29.4 C
Bhubaneswar
Friday, July 31, 2026
-Advertisement-

ପ୍ରଦର୍ଶନୀ ପଡିଆରେ ସ୍ୱାଧିନତା ଦିବସ

ଏଥର ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି ସ୍ୱାଧୀନତା ଦିବସ । ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡିଆରେ ପରେଡ ହେବ । ଟ୍ୱିନ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ଏଥର...
video

ଫନି ଧୋଇଦେଲା ୨୪,୧୭୬ କୋଟି

ସାମୁଦ୍ରିକ ଝଡ ଫନିର ୩ମାସ ପରେ ଆସିଲା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ । ଫନି ଦ୍ୱାରା ରାଜ୍ୟରେ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପୁନରୁଦ୍ଧାର କାର୍ଯ୍ୟପାଇଁ ୨୯ ହଜାର ୩୧୫ କୋଟି ଟଙ୍କା ଆବଶ୍ୟକ...

କାନ୍ଥ ଭୁସୁଡି ୩ ଶିଶୁ ଗୁରୁତର

ବର୍ଷାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବରେ ଲୋକେ ହନ୍ତସନ୍ତ । ବାଲିସାଗର ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରବଳ ବର୍ଷା ଯୋଗୁଁ ମନୋଜ ନାୟକ ନାମକ ଜଣେ...

ଟ୍ରଲର ଧକ୍କାରେ ଓଲୋଟିଲା ଟାଟାଏସି

ଟ୍ରଲର ଧକ୍କାରେ ଓଲୋଟିଲା ଟାଟାଏସି । ଏହା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ମେଗାନର୍ସରୀ ଡିଭାଇଡର ନିକଟରେ । କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରଲର, ରଙ୍ଗରୁଟରେ ଆସୁଥିବା ଏକ ଟାଟାଏସି ସହିତ ମୁହାଁମୁହିଁ...
video

ପାଣି ପାଇଁ ଖଣ୍ଡଯୁଦ୍ଧ

ଉଗ୍ର ହେଲା ଦୁଇ ଗାଁର ବିବାଦ । କେନାଲ ପାଣି ପାଇଁ ଦୁଇ ଗାଁ ମଧ୍ୟରେ ଖଣ୍ଡ ଯୁଦ୍ଧ । ପାଣି ପାଇଁ ଗଡିଲା ଦୁଇ ମୁଣ୍ଡ । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଓ...
video

ଶେଷ ଦିନରେ ଲାଗିଲା ମାଓ ପୋଷ୍ଟର

ଶେଷ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ । ତେବେ ସହିଦ ସପ୍ତାହ ପାଳନର ଶେଷ ଦିନରେ ଦେଖିବାକୁ ମିଳିଛି ପୁଣି ମାଓ ପୋଷ୍ଟର । ରାୟଗଡା ଜିଲ୍ଲାର ଆରିସାକାନି ବିଶ୍ରାମଗୃହରେ ଦେଖିବାକୁ ମିଳିଛି ଏହି ପୋଷ୍ଟର । ସହିଦ...
video

ଜନ୍ମ କରିଥିଲେ ଚାରୋଟି ପୁଅ, ଗୋଟିଏ ଝିଅ : ଏବେ କିନ୍ତୁ ସମୟ କଟୁଛି ପାଇଖାନା ଘରେ

ଦଶମାସ ଦଶଦିନ ଗର୍ଭରେ ରଖି ଜନ୍ମ ଦେଇଥିଲା ସ୍ନେହ କାଙ୍ଗାଳି ମା । କୋଳେଇ କାଖେଇ ପେଟରୁ କାଟି ତାକୁ ବଡ କରିଥିଲା । ଭାବିଥିଲା ବୟସର ଅପରାହ୍ନରେ ସିଏ ତାକୁ ସାହାରା ଦେବ । ମାତ୍ର ପୁଅ ପାଇଁ...

ରାଜ୍ୟରେ ତିଆରି ହେବ ୪ ନୂଆ ପ୍ଲାନିଟୋରିୟମ

ରାଜ୍ୟରେ ତଆରି ହେବ ଚାରୋଟି ନୂଆ ପ୍ଲାନେଟୋରିୟମ୍‌ । ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ନିର୍ମାଣ ହେବ ପ୍ଲାନୋଟେରିୟମ୍‌ । ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି । ଏ ନେଇ...

୪ ସପ୍ତାହରେ ତଦନ୍ତ କରି ରିପୋର୍ଟ ଦିଅ

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ସପ୍ତାହରେ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତଦନ୍ତରେ ସନ୍ତୁଷ୍ଟ ନ ହେଲେ ଏସଆଇଟି ଗଠନ କରି ତଦନ୍ତ କରିବା...
video

ଭିଜିଲାନ୍ସ ଜାଲରେ ସରପଞ୍ଚ ବାବୁ

ଭିଜିଲାନ୍ସ ଜାଲରେ ସରପଞ୍ଚ ବାବୁ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଞ୍ଜା ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଗୃହ ଓ ପଚାଂୟତ କାର୍ୟ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୋଜବନ୍ତୀଙ୍କ ଶଶ୍ୱୁର...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...