ରାଜ୍ୟ ସ୍ତରୀୟ ଉତ୍କଳ ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି...
କେସିଙ୍ଗା ପୋଲିସ ବିରୁଦ୍ଧରେ ଅଭିଯୋଗ କଲେ ନର୍ଲା ବିଧାୟିକା
ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ କେସିଙ୍ଗା ପୋଲିସକୁ ପଶିବାକୁ ନେଇ କେସିଙ୍ଗା ପୋଲିସ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ବିଧାୟିକା ମନୋରମା ମହାନ୍ତି । ଭୁବନେଶ୍ୱର ଖାରବେଳେ ନଗର ଥାନାରେ ମନୋରମା ମହାନ୍ତି ଅଭିଯୋଗ କରିଛନ୍ତି । ବିଧାୟିକା କେସିଙ୍ଗା...
ବ୍ରହ୍ମପୁରରେ ନାବାଳିକାକୁ ଗଣଦୁଷ୍କର୍ମ
ବ୍ରହ୍ମପୁରରେ ଜଣେ ଅଣଓଡ଼ିଆ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିବା ସହିତ ଜଣେ ନାବାଳକକୁ ଅଟକ ରଖାଯାଇଛି । ସୂଚନା ଅନୁଯାୟୀ,...
ଆଜି ସମାପ୍ତ ହେଲା ନକ୍ସଲ ନିପାତ ଡେଡଲାଇନ୍
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ମାର୍ଚ୍ଚ ୩୧ ମଧ୍ୟରେ ନକ୍ସଲମାନଙ୍କୁ ହିଂସା ଛାଡ଼ି ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ। ନକ୍ସଲ ନିପାତ ପାଇଁ ଦିଆଯାଇଥିବା ଡେଡଲାଇନ୍ ଆଜି ସମାପ୍ତ ହୋଇଛି। ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀଙ୍କ ଅଭିଯାନରେ ବହୁ...
ଗୃହରେ ନିଶିକାନ୍ତ ଦୁବେଙ୍କ ବିରୋଧରେ ନାରାବାଜି
ଗୃହରେ ଏବେ ବିଜୁ ବାବୁଙ୍କ ପ୍ରସଙ୍ଗ ଉଠାଇଛି ବିଜେଡ଼ି । ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ହଙ୍ଗାମା କରିଛନ୍ତି ବିରୋଧୀ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରଥମେ...
ରାଉରକେଲାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ମାଓ ସଂଗଠନକୁ ଲାଗିଛି ବଡ଼ ଝଟକା । ଓଡ଼ିଶାର ରାଉରକେଲାରେ ଜଣେ ସକ୍ରିୟ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ରାଉରକେଲାରେ ଆଜି ମୋଙ୍ଗଡ଼ି ହୁନାଙ୍ଗା ନାମକ ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ...
ବିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର
ଓଡ଼ିଶାରେ ଚିଟଫଣ୍ଡ ଠକେଇରେ ପୀଡିତ ଲକ୍ଷାଧିକ ନିବେଶକଙ୍କ ପାଇଁ ଆସିଛି ବଡ଼ ଖବର। ସୂଚନା ଅନୁଯାୟୀ,ସରକାରଙ୍କ ପକ୍ଷରୁ ଗ୍ରହୀତ ପଦକ୍ଷେପ ଫଳରେ ଏପର୍ଯ୍ୟନ୍ତ ୪ ଲକ୍ଷ ୨୭ ହଜାର ୪୮୭ ଜଣ କ୍ଷତିଗ୍ରସ୍ତ ନିବେଶକ ନିଜର ଟଙ୍କା ଫେରି ପାଇଛନ୍ତି।...
ବିଧାୟିକାଙ୍କ ବାସଭବନରେ ପୋଲିସ ପଶିବାକୁ ତିବ୍ର ନିନ୍ଦା କଲେ ନବୀନ
କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡ଼ି ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ ବାସଭବନରେ ପୋଲିସ ପଶିବାକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋମବାର ବିଧାନସଭା ପରିସରରେ ନବୀନ କହିଛନ୍ତି ଯେ ମହିଳା ବିଧାୟିକା ମନୋରମା...
ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଓଡ଼ିଶାର ଶକ୍ତି କ୍ଷେତ୍ର ଉପରେ ପଡୁଥିବା ପ୍ରଭାବର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ...
ପୁରୀ ସମୁଦ୍ରରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ
ସୋମବାର ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ୨ ଜଣ ପର୍ଯ୍ୟଟକ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି । ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ ଦେହକୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ...


















