ହାଇକୋର୍ଟ ଯିବାକୁ ଆସିଲା ନିର୍ଦ୍ଦେଶ
ବହୁ ଚର୍ଚ୍ଚିତ ନୟାଗଡ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ଆବେଦନ କରିବାକୁ ପରୀର ମା’ସୌଦାମିନୀ ସାହୁଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ...
ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର
ଅପେକ୍ଷାର ହେଲା ଅନ୍ତ । ପୁଣି ପୁରିଲା ଭକ୍ତଙ୍କ ମନ । ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କଟକଣା ଭିତରେ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି...
ତିନିକୋଟି ଠକି ଧରାପଡିଲେ ବାବା
ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟରଙ୍କୁ ଓଟିଡିସି କାମ ଦେବା ପାଇଁ ତିନିକୋଟି ଟଙ୍କା ଠକି ନେଇଛନ୍ତି ଜଣେ ଠକ ବାବା । ସ୍ବାମୀ ବିଜୟାନନ୍ଦ ମହାରାଜ ନାଁରେ ନିଜକୁ ପରିଚିତ କରାଉଥିବା ଏହି ବାବାଙ୍କ ଅସଲ ନାଁ ହେଉଛି ବିଜୟାନନ୍ଦ ଚୌଧୁରୀ...
ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ
ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର କାର୍ଯ୍ୟ କରିଛନ୍ତି । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଥିବା...
ଟିକଟକ୍ ସୁଟିଂ କରିବାକୁ ଯାଇଥିଲେ ପାର୍କ, କପଡା ଫାଡି ନେଇଗଲେ ଯୁବକ
ଟିକଟକ୍ ସୁଟିଂ କରିବା ପାଇଁ ସାଙ୍ଗମାନଙ୍କ ସହ ଜଣେ ଯୁବତୀ ପହଞ୍ଚିଥିଲେ ପାର୍କରେ । ସ୍ବାଧୀନତା ଦିବସ ଅବସରରେ ଖୁସି ମନାଇବା ସହ ଭିଡିଓ ସୁଟିଂ କରୁଥିଲେ । ମାତ୍ର ଯୁବତୀ ଟିକଟକ୍ ଭିଡିଓ ସୁଟିଂ ଆରମ୍ଭ କଲାବେଳକୁ ଜଣଙ୍କ...
ଆଜି ଡିଏଫଓଙ୍କ ପାଳି
ଆଜି କ୍ରାଇମବ୍ରାଞ୍ଜ କବଜାରେ ଡିଏଫଓ । କ୍ରାଇମବ୍ରାଞ୍ଜଙ୍କ ଆଗରେ ସତ ଓଗାଳିବେ କି ଡିଏଫଓ ସଂଗ୍ରାମ କେଶରୀ ବେହେରା । କ୍ରାଇମବ୍ରାଞ୍ଜ ଆଜି ପଚରାଉଚରା କରୁଛି । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ...
‘ବୟସ ହେଲାଣି, ନିରଞ୍ଜନ ଇସ୍ତଫା ଦିଅନ୍ତୁ’
କଂଗ୍ରେସରେ ବିବାଦ ଘନେଇବାରେ ଲାଗିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଗତ କିଛିଦିନ ଧରି ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ଏମିତି ବଢିବାରେ ଲାଗିଛି ଯେ, ତାରା...
ଫାର୍ମ ହାଉସରୁ ପ୍ରଫେସର ଝିଅଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ୱରର ଫାର୍ମ ହାଉସରୁ ଜଣେ ଛାତ୍ରୀଙ୍କ ମୃତଦେହ ଠାବ କରାଯାଇଛି । ଗତକାଲି ଛାତ୍ରୀ ଜଣଙ୍କ ଘରୁ ଚାଲିଯାଇଥିଲେ । ଆଜି ସକାଳୁ ନନ୍ଦନକାନନ ଥାନା ନିକଟ ଏକ ଫାର୍ମ ହାଉସରୁ ତାଙ୍କ ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ...
କୋଟିଆରେ ପୁଣି ପଶିଲା ଆନ୍ଧ୍ର
କୋଟିଆରେ ପୁଣି ପଶିଲା ଆନ୍ଧ୍ର । ଖାଲି ପଶିଲା ନୁହେଁ, ଯୋଜନାବଦ୍ଧ ଭାବେ ପଶିଲା । ପଟୁସିନେରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆନ୍ଧ୍ର ପ୍ରଦେଶ ଅଧିକାରୀ । କୃଷକ ବନ୍ଧୁ ଅଧିକାରୀ ଗୃହ, ପଞ୍ଚାୟତ...
ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର
କୋଭିଡ ଗାଇଡଲାଇନ୍ ଅନୁଯାୟୀ, ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧକ୍ଷ୍ୟତାରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କର ନୂଆ ବିମାନ , ନୂଆ ପାଲିଙ୍କି ତିଆରି କରିବାକୁ...
















