା…
କାଚ ଫ୍ୟକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଗୋଦାମ ଘର । ବାରିପଦା ଉପକଣ୍ଠ ମଞ୍ଚାବନ୍ଧା ଠାରେ ଏକ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଦୀର୍ଘ ୮ ଘଣ୍ଟା...
ଗୁଳି କରିଛି ସୁପାରୀ କିଲର
ଖୋର୍ଦ୍ଧାର ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ଏଯାଏଁ ପୋଲିସର ହାତ ଖାଲି । ତେବେ ଏହି ଗୁଳିକାଣ୍ଡ ପଛରେ ସୁପାରି କିଲର ରହିଥିବା ପୋଲିସ ପ୍ରମାଣ ପାଇବା ସହ ଅପରାଧୀକୁ ଖୁବଶୀଘ୍ର ଗିରଫ କରାଯିବ...
୯ ଜଣଙ୍କୁ ଆଜୀବନ ଜେଲ୍
ହତ୍ୟାକାଣ୍ଡରେ ୯ ଜଣଙ୍କୁ ଆଜିବନ ଜେଲ୍ ଆଦେଶ । ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ଛେଲିଆ ମାଝି ହତ୍ୟା ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ୍ ଆଜିବନ ଜେଲ୍ ଆଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି ବାଲି ମାଝି,...
ଏକାଠି ହେଲେ ଆଦିବାସୀ ମହାସଂଘ
ରାୟଗଡା ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବି କଲେ ଆଦିବାସୀ ମହାସଂଘ । ଏନେଇ ଶତାଧିକ ଆଦିବାସୀ ଏକ ରାଲିରେ ଯାଇ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ...
ଡାକ୍ତର ଦେଲେ ଏକ୍ସପାରୀ ସାଲାଇନ୍
ଚିକିତ୍ସା ନାମରେ ରୋଗୀର ଜୀବନ ସହ ଚାଲିଛି ଖେଳ। ଖେଳ ଖେଳୁଛନ୍ତି ଖୋଦ ଡାକ୍ତର ବାବୁ। ଯାହାକୁନେଇ କପ୍ତିପଦା ଡାକ୍ତରଖାନାରେ ଉତ୍ତେଜନାମୁଳକ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖଲାଡି ପଞ୍ଚାୟତ ଦୁଣ୍ଡରିଆ ଗ୍ରାମର...
ମୁଭିଙ୍ଗ ଇନଟୁ ଦି ମାର୍ଜିନ : ବଡବିଲ ଆର୍ଟ ପ୍ରୋଜେକ୍ଟର ଚତୁର୍ଥ ସଂସ୍କରଣ
ବଡବିଲ ଆର୍ଟ ପ୍ରୋଜେକ୍ଟର ଚତୁର୍ଥ ସଂସ୍କରଣ ମୁଭିଙ୍ଗ ଇନଟୁ ଦି ମାର୍ଜିନ ଭାରତର ବିଭିନ୍ନ ପ୍ରାନ୍ତରର ଦଶ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଡିସେମ୍ବର ୬ ତାରିଖରେ ଆରମ୍ଭ ହୋଇ ନଅ ତାରିଖରେ ଶେଷ ହୋଇଯାଇଛି । ଉତ୍ସ ଫାଉଣ୍ଡେସନ, ଭୁବନେଶ୍ୱର...
ଚାର୍ଜର ବି ନେଇପାରେ ଜୀବନ
ମୋବାଇଲ ଚାର୍ଜର ଲାଗି ଚାଲି ଯାଇପାରେ ଜୀବନ. ଏ କଥାକୁ କେହି ବିଶ୍ବାସ କରିପାରୁନାହାନ୍ତି. କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ମେରଘରା ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା. ଗାଁର କୋଡିଏ ବର୍ଷ ବୟସର ଯୁବକ ସୁରେନ୍ଦ୍ର ମାଝୀ...
ଜଜଙ୍କ ଉପସ୍ଥିତିରେ ଭିକାରୀକୁ ମିଳିଲା ଚାଉଳ
ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବା ପରେ ମାସକୁ ମିଳୁଥିଲା ଦଶକେଜି ଚାଉଳ. ସେତିକିରେ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଉଥିଲେ ଜାନୁ ଟାକିରୀ ଓ ତା ସ୍ତ୍ରୀ. ମାତ୍ର ଆଧାର ଲିଙ୍କ ବାଧ୍ୟତାମୂଳକ ହେବା ପରେ ଚାଉଳ ପାଇବାରୁ ବଞ୍ଚିତ ହୋଇଗଲେ...
ତମ୍ବୁରେ ମିଳିବ ତାରକା ହୋଟେଲର ସୁବିଧା
ତମ୍ବୁରେ ମିଳିବ ତାରକା ହୋଟେଲ ପରି ସୁବିଧା । ଆଜିଠୁ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ ରାମଚଣ୍ଡି ମୁହାଣରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ମରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ମହୋତ୍ସବ । ଆଜିଠୁ ଆରମ୍ଭ ହୋଇଥିବା ଏହି...
ଲାଲଗଡରେ ଉଡିଲା ତ୍ରିରଙ୍ଗା
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳ ଲାଲଗଡରେ ଉଡିଲା ତ୍ରିରଙ୍ଗା । ପ୍ରଥମଥର ପାଇଁ ମାଓଗଡରେ ଶୁଭିଲା ଭାରତ ମାତା କି ଜୟର ଧୋନି । ଯେଉଁ ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପୋଲିସ ଭୟ କରୁଥିଲା ।...















