ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ
ବିଦ୍ୟୁତ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ବିଦ୍ୟୁତ ସରବରାହ ବିଛିନ୍ନ ଥିବାରୁ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ଯୁବକ | ମୟୁରଭଞ୍ଜ ଜିଲ୍ଲା ଵାଙ୍ଗିରିପୋଷି ବ୍ଳକ ଦିଘି ପଂଚାୟତର ଦିଘି ଗାଁରେ ଘଟିଛି ଏହି...
ଥାନାରେ ଅଟକ ଅଧ୍ୟାପକ
ଜଣେ କାର୍ଯ୍ୟରତ ଅଧ୍ୟାପକଙ୍କ ନାଁରେ ଆସିଛି ସଂଘିନ ଅଭିଯୋଗ | ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା । ଜଣେ +3 ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଟକ ରହିଛନ୍ତି ଅଧ୍ୟାପକ | ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର...
ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ
ଛାଡପତ୍ର ମାମଲାକୁ ନେଇ ସରକାର ନେଲେ ବଡ ନିଷ୍ପତି | ଏଣିକି ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ | ବାର୍ଷିକ ୪୦ ହଜାରରୁ କମ ଆୟ ଥିବା ମହିଳା ଏହି ପେନସନ ତାଲିକାରେ ଅନ୍ତର୍ଭୁକ୍ତ ହେବେ |...
ପୋଲିସ ଓ ନକ୍ସଲ ମୁହାଁମୁହିଁ, ଦୁଇ ନକ୍ସଲ ନିହତ
ମାଲକାନଗିରି ସୀମାରେ ମୁହାଁମୁହିଁ ହେଲେ ପୋଲିସ ଓ ନକ୍ସଲ | ଉଭୟଙ୍କ ମଧ୍ୟରେ ହେଲା ଗୁଳି ବର୍ଷା | ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଥିବା କୁଟ୍ରିମା ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ...
ଟ୍ରକ ମାଲିକଙ୍କ ଠାରୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା
ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବଡ ତଣ୍ଡ ଗଣିଲେ ଜଣେ ଟ୍ରକ୍ ମାଲିକ | ଯାହା ସମଗ୍ର ଦେଶରେ ହୋଇଥିବା ଜୋରିମାନାଠୁ ଢେର ଅଧିକ | ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା ଦେଇଛନ୍ତି ଟ୍ରକ...
ଝାରସୁଗୁଡ଼ାରେ ଏନକାଉଣ୍ଟର
ଝାରସୁଗୁଡ଼ାରେ ଏନକାଉଣ୍ଟର | ବ୍ରଜରାଜନଗର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି ପୋଲିସ | ପୋଲିସ ଗୁଳିରେ ବିନୋଦ ପ୍ରସାଦ ଆହତ ହୋଇଛି | ବିନୋଦଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି | ଝାରସୁଗୁଡ଼ା ଏସ ପି ଅଶ୍ବିନୀ କୁମାର ମହାନ୍ତିଙ୍କ...
ଯୁକ୍ତ ୩ ପରୀକ୍ଷା ନୀତିନିୟମକୁ ନେଇ ବଡ ନିଷ୍ପତି !
ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଲାଗି ବଦଳିଲା ନୀତି ନିୟମ | ପ୍ରତି ସେମିଷ୍ଟାର ପରୀକ୍ଷା ଲାଗି କରାଯାଉଥିବା ଫର୍ମ ପୂରଣ ଆଉ କରାଯିବ ନାହିଁ | କେବଳ ଗୋଟିଏ ଥର ହିଁ ଛାତ୍ରଛାତ୍ରୀ ନାମଲେଖା/ପୁନଃନାମଲେଖା ସମୟରେ ପରୀକ୍ଷା ଫି...
ଫେସବୁକ କରିଦେଲା ବିବାହ
ଫେସବୁକରେ ଗଢି ଉଠିଥିଲା ସମ୍ପର୍କ । ଧିରେ ଧିରେ ସେଇ ସମ୍ପର୍କ ପରିଣତ ହୋଇଗଲା ପ୍ରେମରେ । ଆଉ ତାପରେ ପ୍ରେମୀ ଯୁଗଳଙ୍କ ବାରମ୍ବାର ମିଳାମିଶା ଆଉ ଦେଖା ଚାହାଁ । ସବୁଦିନ ପରି ପ୍ରେମିକ ସେଦିନ...
ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା
ପ୍ଲାଷ୍ଟିକ ଚାଉଳ, ନକଲି କ୍ଷୀର ଏବଂ ପ୍ଲାଷ୍ଟିକ ଅଣ୍ଡା ପରେ ଏବେ ପୁଣି ଥରେ ମାଲକାନାଗିରିରେ ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ଅଣ୍ଡା ସମ୍ପର୍କରେ ଏଯାଏଁ ଖାଦ୍ୟ ବିଭାଗ...
ଷ୍ଟେସନ କୁ ମିଳିଲା ଡିଭିଜନ ର ମାନ୍ୟତା ତତ୍ପର ହୋଇ ଉଠିଲେ ରେଳବାଇ କର୍ତ୍ତୃପକ୍ଷ
ରାୟଗଡା ଷ୍ଟେସନ କୁ ଡିଭିଜନ ର ମାନ୍ୟତା ମିଳିବା ପରେ ରେଳବାଇ କର୍ତ୍ତୃପକ୍ଷ ବେଶ ତତ୍ପର ହୋଇ ଉଠିଛନ୍ତି | ଷ୍ଟେସନ ପରିସରରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଛେଦ କରାଯାଇଛି |ତେବେ ଆଜି ସ୍ତିତି ର ଅନୁଧ୍ୟାନ ଏକରିବା...














