‘ଜୟ ହିନ୍ଦ୍,ଜୟ ଇଣ୍ଡିଆ’ରେ କମ୍ପିବ କଳିଙ୍ଗ ଷ୍ଟାଡିୟମ
ହକି ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଲାଗି ରହିଥିବା ବେଳେ କଳିଙ୍ଗ ଷ୍ଟାଡିୟମକୁ ଆଉ ଟିକେ ରୋମାଞ୍ଚକର କରିବା ପାଇଁ କଣ୍ଠଶିଳ୍ପୀ ଏଆର ରହେମାନ ପ୍ରସ୍ତୁତ କରିଛନ୍ତି ଏକ ସଙ୍ଗ୍. ତେବେ ନଭେମ୍ବର 18 ତାରିଖ ଦିନ...
ଆରପାରିରେ ମର୍ଦ୍ଦଳଗୁରୁ ବନମାଳୀ ମହାରଣା
ପ୍ରସିଦ୍ଧ ମର୍ଦ୍ଦଳଗୁରୁ ବନମାଳୀ ମହାରଣା ଆଉନାହାନ୍ତି. ଶନିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି. ନିମୋନିଆ ରୋଗରେ ପୀଡିତ ଥିବାରୁ ଗତ କିଛିଦିନ ଧରି ସେ ଚିକିତ୍ସିତ ହେଉଥିଲେ. ମୃତ୍ୟୁବେଳକୁ ତାଙ୍କୁ 83 ବର୍ଷ...
ତୁଟୁନି ବାଲିଯାତ୍ରା ବିବାଦ
ଆସନ୍ତା ନଭେମ୍ବର 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା. ଏଥିପାଇଁ ଏବେଠାରୁ ବାଲିଯାତ୍ରା ବ୍ୟବସାୟୀ ନିଜର ଦୋକାନ ପକେଇବା ପାଇଁ ପ୍ରସ୍ତୁତି ହେବା କଥା. ମାତ୍ର ପ୍ରଶାସନ ସେମାନଙ୍କ ପାଇଁ ଜମି ଆବଣ୍ଟନରେ କରିଥିବା...
ଅନଲାଇନରେ ମିଳିବ ହକି ଟିକେଟ
ଗୁରୁବାର ଟିକେଟ ବିକ୍ରିକୁ ନେଇ କଳିଙ୍ଗ ଷ୍ଟାଡିୟମ ଟିକେଟ କାଉଣ୍ଟର ପାଖରେ ଭଙ୍ଗାରୁଜା ହେବା ପରେ ଶୁକ୍ରବାର ସଚିବାଳୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଯେଉଁଥିରେ ଆସନ୍ତା 27 ତାରିଖରେ କଳିଙ୍ଗ ଷ୍ଟାଡିୟରେ ଆୟୋଜିତ ହେବାକୁଥିବା ହକି...
ବିଜେବି ପିପୁଲ୍ସ ଆସୋସିଏସନ ପକ୍ଷରୁ ଶିଶୁ ପ୍ରତିଭା ପ୍ରତିଯୋଗୀତା
ବିଜେବି ପିପୁଲଲ୍ସ ଆସୋସିଏସନ ମହିଳା ଶାଖା ପକ୍ଷରୁ ବିଜେବି ନଗରରେ ଶିଶୁ ପ୍ରତିଭା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି. ଯେଉଁଥିରେ ପାଖାପାଖି 600 ଜଣ କୁନି କୁନି ପିଲା ଅଂଶ ଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ. ତନ୍ମଧ୍ୟରୁ 100ଜଣ...
କିଟ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ
ଭୂବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର 14ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍, ୱାର୍ଲଡ ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚରର ବିରିଷ୍ଠ ଉପସଭାପତି ଅର୍ନୋଷ୍ଟ କାହାନା, ସ୍ୱିଜରଲ୍ୟାଣ୍ଡ ସାଂସଦ ନିକ୍ଲାସ ସାମୁଏଲ ଗଗର,...
ଜିଆଇ ଟ୍ୟାଗ୍ ପାଇଁ ରସଗୋଲା ପରେ ଏବେ ତାଳଗୁଡ !
ରସଗୋଲାକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହ ଓଡିଶାର ଶୀତଳ ଯୁଦ୍ଧ ପରେ ଏବେ ତାଳଗୁଡକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଓଡିଶା ସରକାର ଯୋଜନା କରୁଛନ୍ତି. ସୂଚନା ଅନୁସାରେ, ଏହାକୁ ନେଇ ଓଡିଶା ରାଜ୍ୟ...
ମର୍ମନ୍ତୁଦ ସଡକ ଦୁର୍ଘଟଣା
ଜଗତସିଂହପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାରିପୋଲିଆ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା. ଏକ ହାଇୱେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି. 55 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି.
ସୁଚନାଅନୁଯାୟୀ, ଜଗତସିଂହପୁରରୁ କଟକ ଅଭିମୁଖେ ଯାଉଥିବା ସମୟରେ ଉକ୍ତ...
୧୨ ଘଣ୍ଟିଆ ବନ୍ଦ ଡାକରା
ଝାରସୁଗୁଡା ଜିଲ୍ଲା ବେଲପାହାଡରେ ଆଜି ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ବେଲପାହାଡ ନାଗରିକ ମଂଚ ଏହି ବନ୍ଦ ଡାକରା ଦେଇଛି । ୬ ଦଫା ଦାବି ନେଇ ମଂଚ ଆଜି ସକାଳ ୬ଟାରୁ ସହରରେ ଗାଡି ଚଳାଚଳ...
ଝାଡଖଣ୍ଡି ହାତୀଙ୍କ ଉପଦ୍ରବ
ପୁଣି ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ। ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜର ଗୋପାଳପୁର ଜଙ୍ଗଲରେ ଥିବା ଝାଡଖଣ୍ଡ ହାତୀମାନେ ଗତକାଲି ରାତିରେ ଗୋପାଳପୁର ଜଙ୍ଗଲରୁ ବାହାରି ଆନନ୍ଦପୁର,ହାତିଆଶିଳ, ଜଡିବାଲିର ଚାଷ ଜମିରେ ଧାନ ଫସଲ ଖାଇବା ସହ ଗାଁରେ ପଶି ୩ଟି...










