ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ
ରାଜଧାନୀରେ ସ୍ୱେଛାସେବୀ ମାନବ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଗତମାସ ୯ ତାରିଖରେ କଟକ ଖପୁରୀଆରେ ତାଙ୍କର ବିବାହ ହୋଇଥିଲା ।...
ବେକାବୁ କରୋନା, ଆଜି ୨୧ ଜିଲ୍ଲାରୁ ୫୭୧ ପଜିଟିଭ୍
କମୁନି କରୋନାର ପ୍ରକୋପ । ରାଜ୍ୟରେ ଆଜି ପୁଣି କରୋନା ନେଇଛି ୪ ଜୀବନ । ଗଞ୍ଜାମରୁ ୩ ଜଣ ଓ କଟକରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ୩ ମୃତକ ପୁରଷ ଏବଂ ସେମାନଙ୍କ ବୟସ ୭୦,...
ଭୁବନେଶ୍ୱରରୁ ୧୭ କରୋନା ପଜିଟିଭ୍
ଭୁବନେଶ୍ୱର ସହରରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭ରୁ ୫ କ୍ୱାରେଣ୍ଟିନ ରୁ ଚିହ୍ନଟ ହୋଇଥିବାବେଳେ ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ଏବଂ ୨ କୋଭିଡ ଯୋଦ୍ଧା ମଧ୍ୟ ...
ଆସିଲା ଏଟିଏମ ଗୁପଚୁପ୍
ଦିନକୁ ଦିନ ମହମାରୀ କରୋନା ମାଡି ମାଡି ଯାଉଛି । ଏହି ମହାମାରୀ ଭାଇରସ କେବେ ସମଗ୍ର ବିଶ୍ୱରୁ ଲୋପ ପାଇବ ତାହା ମଧ୍ୟ କାହାକୁ ଜଣାନାହିଁ । ଏଥିପାଇଁ ଏବେ କଡାକଡି ନିୟମରେ ଦୋକାନ ବଜାର ଖୋଲା ରହୁଛି...
ଆଜି ୪୬୯ ଚିହ୍ନଟ, ୯ ହଜାର ପାର୍ କଲା ପଜିଟିଭଙ୍କ ସଂଖ୍ୟା
କରୋନାରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ମୃତକ ଗଜପତି ଜିଲ୍ଲାର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର । ଗଜପତିରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରେ ୬୪ ବର୍ଷୀୟ ବୃଦ୍ଧଙ୍କର...
କରୋନା ପାଇଁ ସୁନାର ମାସ୍କ
କରୋନାର ମୁକାବିଲା ପାଇଁ ମାସ୍କ ତ ନିହାତି ଜରୁରୀ । ସମସ୍ତେ କିଛି ନାଁ କିଛି ଡିଜାଇନର ମାସ୍କ ପିନ୍ଧୁଛନ୍ତି । କିନ୍ତୁ ଏ ମହାଶୟ ଯେମିତି ନିଆରା, ତାଙ୍କ ମାସ୍କ ବି ସେମିତି ଭିନ୍ନ । ସେ ପିନ୍ଧିଛନ୍ତି...
ଭୁବନେଶ୍ୱରରୁ ୨୪ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱରରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୦ ଓ ଅନ୍ୟ ଲୋକାଲ ୪ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଲୋକାଲ କଣ୍ଟାକ୍ଟରେ ଗୋଟିଏ ଘରୋଇ ହସ୍ପିଟାଲର ୩ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...
ଆଜି ସର୍ବାଧିକ ୫୬୧ କରୋନା ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ଆଉ ଦୁଇ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟରେ ଗୋଟିଏ ଦିନରେ ୫୬୧...
ମଧୁବାବୁ ପେନସନ ଯୋଜନାରେ କିନ୍ନରଙ୍କୁ ମିଳିବ ଭତ୍ତା
ମଧୁବାବୁ ପେନସନ୍ ଯୋଜନା ହିତାଧିକାରୀଙ୍କୁ ମିଳିବ ଆଉ ୧ ହଜାର ଟଙ୍କା । ରାଜ୍ୟରେ ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଉ ୧ ହଜାର ଲେଖାଏଁ । ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ...
୧୩ରୁ ଅନଲାଇନ୍ କ୍ଲାସ୍
ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନଲାଇନ୍ କ୍ଲାସ । ଅନଲାଇନ କ୍ଲାସ ନେଇ ଗାଇଡଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଗାଇଡଲାଇନ୍ । ଜୁଲାଇ ୧୩ରୁ ଅନଲାଇନ୍...
















