ବଢୁଛି ଜୁଏଲଙ୍କ ଅଡୁଆ
ସୁନ୍ଦରଗଡର ବିଜେପି ସାଂସଦ ଜୁଏଲ ଓରାମଙ୍କ ପାଇଁ ବଢିଲା ଅଡୁଆ । ଅଭଦ୍ର ଆଚାରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ । ଝିରିପାଣି ଥାନାରେ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ...
ସେଆର ବଜାରରେ ହାହାକାର
ସାଧରଣ ବଜେଟ୍ ପୂର୍ବରୁ ସେଆର ବଜାରରେ ବଡଧରଣର ହ୍ରାସ ହୋଇଛି । ଅପରାହ୍ନ ଦୁଇଟା ସୁଦ୍ଧା ସେନସେକ୍ସ ୧୯୫୦ ପଏଣ୍ଟ ପାଖାପାଖି ୨୦୦୦ ପଏଣ୍ଟ ହ୍ରାସ ପାଇଛି । ବିଏସଇ ସେନସେକ୍ସ ୧୯ ଶହ ପଏଣ୍ଟ...
ପିସିସି ସଭାପତିଙ୍କୁ କରୋନା
ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଅଳ୍ପଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ଗାଇଡଲାଇନର ସମସ୍ତ ନିୟମ ମାନିବାକୁ ଏବଂ...
ଲ୍ୟାବରେ ଲିଙ୍ଗ ନିରୂପଣ, ଆଉ ଜଣେ ଗିରଫ
କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାରର ଲିଙ୍କ୍ । ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ରାଞ୍ଚିରୁ ଅଲଟ୍ରାସାଉଣ୍ଡ ମେସିନ ଏହି ବ୍ୟକ୍ତି ଜଣଙ୍କ ଆଣିଥିବା ପୋଲିସ ହାତରେ ପ୍ରମାଣ ଲାଗିଛି...
ବିବାହ ଘୁଞ୍ଚାଇଲେ ପ୍ରଧାନମନ୍ତ୍ରୀ
ଓମିକ୍ରନ ପାଇଁ ନିଜ ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ଅନ୍ୟ ଏକ ବାହାଘର ପରେ ଓମିକ୍ରନ ସଙ୍କ୍ରମଣ ହୋଇଥିବାରୁ ଜାସିଣ୍ଡା ନିଷ୍ପତ୍ତି । ବିବାହ ବାତିଲ ପରେ ଜାସିଣ୍ଡା ଅରଡେନ କହିଛନ୍ତି , ଏହା ହିଁ ଜୀବନ...
ଟଙ୍କା ଓ ଗାଡି ଲୁଟିଥିବା 5 ଗିରଫ
ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ ଙ୍କ ଠାରୁ ଟଙ୍କା ଏବଂ ଗାଡ଼ି ଡ଼କାୟତି କରି ନେଇଥିବା ଘଟଣାରେ ଆଜି ଜଗତସିଂହପୁର ପୋଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ଏକ ମାଇକ୍ରୋ...
ଟ୍ରକ ଧକ୍କାରେ ଓଲଟିଲା ‘ଶାନ୍ତିଲତା’
ସୋରୋ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଦୁଇଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହିତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ମୟୁରଭଂଜ ଉଦଳାରୁ...
ଟ୍ରକ ଧକ୍କାରେ ଓଲଟିପଡିଲା ଶାନ୍ତିଲତା, 6 ମୃତ
ଉଦଳାରୁ ଭୁବନେଶ୍ବର ଆସୁଥିଲା ଶାନ୍ତିଲତା ବସ୍ । ସୋରୋ ବିଦୁ ଛକ ନିକଟରେ ଅଟକିଥିଲା ବସ୍ ଏବଂ ଯାତ୍ରୀଙ୍କୁ ଓହ୍ଲାଉଥିଲା । ମାତ୍ର ଅଚାନକ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା ଶାନ୍ତିଲତାକୁ । ଫଳରେ ରାସ୍ତାକଡକୁ...
ଭୟଙ୍କର ଅଗ୍ନିକାଣ୍ଡ, ୭ ମୃତ
ମୁମ୍ବାଇର ୨୦ ମହଲା କୋଠାରେ ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କମଲା ବିଲ୍ଡିଂରେ ନିଆଁ ଲାଗିବା ପରେ କିଛି ଲୋକେ ଗୁରୁତ୍ତର ଭାବେ ଅସୁସ୍ଥ ହୋଇପଡିଥିଲେ । ଏମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ...
ଏବେ ଉଠିବନି ସପ୍ତାହାନ୍ତ କର୍ଫ୍ୟୁ
ଦିଲ୍ଲୀରେ ଜାରି ରହିବ ସପ୍ତାହାନ୍ତ କର୍ଫ୍ୟୁ । ଏହାସହିତ ଅଡ-ଇଭେନ ଫର୍ମୁଲାରେ ଦୋକାନ ବଜାର ଚାଲୁ ରହିବ । କରୋନା ସଙ୍କ୍ରମଣ କମିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଉପରାଜ୍ୟପାଳ ଅନିଲ...















