28.1 C
Bhubaneswar
Saturday, August 15, 2026
-Advertisement-

ବିଶାଖାପଟନମ ନିକଟରେ କମ୍ବିଂ ଅପରେସନ, 6 ନକ୍ସଲ ନିହତ

କମ୍ବିଂ ଅପରେସନରେ ପୋଲିସକୁ ମିଳିଛି ବଡଧରଣର ସଫଳତା । ବିଶାଖାପଟନମ ନିକଟ କୋୟୁର ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ଓ ପୋଲିସ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି । ଏଥିରେ 6 ଜଣ ନକ୍ସଲ ନିହତ...

ଆଜି ଆଖି ବୁଜିଲେ 44

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମୁଥିବା ବେଳେ ଆଜି 44 ଜଣ ସଂକ୍ରମିତ ଆଖି ବୁଜିଛନ୍ତି । ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା 3432ରେ ପହଞ୍ଚିଛି । ସଂକ୍ରମଣ କମୁଥିବା ବେଳେ ମୃତ୍ୟରେ ରୋକ୍ ନ ଲାଗିବା ସ୍ବାସ୍ଥ୍ୟ ବିଶାରଦଙ୍କ...

ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଗତକାଲି ବିଳମ୍ବିତ ରାତିରେ ସୋସୋ ଥାନା ଅଧିନସ୍ଥ ମରେଇଗାଁ ପଂଚାୟତ ଖାପରଖାଇ ଗ୍ରାମରେ ଏକ ବଡ ଧରଣର ଲୂଟ ହୋଇଯାଇଛି। ଗ୍ରାମର ଗୌରା ଗାହାଣ ଓ ତାଙ୍କ ପୁଅ ମାନସ ମରେଇଗାଁ ବଜାରରେ ଥିବା ତାଙ୍କ ଦୋକାନକୁ ଯାଇଥିବା...

ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ : ପ୍ରେମ ପାଇଁ ମାମୁଁ, ମାଇଁ ବନ୍ଧକ !

ବଲାଙ୍ଗୀର ଶାନ୍ତିପଡାରେ ଜଣେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ । ଶାନ୍ତିପଡାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲେ ଜଣେ ବନ୍ଧୁକଧାରୀ ଯୁବକ । ସେତେବେଳେ ଦିବ୍ୟଲୋଚନ ଠାକୁର ଘରେ ପୂଜା କରୁଥିଲେ । ଯୁବକଙ୍କୁ ଦେଖି ଦିବ୍ୟଲୋଚନ ଭାବିଥିଲେ ଏସି...

13ଟି ଜିଲ୍ଲାରେ ସଂକ୍ରମଣ ଏକ ହଜାରରୁ କମ୍

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3388 ରେ ପହଞ୍ଚିଥିବା ବେଳେ ଆଜି 42 ଜଣ ଆଖି ବୁଜିଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ତେବେ ଅଢେଇ ହଜାରରୁ ଅଧିକ ସଂକ୍ରମଣ ତାଲିକାରେ ପାଞ୍ଚଟି ଜିଲ୍ଲା...

2 କୋଟିରେ କିଣିଲେ, 18 କୋଟିରେ ବିକିଲେ

ଦୁଇ କୋଟିରେ କିଣିଲେ, 18 କୋଟିରେ ବିକିଲେ । ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ନାଁ ରେ ଏମିତି ଜମି ସ୍କାମ ଅଭିଯୋଗ । ଅଭିଯୋଗ କରିଛନ୍ତି ଉତ୍ତରପ୍ରଦେଶର ସମାଜବାଦ ପାର୍ଟି ଓ ଆମ ଆଦମ ପାର୍ଟି ନେତା । ଅଭିଯୋଗ...
video

ସ୍ମୃତିରେ ରଜ

ଓଡିଆ ଘରର ନିଆରା ପର୍ବ ରଜପର୍ବ । ଚାରିଦିନ ଧରି ଝିଅ ବୋହୁମାନେ ରଜ ପାଳିଥାନ୍ତି । ଖାଲି ପାଦରେ ଭୂଇଁକୁ ସ୍ପର୍ଶ ନ କରିବା, ଦୋଳି ଖେଳିବା, ପାନ ଖାଇବା ପରି ନିଆରା ପରଂପରାର ମଜା ନେଇଥାନ୍ତି ।...

ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁରେ ଲାଗୁନି ଲଗାମ୍

ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । କରୋନା ସଂକ୍ରମଣ କମିବା ସମସ୍ତଙ୍କ ପାଇଁ ବଡ ଆଶ୍ବସ୍ତି ଆଣି ଦେଇଛି । ସାବିତ୍ରି ଓ ରଜ ଭଳି ପର୍ବପାଳନ ବେଳେ ବି ସରକାର ଲକଡାଉନ୍ କୋହଳ କରିନାହାଁନ୍ତି । ସମସ୍ତଙ୍କର...

ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ହିନ୍ଦୋଳ ବ୍ଲକର ବାବନ୍ଧ ଗ୍ରାମ ପଞ୍ଚାୟତର ବାବନ୍ଧ ଏବଂ ବେଡାପଡା ଗ୍ରାମରେ ୫୦ ରୁ ଉର୍ଦ୍ଧ୍ବ ପଜିଟିଭ କେଶ ଥିବା ବେଳେ ଆଜି ବାବନ୍ଧରୁ ୫୪ ଓ ବେଡାପଡା ଗ୍ରାମରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ରୁତ...

ବୁଲଡୋଜର ଲଗେଇ ମାଟିରେ ମିଶାଇଦେଲେ ଘର

ଜଗତସିଂହପୁର : ନାଉଗାଁ ଥାନା ଅନ୍ତର୍ଗତ ଦେବୀଦୋଳ ଠାରେ ବିବାଦୀୟ ଜାଗାର ଦଖଲକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବୋଲଡୋଜର ଲଗାଇ ମାଟିରେ ମିଶାଇଦେଲେ ଦଖଲକାରୀଙ୍କ ଘର । ସୂଚନା ମୁତାବକ ଦେବୀଦୋଳ ଗ୍ରାମର ଲୋକନାଥ ପାଢ଼ୀ ନିଜ ଅସୁବିଧା ସମୟରେ...
- Advertisement -

Latest article

¿Se pueden tener dos cuentas en Golisimo? Normas sobre duplicados explicadas

ÍndiceLa Política Oficial de Golisimo sobre Múltiples CuentasProcedimiento para Solicitar el Cierre o Fusión de una Cuenta DuplicadaCasos Especiales y Excepciones a la ReglaConsecuencias...

Lucky7 Complaint Response Time Trends

ContentsCommon Issues and Expected Initial Response TimesThe Step-by-Step Process for Submitting a ComplaintFactors That Influence Resolution SpeedWhat to Do If Your Complaint is DelayedBest...

Bonus di Benvenuto Kyngs Deposito Minimo Spiegato

IndiceCos'è il Deposito Minimo per il Bonus di Benvenuto?Guida Passo-Passo per Reclamare il BonusMetodi di Pagamento e Tempi di ElaborazioneTermini e Condizioni Chiave da...