28.9 C
Bhubaneswar
Saturday, August 8, 2026
-Advertisement-

ବଜାରରେ ନକଲି ସର୍ଫ ଏକ୍ସଲ

ଆପଣ ଯେଉଁ ସର୍ଫ ଏକ୍ସଲକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି । ସିଏ ନକଲି । ବିପୁଳ ପରିମାଣର ନକଲି ସର୍ଫ ଜବତ ହୋଇଛି । ଅଭିଜିତ୍ ବେହେରା ନାମକ ବ୍ୟକ୍ତି ଗିରଫ ହୋଇଛନ୍ତି । ୧୫୪୦ କେଜି...

କେନ୍ଦୁପତ୍ର ତୋଳାଳିଙ୍କୁ ନବୀନଙ୍କ ଭେଟି

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି ହୋଇଛି । ଏମାନେ ୨୪୦ କୋଟି ଟଙ୍କା ପାଇବେ । ଉପକୃତ ହେବେ ୭ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି । ବୋନସ ଏବଂ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦କୋଟି ଟଙ୍କା ମଞ୍ଜୁର...

ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଅନୁସାରେ, ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ର ବ୍ୟବହାର ହୋଇଥିବା କ୍ଷତ ଚିହ୍ନରୁ ସ୍ପଷ୍ଟ ହୋଇଛି ।...

ପୁରୀରେ ହଜିଥିଲେ, ଚନ୍ଦ୍ରଭାଗାରୁ ମିଳିଲା ମୃତଦେହ

ଶନିବାର ଦିନ ପୁରୀ ବେଳାଭୂମିରେ ହଜି ଯାଇଥିଲେ ବାଲେଶ୍ୱରର ବଂଶୀଧର ବେହେରା I ପରିବାର ସହ ସମୁଦ୍ର ଲହଡିର ମଜା ନେଉଥିବା ବେଳେ ହଠାତ ସେ ନିଖୋଜ ହୋଇଯାଇଥିଲେ I ବହୁତ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳିନଥିଲା...

ଅଣ୍ଟା ବ୍ୟଥା ଦୂର ପାଇଁ ପଶୁ ଇଞ୍ଜେକ୍ସନ !

ମଣିଷକୁ ପଶୁ ଇଞ୍ଜେକ୍ସନ ଦେଇଦେଲେ ନକଲି ଡାକ୍ତର । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଅଭାବନୀୟ ଘଟଣା । ମହୁଲଡିଆରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ଯାଇଥିବା ଚିକିତ୍ସାବେଳେ ପଶୁଙ୍କ ପାଇଁ ବ୍ୟବହୃତ ହେଉଥିବା ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ...

ଲିଙ୍ଗିପୁର ଏଟିଏମ ଚାଡିନେବା ପଛରେ ବାଂଲାଦେଶୀ ଲୁଟେରା

ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ଏଟିଏମ୍ ତାଡିନେବା ଘଟଣା ପଛରେ ବାଂଲାଦେଶୀ ଲୁଟେରା । ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଥିବା ସୂଚନା ଅନୁଯାୟୀ, ଏଟିଏମ ଓପାଡିନେବା ପରେ ସେମାନେ ବେଙ୍ଗାଲୁର...

ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ

ପୁରୀ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ତରଫରୁ ୧୩ ତମ ବାର୍ଷିକ ଉତ୍ସବ ସହିତ ମହାବିଶୁବ ସଂକ୍ରାନ୍ତି ପରମ୍ପରା ଅନୁଯାୟୀ ପାଳନ କରାଯାଇଛି |ଏହି ପବିତ୍ର ପଣା...

4 ଜିଲ୍ଲାରେ ଭୂକମ୍ପ ଝଟକା

ଚାରି ଜିଲ୍ଲାରେ ମୃଦୁ ଭୂକମ୍ପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 11ଟା 19 ମିନିଟରେ ଗଞ୍ଜାମ, ନୟାଗଡ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ।...

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅଫିସରମାନଙ୍କୁ ତାଲିମ ନେବା ପାଇଁ ନୂଆଦିଲ୍ଲୀ ପଠାଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ...

ଏଥର ସ୍ୱାଭାବିକ ମୌସୁମୀ

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ୍ ପିରିୟଡ ଆଭରେଜ୍‌ର ୯୬ ପ୍ରତିଶତ ବର୍ଷା...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...