ଇସ୍ରୋ ଯିବେ ଉପାନ୍ତଅଞ୍ଚଳର ଛାତ୍ର
କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଦୃଢ ଇଛାଶକ୍ତି ଆଗରେ ହାର ମାନିନିଏ ସବୁ ବାଧାବିଘ୍ନ । ଆଉ ଏହି ଉକ୍ତିଟିକୁ ପ୍ରମାଣ କରି ଦେଖାଇଛନ୍ତି ଉପାନ୍ତଅଞ୍ଚଳର ଜଣେ ଛାତ୍ର ଅବିନାଶ । ଇସ୍ରୋ...
ଗଛରେ ବାନ୍ଧି ପିଟିଲେ, ମୁହଁରେ ପରିସ୍ରା କଲେ
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନୃଶଂସ ମାଡ଼। ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି ଠେଙ୍ଗା, ବଲ୍ଲା ଓ କାଠ ଫାଳିଆରେ ବାରମ୍ବାର ପିଟି ପିଟି ଚାଲିଛନ୍ତି ୨ ଯୁବକ। ଦୀର୍ଘ ସମୟ ଧରି ଏପରି ଅମାନୁଷିକ କାଣ୍ଡ ଘଟିଚାଲିଥିଲେ...
ଉଦଘାଟିତ ହେଲା ଦଶମ ଓଡିଶା ପରିବେଶ କଂଗ୍ରେସ
ମାନବ, ବିଜ୍ଞାନ ଓ ପ୍ରକୃତି ମଧ୍ୟରେ ଯେଉଁ ଏକାତ୍ମତା ରହିବା କଥା, ତାହା ରହୁନାହିଁ । ସେମାନଙ୍କ ଭିତରେ ଯେଉଁ ସମନ୍ୱୟ ରହିବା କଥା, ଆମେ ତାକୁ ନଷ୍ଟ କରୁଛୁ । ଯାହାର ପରିଣାମ ହେଉଛି ପର୍ଯ୍ୟାବରଣ ସମସ୍ୟା...
ବୁଲିଯାଆନ୍ତୁ କଳାହାଣ୍ଡିର ଡୋକରୀଚଞ୍ଚରା
ଚାରିଆଡେ ବଣ ପାହାଡ ଘେରା ପରିବେଶ । ଏହା ମଝିରେ ରହିଛି ପ୍ରାକୃତିକ ଝରଣା । ଝରଝର ହୋଇ ପାହାଡ ଉପରୁ ଝରି ଆସୁଛି ପାଣିର ସୁଅ । ଘଞ୍ଚ ଜଙ୍ଗଲ ଭିତରେ ଏହି ଝରଣାର ଦୃଶ୍ୟ କୌଣସି ଲୋକକୁ...
ବାହାଘର ପାଇଁ ଚିନ୍ତାରେ ଅଛନ୍ତି କି? ପାନ୍ଥ ନିବାସରେ ୱେଡିଂ ପ୍ୟାକେଜ ଘୋଷଣା
ପର୍ଯ୍ୟଟଙ୍କଙ୍କ ପାଇଁ ଖୁସି ଖବର । ନୂଆ ପ୍ୟାକେଜ ଘୋଷଣା କରିଛି ଓଡିଶା ପର୍ଯ୍ୟଟନ ନିଗମ । ୬ଟି ପାନ୍ଥ ନିବାସରେ ୱେଡିଂ ପ୍ୟାକେଜ ଘୋଷଣା କରିଛି ଓଟିଡିସି । ପୁରୀ, କୋଣାର୍କ, ଚାନ୍ଦିପୁର, ଗୋପାଳପୁର, ରମ୍ଭା ଏବଂ ବଡକୂଳ...
ମୋବାଇଲ କିଣିଲେ ପିଆଜ ଅଫର ,କେଉଁଠି ପଢନ୍ତୁ
ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି ଥିବାବେଳେ କିନ୍ତୁ ଏଭଳି ସମୟରେ ବାଲେଶ୍ୱରରେ ସାମ୍ନାକୁ ଆସିଛି ଏକ ମଜାଦାର ଖବର । ସହରରେ ଏକ ମୋବାଇଲ ଫୋନ ଦୋକାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପିଅ୍ଧକ୍ସ ଅଫର...
ପିଆଜ ପରେ ଟେନସନ୍ ଦେଲାଣି ଆଳୁ
ମାସେ କାଳ କନ୍ଦାଇଲାଣି ପିଆଜ । ନିୟନ୍ତ୍ରଣକୁ ଆସୁନି ଦର । ଭୁଆଁ ବୁଲାଉଛନ୍ତି କେନ୍ଦ୍ର ସରକାର । ହାତ ଟେକିଦେଲେ ରାଜ୍ୟ ସରକାର । ପିଆଜ ଯନ୍ତ୍ରଣା ବଢୁଛି ପଛେ କମିବାର ନାଁ ନେଉନି । ଦୁଇ ଦିନ...
ମିଆଁଉକୁ କିଏ ମାରିଲା ଗୁଳି
ରାଜଧାନୀରେ ଚାଞ୍ଚଲ୍ୟ । ବିଲେଇକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଓୟୁଏଟିରେ ବିଲେଇଟିକୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଛି । ତେବେ କିଏ ଓ କାହିଁକି ବିଲେଇକୁ ଗୁଳିମାଡ କଲା ତାହା ଜଣାପଡିନାହିଁ ।...
ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି
ସ୍ୱାଭିମାନ ଅଞ୍ଚଳରେ ପୁଣି ବିଏସଏଫ କ୍ୟାମ୍ପ ବିରୋଧରେ ପ୍ରଜାମେଳି । ହନ୍ତାଳଗୁଡାରେ ନବ ନିର୍ମିତ ବିଏସଏଫ କ୍ୟାମ୍ପକୁ ହଜାର ହଜାର ଲୋକଙ୍କ ବିରୋଧ । ପୂର୍ବରୁ କ୍ୟାମ୍ପ ନିର୍ମାଣକୁ ମଧ୍ୟ ଲୋକ ବିରୋଧ କରିଥିଲେ । ଠାରେ ଥିବା ଆରବିଆଇ...
ସରକାରଙ୍କୁ ଧନ୍ୟବାଦ ଦେବାକୁ ପ୍ରଜାମେଳି
ସ୍ୱାଭିମାନଅଞ୍ଚଳରେ ପ୍ରଜାମେଳି । ଏହି ପ୍ରଜାମେଳି ସରକାରଙ୍କ ବିରୋଧରେ ନୁହେଁ ବରଂ ସରକାର ପହଁଞ୍ଚାଇଥିବା ସମସ୍ତ ଯୋଜନାକୁ ନେଇ ରାଜ୍ୟ ସରାକରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁଠାରେ ପ୍ରଜାମେଳି ହୁଏ , ସରକାରଙ୍କ ବିରୋଧରେ ସ୍ୱର ଉଠିଥାଏ ସେଇଠି ଶୁଭୁଛି...
















