ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ
ରାଜଧାନୀରେ ଲୁଟେରାଙ୍କ ଲୁଟପାଟ । ଦିନ ହେଉ କି ରାତି ଲୁଟେରାଙ୍କୁ ଆଖିରୁ ଖସି ପାରୁନାହାଁନ୍ତି ଲୋକେ । ଶୁକ୍ରବାର ସକାଳେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଦୁଇଟି ବାଇକ୍ରେ ଆସିଥିବା ପାଞ୍ଚ...
ଆପତ୍ତିଜନକ ସାମଗ୍ରୀ ଜବତ, ୬ଗିରଫ
ରାୟଗଡ଼ା ସହରର ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ । ରାତିରେ ପାଟ୍ରୋଲିଂ କରୁଥିବା ବେଲେ ସୂଚନା ପାଇ ପୁଲିସ ଉକ୍ତ ଭଡାଘରେ ଚଢ଼ଉ କରିଥିଲା . ସାଇପ୍ରିୟା ନଗର ଅଞ୍ଚଳର ଉକ୍ତ ଭଡା ଘରେ ଚଢ଼ଉ କରି...
2019 ନିର୍ବାଚନ ସୁସ୍ଥ ସରକାର ଗଠନ କରିବ: ତୃଣମୂଳ କଗ୍ରେସ
ଆଗକୁ ଅଛି ସାଧାରଣ ନିର୍ବାଚନ. ଏନେଇ ଭୁବନେଶ୍ୱର, ଭଦ୍ରକ ଓ ବାଲେଶ୍ୱର ଲୋକସଭା ସହ 19ଟି ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ଦଳୀୟ ପ୍ରାର୍ଥୀ ଦେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ତୃଣମୂଳ କଂଗ୍ରେସର ସାଧାରଣ...
ବୈଜ୍ଞାନିକ ପରୀକ୍ଷାରେ ଓଡିଆ ପୁଅର ସଫଳତା
ଦେଶର ପ୍ରମୁଖ ଗବେଷଣା ସଂସ୍ଥା ଇସ୍ରୋର ବୈଜ୍ଞାନିକ ପରୀକ୍ଷାରେ ଶୀର୍ଷ ସ୍ଥାନରେ ରହିଛନ୍ତି ବାଲେଶ୍ୱର ଜିଲ୍ଲାର ଆଲୋକ ଭଞ୍ଜ. ଏଥିପାଇଁ ସାରାଦେଶରୁ 7 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ. ସେମାନଙ୍କ ଭିତରୁ ଆଲୋକ ସବୁଠୁ ଶୀର୍ଷରେ ରହି ଓଡିଶା ପାଇଁ...
DJ ଗାଡି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ,5 ଗୁରୁତର
ଡିଜେ ଗାଡି ଗଛରେ ପିଟି ହୋଇ ଜଣେ ମୃତ ଓ 5 ଗୁରୁତର. ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ-କୁସଙ୍ଗ ରାସ୍ତାରେ. ସୂଚନା ଅନୁସାରେ, ଗତକାଲି ରାତିରେ ଚାରିଛକ-କୁସଙ୍ଗ ରାସ୍ତାରେ ଏକ ଡିଜେ ଗାଡି...
ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ଦୁଇ ଗୁରୁତର
କଳାହାଣ୍ଡି ଜିଲ୍ଲା ଧର୍ମଗଡସ୍ଥିତ ତିନିଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି. ମୃତକ ଜଣଙ୍କ ଆଦିତ୍ୟ ପାତ୍ର ଓ ସେ ଛତିଶଗଡର ବୋଲି ଜଣାପଡିଛି....
ରାୟଗଡାରେ ଦୁର୍ଘଟଣା, ଜଣେ ମୃତ
ରାୟଗଡା ଥାନା ଅନ୍ତର୍ଗତ ଫୁଲକଣା ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଇନୋଭା କାର୍ ଅଟୋକୁ ଧକ୍କା ଦେବା ଫଳରେ ଜଣେ ମହିଳା ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ମୃତ ମହିଳା ଜଣକ ହେଲେ ଗୁମ୍ମା ଅଞ୍ଚଳର...
ମଇଦାନକୁ ଓହ୍ଲାଇବେ ପୃଥ୍ବୀବଲ୍ଲଭ
ରାଜନୀତି ମଇଦାନକୁ ଓହ୍ଲାଇବେ ପୃଥ୍ବୀବଲ୍ଲଭ ପଟ୍ଟନାୟକ. ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି. ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରତିଦ୍ବନ୍ଦିତା କରିବାକୁ ଆଗ୍ରହ ପ୍ରକାଶ କରିବା ସହ କଂଗ୍ରେସକୁ...
ମହିଳା ମାଓବାଦୀ ମୃତ
କନ୍ଧମାଳ ତୁମୁଡିବନ୍ଧ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ । ମାଓବାଦୀମାନେ ଗୁଳି ଚାଳନା କରିବାରୁ ସୁରକ୍ଷା କର୍ମୀ ଏହାର ଜବାବ ଦେଇଥିଲେ । ଫଳରେ ସେନା ଗୁଳିରେ ଜଣେ ମହିଳା କ୍ୟାଡର ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ...
ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ମାମଲାରେ ଦାମଙ୍କୁ ଆଶ୍ୱସ୍ତି
ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲରାରେ ଦାମ ରାଉତଙ୍କ ନାମରେ ଥିବା ଅଭିଯୋଗକୁ ଆଜି ହାଇକୋର୍ଟ ରଦ୍ଦ କରିଛନ୍ତି ।
ପୂର୍ବତନ ବରିଷ୍ଠ ବିଜେଡି ନେତା ତଥା ପାରାଦ୍ୱୀପ ବିଧାୟକ ଦାମ ରାଉତ ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ...


















