ମା ସମଲେଇଙ୍କ ପାଇଁ ଦୁଇଶହ କୋଟିର ‘ସମଲେଇ ଯୋଜନା’
ମା ସମଲେଇ ମନିର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । "ସମଲେଇ ଯୋଜନା" ନାଁରେ ଏହି ପ୍ୟାକେଜରେ ମନ୍ଦିରର ଚାରିପାଖରେ ଚାରୋଟି ଐତିହ୍ୟ ଦ୍ବାର ନିର୍ମାଣ କରାଯିବାକୁ ପ୍ରସ୍ତାବ ରଖାଯାଇଛି ।...
ପଶ୍ଚିମବଙ୍ଗ ବାଲି, ଛତିଶଗଡ ପାଣି, ଆନ୍ଧ୍ର ଗାଁ ନେଇ ଯାଉଛି..
ପଡୋଶୀ ରାଜ୍ୟଗୁଡିକ ସହ ଓଡିଶାର ସୀମା ବିବାଦ କିଛି ନୁୂଆକଥା ନୁହେଁ । ମାତ୍ର ପଡୋଶୀ ରାଜ୍ୟ ସହ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଆମେ ଆମର ସ୍ଥିତିକୁ ଦୁର୍ବଳ କରିବାରେ ଲାଗିଛୁ । ଯେମିତି ଆମ ସୀମାନ୍ତ ଭିତରେ...
ବିଧାନସଭା ଅଧିବେସନ ପାଇଁ ଟାଇମ୍ ଟେବୁଲ୍
ବିଧାନସଭା ବଜେଟ ଅଧିବେସନ ପାଇଁ ପ୍ରସ୍ତୁତି । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଧାନସଭା ପ୍ରତିଦିନ ସାଢେ ଦଶଟାରୁ ସାଢେ ଗୋଟାଏ ଏବଂ ଅପରାହ୍ନ ଚାରିଟାରୁ...
ସେଞ୍ଚୁରୀ ମାରିବ ପେଟ୍ରୋଲ
ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଲଗାତର ତୈଳଦର ବୃଦ୍ଧି ଫଳରେ ଖୁବଶୀଘ୍ର ପେଟ୍ରୋଲ, ଡିଜେଲ ଲିଟର ପିଚ୍ଛା ଶହେଟଙ୍କା ଅତିକ୍ରମ କରିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରତିଦିନ କିଛି ନା...
କାଲିଠୁ ଚାରିଦିନ ଯାଏଁ ବର୍ଷା ସମ୍ଭାବନା
ଆସନ୍ତାକାଲିଠୁ 20 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବର ପାଣିପାଗ ସୂଚନା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଂଜ,...
କେନାଲ ଭିତରକୁ ବସ୍ ଖସି 38 ମୃତ
ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଏକ କେନାଲ ଭିତରକୁ ବସ୍ ଖସିପଡିବା ଫଳରେ 38 ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ସକାଳ ସାଢେ ଆଠଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବସ ଚାଳକ ନିୟନ୍ତ୍ରଣ ହରାଇବା ଯୋଗୁ ବସଟି...
ପୁଣି ପ୍ରବଚନ ଦେବେ ସାରଥି
ପୁଣି ଆରମ୍ଭ ହେବ ସାରଥି ବାବଙ୍କ ପ୍ରବଚନ । ଆଜି ହାଇକୋର୍ଟଙ୍କୁ ସାରଥୀଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି । ସର୍ବାଧିକ ଦୁଇଶହ ଲୋକଙ୍କୁ ନେଇ ସାରଥୀ ପ୍ରବଚନ ଦେଇପାରିବେ ବୋଲି କୋର୍ଟ କହିଛନ୍ତି । କୋଭିଡ କଟକଣା ନିୟମ...
ପାଠ ପଢିକି ଆସୁ ବିଜେଡି : ଅପରାଜିତା
ପାଠ ପଢିକି ଆସୁ ବିଜେଡି । ଏନଏମଏ ବାଇ-ଲ କଲାବେଳେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପଚାରିନାହାଁନ୍ତି ବୋଲି ବିଜେଡି ନେତାଙ୍କ ଯୁକ୍ତି ପରେ ଏମିତି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏନଏମଏ ବାଇ-ଲ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ...
‘ରାଉରକେଲା ମାଟି, ପାଣି, ପବନରେ ହକିର ଆତ୍ମା’
ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିଅମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରାଯାଇଛି । ହକି ଷ୍ଟାଡିଅମର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଉରକେଲାର...
ଛ’ ଘଣ୍ଟିଆ ଓଡିଶା ବନ୍ଦ, ଜୀବନଯାତ୍ରା ଠପ୍
ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଛ ଘଣ୍ଟିଆ ଓଡିଶା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି I ବନ୍ଦ ଡାକରା ପ୍ରଭାବରେ ରାଜ୍ୟରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା I ଯ଼ାନବାହନ ଚଳାଚଳ ବନ୍ଦ ରହିଥିଲା I ଅଧିକାଂଶ...
















