ସ୍ୱାଧୀନତା ସଂଗ୍ରାମୀ ଅସୁସ୍ଥ
ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା । ଆଚାର୍ଯ୍ୟ ବିନୋବା ଭାବେଙ୍କ ପାଇଲଟ୍ ଭାବେ ସୁପରିଚିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ଭୁବନେଶ୍ୱରର ହାଇଟେକ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ବ୍ରାଉନସୁଗାର ନେଟୱାର୍କ ପଶ୍ଚିମବଙ୍ଗରୁ ଝାଡଖଣ୍ଡ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସଦନନ୍ଦପୁର ଗାଁରେ ୧୫୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ୧୬ ଲକ୍ଷ ଟଙ୍କା ରହିଛି । ସେହି ଗାଁର ଫାରୁଖ ଖାଁଙ୍କ ପୁଅ ଅବଦୁଲ ଫରିଦ...
କଳାହାଣ୍ଡି ଉତ୍ସବ ଉଦଘାଟିତ
ଉଦଘାଟିତ ହୋଇଛି ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ । ଏହି ସାଂସ୍କୃତିକ ମହୋତ୍ସବ ଆସନ୍ତା ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହେବ । ସୋମବାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଠାରେ ଗ୍ରାମପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ...
ଗିରଫ ହେଲା ପ୍ରେମିକ ଓ ପ୍ରେମିକର ବାପା
ଗୋଳାପଲ ପ୍ରେମିକ ଗୁଳିମାଡରେ ପ୍ରେମିକା ମୃତ୍ୟୁ ଘଟଣାରେ ପ୍ରେମିକ ଶେଖ ସାଦତ୍ତ ଓ ପ୍ରେମିକର ବାପା ଶେଖ ସାଝୀଦଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ. ରବିବାର ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଗୋଳାପଲ ନିକଟରେ ଘଟିଥିଲା ଏହି ଅଭାବନୀୟ ଘଟଣା....
ଦଳକୁ ସୁଦୃଢ ପାଇଁ ମାସକର ଦରମା ଦିଅ : ନବୀନ
ଆଗକୁ ନିର୍ବାଚନ ଆସୁଛି. ଦଳକୁ ସୁଦୃଢ ଓ ସଶକ୍ତ କରିବା ପାଇଁ ଟଙ୍କା ଦରକାର. ସେଥିପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବିଧାୟକ ଓ ସାଂସଦଙ୍କୁ ନିଜର ଗୋଟିଏ ମାସର ଦରମା ପାର୍ଟି ଫଣ୍ଡକୁ ଦାନ...
ମର୍ମନ୍ତୁଦ ସଡକ ଦୁର୍ଘଟଣା
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଲପଡା ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଫଳରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି. ସୂଚନା ଅନୁସାରେ, ବ୍ରହ୍ମପୁରଠାରୁ ଅଙ୍ଗାର ଗାଁ ଅଭିମୁଖେ ଯାଉଥିବା ଦକ୍ଷିଣେଶ୍ୱର ନାମକ ଏକ ବସ ଜଣେ...
ଗୁଳିମାଡରେ ପ୍ରେମିକାର ମୃତ୍ୟୁ
ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଗୋଳାପଲ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା. ମିଳିଥିବା ସୂଚନା ଅନୁସାରେ, 8 ଦିନ ତଳେ ଶେଖ ଆଲ୍ଲାମଙ୍କ 14 ବର୍ଷର ଝିଅ ପରୱିନ ଆରଡବଜାରସ୍ଥିତ ଏସକେ ସାଦତ୍ତ ଓରଫ ମାମୁନଙ୍କ ସହ ଯାଇ...
ପ୍ରଥମେ ନିଆଳି, ପରେ ନରାଜ
ପୁଣି ଆରମ୍ଭ ହୋଇଯାଇଛି ଅଜଣା ଜନ୍ତୁ ତାଣ୍ଡବ. କିଛିମାସ ପୂର୍ବେ ଏହି ଜନ୍ତୁ ଆତଙ୍କ ନିଆଳିରେ ଦେଖିବାକୁ ମିଳିଥିଲା ଏବଂ ଏହି ଜନ୍ତୁ ଆତଙ୍କରେ ବାରମ୍ବାର ମେଣ୍ଢାମଡକ ସାମ୍ନାକୁ ଆସିଥିଲା. ପରବର୍ତ୍ତୀ ସମୟରେ ଏହା କିଛି ସମୟ ପାଇଁ ବନ୍ଦ...
ଡାକ୍ତରଶୂନ୍ୟ କୋଦଳା ସ୍ବାସ୍ଥ୍ୟକେନ୍ଦ୍ର
ବିଗୁଡୁଛି ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା. ବାହାରକୁ ଯେତେ ପ୍ରଚାର କଲେବି ବ୍ଲକ, ସବଡିଭିଜନସ୍ତରରେ ଡାକ୍ତରଖାନାଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଲାଣି. ମାସ ମାସ ଧରି ଡାକ୍ତର ପଦବୀ ଖାଲି ରହୁଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନି. ଆମେ ଆପଣଙ୍କୁ ଦେଖାଉଛୁ ଗଞ୍ଜାମ ଜିଲ୍ଲାର...
କୃଷିଋଣ ଛାଡ ଦାବିରେ ସଗରିଆ
ବର୍ତ୍ତମାନ କୃଷିଋଣ ଛାଡ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ. ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ କୃଷ୍ଣ ସଗରିଆଙ୍କ ନେତୃତ୍ୱରେ ଶନିବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି. ଏହାଛଡା ଧାନ କ୍ୱିଣ୍ଟାଲ ପିଛା 2900 ଟଙ୍କା ସହ...











