27.1 C
Bhubaneswar
Thursday, August 13, 2026
-Advertisement-

କୋଟିଆରେ ପୁଣି ପଶିଲା ଆନ୍ଧ୍ର

କୋଟିଆରେ ପୁଣି ପଶିଲା ଆନ୍ଧ୍ର । ଖାଲି ପଶିଲା ନୁହେଁ, ଯୋଜନାବଦ୍ଧ ଭାବେ ପଶିଲା । ପଟୁସିନେରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆନ୍ଧ୍ର ପ୍ରଦେଶ ଅଧିକାରୀ । କୃଷକ ବନ୍ଧୁ ଅଧିକାରୀ ଗୃହ, ପଞ୍ଚାୟତ...

ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

କୋଭିଡ ଗାଇଡଲାଇନ୍ ଅନୁଯାୟୀ, ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧକ୍ଷ୍ୟତାରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କର ନୂଆ ବିମାନ , ନୂଆ ପାଲିଙ୍କି ତିଆରି କରିବାକୁ...

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ

ଧିରେ ଧିରେ ସୁସ୍ଥ ହେଉଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ । ହେଲେ ଏବେବି ସେ ଭୁବନେଶ୍ୱର ଏମ୍ସରେ ଚିକତ୍ସିତ ହେଉଛନ୍ତି । ଆଜି ସେ ନିଜେ ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ନିଜ...

ଏନଡିଏ ପରୀକ୍ଷା ଦେଇପାରିବେ ଝିଅ

ଝିଅମାନେ ଏନଡିଏ ପରୀକ୍ଷା ଦେଇପାରିବେ । ସେପ୍ଟେମ୍ବର 5 ତାରିଖରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେବା ପାଇଁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଲିଙ୍ଗଗତ ବାଛବିଚାର ପାଇଁ ସେନାକୁ କୋର୍ଟ ଭତ୍ସନା କରିବା ସହ ଆଡମିସନ...

ଇଏ କେମିତିକା ସ୍ମାର୍ଟ କ୍ଲାସରୁମ୍, ପାଠ ଉପରେ ଚାଲିଲେ 5T ସଚିବ

ପିଲାଙ୍କୁ ଖଡି ଛୁଆଁଇ ସିଲଟରେ ତିନୋଟି ଶୂନ ଲେଖି ଦିଆଯାଏ । ଆଉ କୁହାଯାଏ ବ୍ରହ୍ମା, ବିଷ୍ଣୁ, ମହେଶ୍ବର । ବହିଟିଏ ଗୋଡରେ ବାଜିଗଲେ ଆମକୁ ବିଷ୍ଣୁ ବୋଲି କହିବାକୁ ଶିଖାଯାଏ । ଭଲ ପାଠ ପାଇଁ ବିଦ୍ୟାର ଠାକୁର...

୨୦ରୁ +୩ ନାମଲେଖା ଆବେଦନ

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ । +୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ...

ଫ୍ଲାଇଟରେ ଗଲେ ୬୪୦ ଲୋକ

କାଲି କାବୁଲ ବିମାନ ବନ୍ଦରରେ ଭିଡ ପୁରା ବିଶ୍ୱକୁ ବ୍ୟଥିତ କରିକରିଥିବାବେଳେ ଆଜି ସାମ୍ନାକୁ ଆସିଛି ଆଉ ଏକ ଚିତ୍ର । ଯେଉଁଠି ଦେଖିବାକୁ ମିଳିଛି ଲୋକଙ୍କୁ ଉଦ୍ଧାର ପାଇଁ ଆସିଥିବା ଆମେରିକା ବାୟୁସେନା ବିମାନରେ ଏକାଥରେ ବସିଛନ୍ତି 640...

ଜରୁରୀ ସେବା ପାଇଁ ଡାଏଲ କରିବେ୧୧୨

ଏବେ ୧୦୦ ବଦଳରେ ୧୧୨ । କୌଣସି ବିପଦ ବା ସମସ୍ୟା ସମୟରେ ପୋଲିସକୁ ଯୋଗାଯୋଗ କରିବାର ଥିଲେ ଏଣିକି ୧୧୨ ଡାଏଲ କରିବାକୁ ଲୋକମାନଙ୍କୁ କୁହାଯାଇଛି । ଓଡିଶା ପୋଲିସ ଭୁବନେଶ୍ୱର ସହିତ ସାରା ରାଜ୍ୟର ଲୋକଙ୍କୁ ଏହି...

ପଳାୟନ କଲେ ରାଷ୍ଟ୍ରପତି, ତାଲିବାନ ଦଖଲରେ ଆଫଗାନିସ୍ଥାନ

ଯୁଦ୍ଧ ପୂର୍ବରୁ ପଳାୟନ କଲେ ରାଷ୍ଟ୍ରପତି ଆସ୍ରାଫ ଘନି । ରବିବାର ଦିନ ତାଲିବାନ କାବୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତି ଘନି ପରିବାର ସହ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଘନିଙ୍କ ପଳାୟନ ସହ ଆଫଗାନିସ୍ଥାନରେ ସୃଷ୍ଟି ହୋଇଥିବା ଯୁଦ୍ଧ...

ଟ୍ରଫି ସହ ଜିତିଲେ ୨୫ ଲକ୍ଷ ଟଙ୍କା, କାର୍

ଲୋକପ୍ରିୟ ମ୍ୟୁଜିକ୍ ରିୟଲିଟି ସୋ ‘ଇଣ୍ଡିଆନ ଆଇଡଲ’ ର ୧୨ ତମ ସଂସ୍କରଣରେ ବିଜେତା ହୋଇଛନ୍ତି ପୱନଦୀପ ରାଜନ । ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ତାଙ୍କୁ ପିନ୍ଧାଯାଇଛି ବିଜୟ ମୁକୁଟ । ଟ୍ରଫି ସହ ରାଜନଙ୍କୁ ମିଳିଛି...
- Advertisement -

Latest article

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...

Processus de Résolution des Litiges Spinmillion

Sommaire1. Définition et Types de Litiges Courants2. Premières Actions : Contacter le Service Client3. Préparer un Dossier de Réclamation Formel4. Recours auprès d'un Médiateur...