ପୁରୀରେ ଫୁଟିଲା ଗୁଳି, ଦୁଇ ଦୁର୍ଦ୍ଦାନ୍ତ ଅପରଧୀ ଆହତ
ଶ୍ରୀକ୍ଷେତ୍ରରେ ପୋଲିସ କରିଛି ଡବଲ ଏନ୍କାଉଣ୍ଟର | ଦୁଇଟି ପୃଥକ ପୃଥକ ସ୍ଥାନରେ ପୋଲିସ ଦୁଇ ଦୁର୍ଦ୍ଦାନ୍ତ ଅପରଧୀଙ୍କ ଉପରେ ଗୁଳି ଚଳାଇଛି |ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ...
ବୃଦ୍ଧି ପାଇବାରେ ଲାଗୁଛି ହୀରାକୁଦ ଡ୍ୟାମର ଜଳସ୍ତର
ବୃଦ୍ଧି ପାଇବାରେ ଲାଗୁଛି ହୀରାକୁଦ ଡ୍ୟାମର ଜଳସ୍ତର ,୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଅପରାହ୍ନରେ ଜଳସ୍ତର ୬୨୫.୫୬ଫୁଟ...
ଧୂମଧାମରେ ଶେଷ ହୋଇଛି ଖୁଦୁରୁକୁଣୀ ଓଷା
ବିବିଧ ପୂଜା, ପର୍ବପର୍ବାଣୀ ଓ ଓଷାପାଳନକୁ ନେଇ ଓଡ଼ିଶାର ଧାର୍ମିକ ପରଂପରାର ମହତ୍ତ୍ୱ ରହିଛି । ପ୍ରତିପର୍ବ ନିଜର ଏକ ସ୍ୱତନ୍ତ୍ର ବିଶେଷତ୍ୱ ବହନ କରେ । ବିଶେଷ କରି ଭାଦ୍ରବ ମାସରେ ଏମିତି ସବୁ ପର୍ବକୁ ନେଇ ଗାଁଠୁ...
କଂଗ୍ରେସର କୁଳଚନ୍ଦ୍ରମାଙ୍କୁ ଅଣଦେଖା
କଂଗ୍ରେସରେ କୋରାପୁଟ ଲୋକସଭା ସାଂସଦକୁ ଅଣଦେଖା , ଫଳରେ ଆଜି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । କୋରାପୁଟ ସାଂସଦ ସପ୍ତଗିରୀ ଉଲାକାଙ୍କୁ ରାୟଗଡା ଜିଲ୍ଲାରେ ହେଉଥିବା ବିଭିନ୍ନ ସରାକାରୀ କାର୍ଯ୍ୟକ୍ରମରେ ଡକାଯାଉନି ବୋଲି...
ଦୁଇ ଛୁଆଙ୍କୁ ବିଷଦେଇ ନିଜେ ବିଷ ପିିଇଲା ମା
ଦାରିଦ୍ର୍ୟ ଉଜାଡ଼ି ଦେଇଛି ଆଉ ଏକ ପରିବାର । ଗରିବୀ ଯୋଗୁଁ ଘର ସମ୍ଭାଳିବା ଅସମ୍ଭବ ହେବାରୁ ଶେଷରେ ଦୁଇ ପିଲାଙ୍କ ସହିତ ମା’ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା...
ମରିୟାନଙ୍କ ସଂଘର୍ଷର କାହାଣୀ
ପଲିଥିନ୍ ଟଣା ଘରେ ବିତୁଛି ଜୀବନ । ବର୍ଷେ କି ଅଧେ ନୁହଁ ୧୦ ବର୍ଷ ହେବ ଏମିତି ଦୁର୍ବିସହ ଜୀବନ କଟୁଛି । ଏହା ସତ୍ତେ୍ୱ ବି ହାର ମାନିନାହାଁନ୍ତି ମରିୟାନ ବିବି । ଖାଇବାକୁ ନପାଇ...
ମହଙ୍ଗା ପଡିଲା ଏଟିଏମରେ ପରିସ୍ରା କରିବା
ଏଟିଏମ୍ କାଉଣ୍ଟର ଭିତରେ ନିଶାସକ୍ତ ଅବସ୍ଥାରେ ମେସିନ୍ ଉପରେ ପରିସ୍ରା କରିଥିବା କନଷ୍ଟେବଳଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନେଷ୍ଟବଳ ସମୀର ସେଠୀଙ୍କୁ ମୟୁରଭଞ୍ଜ ଏସ୍ପି ନିଲମ୍ବିତ କରିଛନ୍ତି । ବାରିପଦା ମ୍ୟୁନିସିପାଲିଟି ଅଫିସ୍ ପାଖରେ ଥିବା ଏକ...
ଖବର ଦେଲେ ମିଳିବ ପୁରସ୍କାର
ବିଦ୍ୟୁତ୍ ଚୋରୀ ରୋକିବା ପାଇଁ ଅଭିନବ ପଦକ୍ଷେପ । ଏଣିକି ବିଦ୍ୟୁତ୍ ଚୋରୀ ନେଇ ଖବର ଦେଲେ ମିଳିବ ଅର୍ଥ ପୁରସ୍କାର । ଜରିମାନା ଆଦାୟର ଦଶ ପ୍ରତିଶତ ଖବରଦାତାଙ୍କୁ ଦିଆଯିବ । ଆଜି ଏନେଇ ସେସୁର ସିଇଓ...
ବିଜେବି କଲେଜ ସାମ୍ବାଦିକତା ବିଭାଗରେ ଗୁରୁଦିବସ ପାଳିତ
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆଜି ଗୁରୁଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ କଲେଜର ଅଧକ୍ଷା ଡ.ସୁପ୍ରଭା ପଟ୍ଟନାୟକ, ସାମ୍ବାଦିକତା ଗଣ...
କ୍ଷତବିକ୍ଷତ ଅବସ୍ଥାରେ ହେଟା ବାଘ ଉଦ୍ଧାର
କ୍ଷତବିକ୍ଷତ ଅବସ୍ଥାରେ ରାସ୍ତା କଡରୁ ଉଦ୍ଧାର ହେଲା ହେଟା ବାଘ । ସୂଚନା ଅନୁଯାୟୀ ମାଲକାନାଗିରି ଜିଲ୍ଲା କାଲିମେଳା ସଦର ଠାରୁ ମାତ୍ର ୩୦୦ ମିଟର ଦୂର ମୁଖ୍ୟ ରାସ୍ତାରେ ଘାଇଲା ହୋଇ ହେଟାବାଘ ପଡିରହିଥିବା ଦେଖିବାକୁ ମିଳିଥିଲା ।ବାଘର...
















