ଦିନବେଳା ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦ୍ଦେଶ
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ । ରାଜ୍ୟରେ ବିଦ୍ୟୁତ କାଟ ସମସ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ତାତି ଏବଂ ପିଲାଙ୍କ ପରୀକ୍ଷାକୁ...
ଭୁବନେଶ୍ୱରରୁ ଦିଲ୍ଲୀ ପୋଲିସ ଗିରଫ
ଦିଲ୍ଲୀ ପୋଲିସର କନେଷ୍ଟବଳଙ୍କୁ ଗିରଫ କରିଛି ସିବିଆଇ । ଲାଞ୍ଚ ନେବାବେଳେ ଭୁବନେଶ୍ୱରରୁ ବନ୍ଧା ହୋଇଛନ୍ତି ଦିଲ୍ଲୀ ଇଓଡବ୍ଲ୍ୟୁର କନେଷ୍ଟବଳ ଅମିତ ଲାହୁଚା । ଜୈନିକ ବ୍ୟକ୍ତିଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱରରୁ...
ଟିଭି ସିରିଏଲ ଅଭିନେତା ଥାନାରେ ଅଟକ
ପ୍ରେମ କଲେ ପରେ ଯୁବତୀଙ୍କୁ ବିବାହ ପାଇଁ ମନା କରିଦେଲେ । ଏମିତି ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି ଅଭିନେତା ସୁମନ । ପାହାଳ ଥାନାରେ ତାଙ୍କୁ ଅଟକ ରଖାଯାଇଛି । ଅନେକ ଓଡିଆ ସିରିଏଲରେ ଅଭିନୟର ଯାଦୁ ଦେଖାଇଥିବା...
‘ମୋ ମୃତ୍ୟୁ ତୁମ ବିବାହର ଗିଫ୍ଟ’
ମୋ ମରିବା ପଛରେ ମୋ ପ୍ରେମିକା ଦାୟୀ । ଏବଂ ମୋ ମୃତ୍ୟୁ ତା ବିବାହରେ ହେବ ବଡ ଗିଫ୍ଟ । ମୃତ୍ୟୁ ପୂର୍ବରୁ ଏମିତି କିଛି ନିଜ ରୁମର କାନ୍ଥରେ ଲେଖଛନ୍ତି ଯୁବକ । ଖାଲି ସେତିକି ନୁହେଁ...
ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ମୋଦି
ଏବେ ପୁଣି କରୋନାର ସଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ ତାରିଖରେ ଭର୍ଚୁଆଲ ମୋଡରେ କରିବେ ଆଲୋଚନା ।...
ତିନିଦିନ ବର୍ଷିବ ନିଆଁ
ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିବା ପରେ ପାଣିପାଗ ବିଭାଗ ଆହୁରି ତିନିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଆଁ ବର୍ଷିବ ବୋଲି ସତର୍କ କରାଇ ଦେଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା 25 ରୁ 27...
ପାକିସ୍ତାନରେ ଡିଗ୍ରୀ ହାସଲ କଲେ ଚାକିରୀ ମିଳିବନି
ପାକିସ୍ଥାନରେ ଡିଗ୍ରୀ ହାସଲ କରି ଆସିଲେ ଭାରତରେ ଚାକିରୀ ମିଳିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି । ତେଣୁ ଭାରତର ଯୁବାବର୍ଗ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ପାକିସ୍ଥାନରେ ଶିକ୍ଷା ଅଧ୍ୟୟନ...
ନବୀନଙ୍କ ଇଚ୍ଛାରେ ହେବେ ପିସିସି ସଭାପତି
କିଏ ହେବେ କଂଗ୍ରେସର ପିସିସି ସଭାପତି ? ନିରଞ୍ଜନ ଆଉ କଂଗ୍ରେସର ନେତୃତ୍ବ ନେଇ ପାରୁନାହାଁନ୍ତି । ବରଂ ନିରଞ୍ଜନଙ୍କ ନେତୃତ୍ବରେ ଦଳ ଆହୁରି ତଳକୁ ତଳକୁ ଯାଉଛି । ଏଭଳି ସ୍ଥିତିରେ ନିରଞ୍ଜନଙ୍କୁ ହଟାଇ ନୂଆ ପିସିସି ସଭାପତି...
ଆଜିଠୁ ଆଦିବାସୀ ମେଳା
ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀମେଳା ଆରମ୍ଭ ହେବ । ମେଳାରେ ଆଦିବାସୀ ଲୋକକଳା, ପରମ୍ପରା, ସଂସ୍କୃତି ଦେଖିବାକୁ ମିଳିବ । ସଂଧ୍ୟାରେ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୧୦ ଦିନ ଧରି...
ବାହାଘର ପ୍ରୋସେସନରେ ଟେଣ୍ଟ ମାଲିକକୁ ମାରିଦେଲେ
ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା । ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟିପିଟି ହତ୍ୟା କଲେ ଡିଜେ ମାଲିକ । ଏଭଳି କିଛି ଘଟଣା ଘଟିଛି ପୁରୀ ଗୋପ୍ ଥାନା ବାଲି କନ୍ଦଳ ଗାଁରେ । ଗତକାଲି ରାତିରେ ଗୋପ...
















