ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ଯାପିତ
ମୟୁରଭଞ୍ଜ ଜିଲ୍ଲା ଯଶିପୁର କଲେଜର ଯୁକ୍ତତିନି ବିଭାଗରେ ଆରମ୍ଭ ହୋଇଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି | ୧୨୦ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ତାଲିମ ଶିବିର | ଗତ ଅଗଷ୍ଟ ୨୭ ତାରିଖରେ ଆରମ୍ଭ...
ଝାରସୁଗୁଡା ବିମାନବନ୍ଦରରୁ ଆଉ ୨ଟି ସହରକୁ ଉଡିବ ବିମାନ
ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ସହରକୁ ଉଡିବ ବିମାନ । ପୂର୍ବରୁ ୫ଟି ସ୍ଥାନକୁ ବିମାନ ଉଡାଣ କରୁଥିବା ବେଳେ ଏବେ ଆଉ ଦୁଇଟି ସ୍ଥାନକୁ ଉଡାଣ କରିବ ବିମାନ | ଦୁଇ ସହର କୋଲକାତା ଏବଂ...
ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟଭାର ଗ୍ରହଣ କଲେ ମାନସ ମଙ୍ଗରାଜ
ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇବା ପରେ ଆଜି ବିଧିବଦ୍ଧ ଭାବେ ଦାଇତ୍ୱ ଗ୍ରହଣ କଲେ ମାନସ ମଙ୍ଗରାଜ | ଓଡ଼ିଶାର ଗଣମାଧ୍ୟମ ସହ ଜଡିତ ଥିବା ବିଜେଡିର ଏହି ଯୁବ ନେତାଙ୍କୁ ରାଜ୍ୟ ସରକାର ନିଜର ଉପଦେଷ୍ଟା...
ରାୟଗଡା ଷ୍ଟେସନ ବାହାରୁ ଉଛେଦ ପକ୍ରିୟା ଆରମ୍ଭ
ରାୟଗଡା ଷ୍ଟେସନକୁ ମିଳିଲା ରେଲୱାଇ ଡିଭିଜନର ମାନ୍ୟତା | ମାନ୍ୟତା ମିଳିବା ପରେ ଏବେ ଆରମ୍ଭ ହୋଇଯାଇଛି ଉଛେଦ ପକ୍ରିୟା | ପ୍ରଥମ ପର୍ଯାୟରେ ଗତ ୨୧ ତାରିଖ ଦିନ ଷ୍ଟେସନ ବାହାରେ ଥିବା ୬ଟି ଦୋକାନ ଗୃହକୁ ଜେସିପି...
ଛତିଶଗଡ଼ ସରକାରଙ୍କ ବିରୋଧରେ ଆଦିବାସୀ ସଂଘ ମେଳି
ଛତିଶଗଡ଼ ସରକାର ସାବେରୀ ନଦୀରେ ବାନ୍ଧିବାକୁ ଯାଉଛନ୍ତି ଡ୍ୟାମ | ଯାହାକୁ ବିରୋଧ କରିଛନ୍ତି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ । ଯଦି ଏହି ଡ୍ୟାମ ନିର୍ମାଣ କରାଯାଏ ତେବେ ଟେମୁରପାଲି, ମହୁପଦର ଅଞ୍ଚଳର ଲୋକେ ବିଶେଷ ରୂପେ କ୍ଷତିଗସ୍ତର...
ବନ ବିଭାଗ ଯନ୍ତାରେ ଭାଲୁ
ଦୀର୍ଘ ଏକ ମାସ ଧରି ବନ ବିଭାଗକୁ ନାକେଦମ କରିବା ପରେ ଯନ୍ତାରେ ପଡିଲା ଭାଲୁ । ମାଲକାନଗିରି ଜିଲ୍ଲା ବାଲିମେଳା ଠାରେ ବନ ବିଭାଗ ଗୋଟିଏ ଭାଲୁକୁ ଉଦ୍ଧାର କରିଛି | ସ୍ଥାନୀୟ ଅଂଚଳରେ ଭାଲୁ ସମସ୍ତଙ୍କୁ...
୪ ଦିନ ଯାଏଁ ପ୍ରବଳ ଛେଚିବ
ରାଜ୍ୟରେ ଆହୁରି ୪ ଦିନ ବର୍ଷା ହେବ । ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।...
ଛୁଟି ଦିନରେ ବି ଗାଡି ସମ୍ବୋଧିତ ହୋଇପାରିବ ସମସ୍ତ କାର୍ଯ୍ୟ
ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ଚାରିଆଡେ ଜନ ଅସନ୍ତୋଷର ଆକ୍ରୋଶ ବଢୁଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି | ହଠାତ ଏତେ ବଡ...
ଡଙ୍ଗାବୁଡି ଘଟଣା, ଆଉ ଏକ ମୃତ ଦେହ ଉଦ୍ଧାର
ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ନିଖୋଜ ଘଟଣା । ଆଜିକୁ ଏହି ଘଟଣା ଚତୁର୍ଥ ଦିନରେ ପହଁଚିଥିବା ବେଳେ ଡଙ୍ଗା ବୁଡି ଯାଇ ୪ ଜଣ ନିଖୋଜ ହୋଇଯାଇଥିଲେ | ନିଖୋଜଙ୍କ ମଧ୍ୟରୁ ମଙ୍ଗଳବାର ଏକ ମୃତଦେହ ଉଦ୍ଧାର ହୋଇଛି ।...
ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ବୈଠକ
ରାୟଗଡା ଠାରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନଭାବ ପୋଷଣ କରୁଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି...















