ମନୋରଂଜନଙ୍କୁ ଶ୍ରେଷ୍ଠ ସାମାଜିକ କର୍ମୀ ସମ୍ମାନ
ଉତ୍ସର୍ଗୀକୃତ ମନୋଭାବ ରଖି ନିରବଚ୍ଛିନ୍ନ ଭାବେ ସମାଜସେବା କରି ଆସୁଥିବା ମନୋରଂଜନ ମହାନ୍ତିଙ୍କୁ ଶ୍ରେଷ୍ଟ ସାମାଜିକ କର୍ମୀ ସମ୍ମାନ ପ୍ରଦାନ କରାଯାଇଛି । କଟକର ରୋଟାରୀ କ୍ଲବ ଓ ଡକ୍ଟର ଆସୋସିଏସନ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ...
ଆମକୁ ଧିକ୍ … ଆନ୍ଧ୍ରା କବଜାରେ କୋଟିଆ
ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଆମ ପୂର୍ବସୂରୀମାନେ ଯେପରି ନିଷ୍ଠାର ସହ କାର୍ଯ୍ୟ କରିଥିଲେ, ଓଡିଶାର ଅଖଣ୍ଡତା ବଜାୟ ରଖିବା ପାଇଁ ଆମ ସରକାର, ଆମ ନେତୃତ୍ବ, ଆମ ଶାସନ ବ୍ୟବସ୍ଥା ସେତିକି ଢିଲା ମାରିବାରେ ଲାଗିଛି ।...
ବିଜେପି ଟିମ୍ କୁ ଦେଖି ଆନ୍ଧ୍ରା ବାବୁ ଛୁ
ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ଓଡିଶା ଗାଁ ଗୁଡିକରେ ଆନ୍ଧ୍ର ପ୍ରଦେଶର ଦାଦାଗିରି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ କୋଟିଆ ଓ ସୀମା ସଲଗ୍ନ...
ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କର
ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିବା ବେଳେ ଆଜି ଆଉ ଦୁଇ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଟ୍ବିଟ କରି କେନ୍ଦ୍ର ନିକଟରେ...
ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡ
ଦେଶଦ୍ରୋହ ଅପରାଧରେ ଇଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡ । ଆଜୀବନ କାରାଦଣ୍ଡାଦେଶ ଦେଲେ ବାଲେଶ୍ବର ଏଡିଜେ । ଇଶ୍ବର ବେହେରା ଜଣେ ଫଟୋଗ୍ରାଫର ଭାବେ କାମ କରୁଥିଲେ ଏବଂ ଡିଆରଡିଓର ବିଭିନ୍ନ ଫଟୋ ତଥା ଗୁପ୍ତତଥ୍ୟ ଆଇଏସଆଇକୁ ଦେଉଥିବା ତାଙ୍କ...
ଖୋଲୁଛି କଟାମୁଣ୍ଡର ରହସ୍ୟ
ଭୁବନେଶ୍ବର ଚନ୍ଦକା ନିକଟସ୍ଥ ଦାସପୁର ଅଞ୍ଚଳରୁ ମିଳିଥିଲା ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ । ଚନ୍ଦକା ଥାନା ପୋଲିସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଦିନରାତି ଏକ୍ କରିଦେଇଥିଲା । ମାତ୍ର ମହିଳାଙ୍କ ପରିଚୟ ପାଇବା ପୋଲିସ ପାଇଁ...
ହାଇକୋର୍ଟରେ କୋଟିଆ ମାମଲା
ହାଇକୋର୍ଟରେ କୋଟିଆ ପ୍ରସଙ୍ଗକୁ ନେଇ ଜନସ୍ବାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । କୋଟିଆ ପଞ୍ଚାୟତର ତିନୋଟି ଗାଁରେ ଆନ୍ଧ୍ରପ୍ରଦେଶ କରୁଥିବା ପଂଚାୟତ ନିର୍ବାଚନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ...
ନାବାଳିକାକୁ ଗଣଦୁଷ୍କର୍ମ
ପୁଣି ଏକ ନିର୍ଯାତନାର କାହାଣୀ ।
ବ୍ରହ୍ମପୁର ସଦର ଅଞ୍ଚଳରେ ଜଣେ ଦଶ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହେଇଛି । ନାବାଳିକା ଜଣକ ଘରେ ଏକାକୀ ଥିବାର ସୁଯୋଗ ନେଇ ତିନିଜଣ ନାବାଳକ ଘରେ ପଶିଥିଲେ ଏବଂ ନାବାଳିକାକୁ...
କାଲିଠୁ ଖୋଲିବ ସବୁ ବୈଷୟିକ ଅନୁଷ୍ଠାନ
କାଲିଠାରୁ ଖୋଲିବ ଇଂଜିନିୟରିଂ କଲେଜ । କେଳବ ଇଂଜିନିୟରିଂ କଲେଜ ନୁହେଁ ଆଇଟିଆଇ , ପଲିଟେକନିକ କଲେଜ ମଧ୍ୟ ଖୋଲାଯିବ । ସମସ୍ତ ପ୍ରଫେସନାଲ କୋର୍ସ କଲେଜ ମଧ୍ୟ କାଲିଠୁ ଖୋଲୁଛି । କାଲିଠୁ କଲେଜ୍ ଖୋଲିଲେ ବି ୧୭ରୁ...
1 ଲକ୍ଷ 70 ହଜାର କୋଟିର ରାଜ୍ୟ ବଜେଟ
ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ଆର୍ଥିକ ବର୍ଷ ପାଇଁ 1 ଲକ୍ଷ 70 ହଜାର କୋଟି ଟଙ୍କାର ବଜେଟକୁ ଅନୁମୋଦନ ମିଳିଛି । ଆସନ୍ତା 22 ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପନ ହେବ । ଗତବର୍ଷ 1...















