26.9 C
Bhubaneswar
Thursday, July 30, 2026
-Advertisement-
video

ସବ୍ୟସାଚୀଙ୍କୁ ଆଜୀବନ ଜେଲ ଦଣ୍ଡ

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ । ପୂର୍ବରୁ ୫୨ଟି ମାମଲାରେ ଖଲାସ ହୋଇଥିଲେ ସବ୍ୟସାଚୀ । ୨୦୧୪ରେ ବଡବଜାର ଥାନା ଅନ୍ତର୍ଗତ ପେଟାସାହିରୁ ତାଙ୍କୁ ଗିରଫ କରାଯାଇଥିଲା । ସେହି ସମୟରେ ତାଙ୍କଠୁ ୨ ଲକ୍ଷ ସୁନା ଗହଣା...
video

କାର୍ ପାର୍କିଂରେ ନିଆଁ

ଆପାର୍ଟମେଣ୍ଟର କାର ପାର୍କିଂରେ ନିଆଁ । ଭୁବନେଶ୍ୱର ଝାରପଡା ଜଗନ୍ନାଥ ନଗରରେ ନିଆଁ ଲାଗି ଜଳିଯାଇଛି ୭ଟି ଗାଡି । ବିଳମ୍ବିତ ରାତିରେ ହେରିଟେଜ ବିଲ୍ଡିଂ ତଳେ ପାର୍କିଂ ହୋଇଥିବା ୨ଟି କାର ଓ ୫ଟି ବାଇକ ଜଳିଯାଇଛି ।...

ଆଜି ଓଜେଇଇ, ପରୀକ୍ଷା ଦେଉଛନ୍ତି ୨୯,୯୦୦ ଛାତ୍ରଛାତ୍ରୀ

ଆଜି ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ । ରାଜ୍ୟର ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫଲାଇନ ଏଣ୍ଟ୍ରାସ ହେବ । ଏଥିଲାଗି ୨୯,୯୦୦ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ୨ଟି ସିଟିଂରେ ହେବ ଏଣ୍ଟ୍ରାସ । ମେ...
video

ପୁଣି ମାତିଲେ ଲାଲବାହିନୀ 

ମାଲକାନଗିରିରେ ମାଓ ହିଂସା । ପଞ୍ଚାୟତ ଅଫିସକୁ ଉଡାଇଲେ ଲାଲବାହିନୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରପାଲି ପଞ୍ଚାୟତ ଅଫିସକୁ ଉଡାଇଦେଇଛନ୍ତି ମାଓବାଦୀ । ଗତ ରାତିରେ ୩୦ରୁ ୪୦ ଜଣ ମାଓବାଦୀ ଆସି ବିସ୍ଫୋରଣ କରି ପଞ୍ଚାୟତ...

୬ମହଲାରୁ କାହିଁକି ଡେଇଁଲେ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ୬ମହଲା ଉପରୁ ଡେଇଁ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦେଓଗାଁ ମହୁଳଖୋଲର ଟୁନା ବେହେରା । ଗୁରୁବାର ଅଶୁଂଘାତର ଶିକାର ହୋଇ ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ...
video

ଛୁଟି ସରିବା ଆଗରୁ ସଜଡା ହେବ ତ ସ୍କୁଲ

ସାମୁଦ୍ରିକ ବାତ୍ୟା ଫନି ପାଇଁ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଫନି ମାଡରେ ଭୁଷୁଡି ପଡିଛି ବିଭିନ୍ନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି । ନିମାପଡା ଓ ଗୋପ ବ୍ଲକରେ ବହୁ ସ୍କୁଲ ଘର କ୍ଷତିଗ୍ରସ୍ତ ହୋଇଛି । ଗୋପ...

ବଢିବ ତାତି

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ଆସନ୍ତାକାଲିଠୁ ସ୍ଥିତି ଅଧିକ ଜଟିଳ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।ପଶ୍ଚିମ ଓଡିଶାର...

ଆକାଶରୁ ନିଆଁ ବର୍ଷା

ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ । ଭୁବନେଶ୍ୱରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ରାସ୍ତା କଡରେ ଗଛଟିଏ ନଥିବାରୁ ରାସ୍ତାରେ ଯିବା ଆସିବା କରିବା ମୁସ୍କିଲ ହୋଇପଡୁଛି । ଭୁବନେଶ୍ୱରରେ...

ସମୟ ପାଖଉଛି,ଛନକା ପଶୁଛି

ସମୟ ଯେତିକି ପାଖଉଛି ସେତିକି ବେଗରେ ମାଡି ଆସୁଛି ଭୟଙ୍କର ସାମୂଦ୍ରିକ ଝଡ ଫନି । ପୁରୀଠାରୁ ଆଉ ପ୍ରାୟ ୩୬୦ କିମି ଦୂରରେ ରହିଛି ଫନି । ଆସନ୍ତା କାଲି ଦିନ ୧୦ଟାରୁ ୧୨ଟା ଭିତରେ ଲ୍ୟାଣ୍ଡଫଲ କରିବ...

ଘର ଭିତରୁ ଉଦ୍ଧାର ହେଲା ୧୦ ଫୁଟର କିଙ୍ଗ୍ କୋବ୍ରା

ଉଦ୍ଧାର ହେଲା ୧୦ ଫୁଟ ଲମ୍ବର କିଙ୍ଗ୍ କୋବ୍ରା । ଆଜି ସକାଳୁ ଜଣଙ୍କ ଘର ଭିତରୁ ଉଦ୍ଧାର ହୋଇଛି ୧୦ ଫୁଟ ଲମ୍ବର କିଙ୍ଗ୍ କୋବ୍ରା । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପଣ୍ଡୁରାବାଡିର ଗାଁରେ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...