ଭୁବନେଶ୍ୱରରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ
ଆଜି ଭୁବନେଶ୍ୱରରୁ ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ । ୧୩ରୁ ୮ ହୋମ୍ କ୍ୱାରେଣ୍ଟିନ୍, ୫ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । । ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷର ଯୁବତୀ ପଜିଟିଭ୍ ଚିହ୍ନଟ । ସେହିପରି...
୧୯ ଜିଲ୍ଲାରୁ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୁଳ ଜିଲ୍ଲାରୁ ଜଣେ ୫୭ ବର୍ଷୀୟ ବ୍ୟକ୍ତି ଏବଂ ଗଞ୍ଜାମରୁ ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।...
+୨ ର ବାକି ଥିବା ପରିକ୍ଷା ବାତିଲ୍
କରୋନା କଟକଣା କୁ ଆଖି ଆଗରେ ରଖି ଆଗାମୀ ୨୩ ରୁ ୨୮ ମଧ୍ୟରେ ହେବାକୁ ଥିବା +୨ ର ସମସ୍ତ ପରିକ୍ଷା କୁ ବାତିଲ୍ କଲେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ । ପିଲାମାନେ ଦେଇଥିବା ପରିକ୍ଷାର...
ଟିକ୍ ଟକ୍ ଆଉଟ୍ ଚିଙ୍ଗାରି ଇନ୍
ଟିକ୍ ଟକ୍ କୁ ଟକ୍କର ଦେଉଛି ଚିଙ୍ଗାରି ଆପ୍ । ସବୁଆଡେ ଏବେ ଚିଙ୍ଗାରି । କମାଲ କରି ଦେଖାଇଲେ ଓଡିଆ ପୁଅ । ଚାଇନା ଆପ କୁ କଡା ଟକ୍କର ଦେବାକୁ ଆସିଲା ନୂଆ ଆପ୍ ଚିଙ୍ଗାରି ।...
ହାର୍ଲି ଡାଭିଡସନ ବାଇକ୍ରେ ଜଷ୍ଟିସ ବୋବ୍ଡେ
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍ଡେଙ୍କ ନିଆରା ଅନ୍ଦାଜ । ନାଗପୁରରେ ଏକ ଦାମୀ ହାର୍ଲି ଡାଭିଡସନ ବାଇକରେ ବୋବ୍ଡେ ବସିଥିବା ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବ୍ଡେଙ୍କର ବାଇକ୍ ପ୍ରତି ଅହେତୁକ...
ଚାକିରୀରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ଓଏଫଏସଙ୍କ ଆତ୍ମହତ୍ୟା
ଚାକିରୀରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା । ଟିଟିଲାଗଡର ଅଭିଳାଷ ମହାପାତ୍ରଙ୍କର ଆତ୍ମହତ୍ୟା । ସେ ଆଜି ଓଏଫଏସ ବା ଓଡିଶା ଫାଇନାନ୍ସ ସର୍ଭିସ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ । ତାଙ୍କ ଘର...
ହେରାପଂଚମୀ ରାତିରେ ମହାପ୍ରଭୁଙ୍କ ମାନବୀୟ ଲୀଳା
ବାହାଘର ପରେ ଗଇଣ୍ଠାଳ ଫିଟିନି I କିନ୍ତୁ ନବବିବାହିତା ପତ୍ନୀଙ୍କୁ ଛାଡି ଭାଇଭଉଣୀଙ୍କ ସହ ମହାପ୍ରଭୁ ଜଗନ୍ନାଥ ଜନ୍ମବେଦୀ ବୁଲିବାକୁ ଯାଇଛନ୍ତି I ମହାପ୍ରଭୁଙ୍କ ଏମିତି କାମକୁ ସହ୍ୟ କରିପାରିନାହାନ୍ତି ମହାଲକ୍ଷ୍ମୀ I ସେଥିପାଇଁ ହେରାପଂଚମୀ ଦିନ ରାତିରେ ମା...
କୁମ୍ଭୀର ମୁହଁରେ ଗଲା ସ୍କୁଲ ଛାତ୍ରର ଜୀବନ
କୁମ୍ଭୀର ମୁହଁରେ ଗଲା ନାବାଳକର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ । ଗତକାଲି ମଧ୍ୟାହ୍ନରେ ଚିତ୍ରକୋଣ୍ଡା ଝୋଲା ଗୁଡା ଅପରେଟ କଲୋନୀ କୈଳାସ ମାଝୀ ତାର ସାଙ୍ଗମାନଙ୍କ ସହ...
ବିସ୍ମୟ ବାଳକ ବିଭୂନନ୍ଦନ
ମହାକାଶର ସ୍ଥିତି କଣ? ପୂର୍ବରୁ କଣ ଥିଲା ମହାକାଶ? ଆଉ ଏହାର ସୃଷ୍ଟି କେମିତି ହେଲା? ଜଣେ ସାଧାରଣ ପିଲା ମୁଣ୍ଡକୁ ଏମିତି ପ୍ରଶ୍ନ ସହଜରେ ଆସି ନଥାଏ । ମାତ୍ର ମହାକାଶକୁ ନେଇ ଏମିତି ଅନେକ ପ୍ରଶ୍ନର ତ୍ୱରିତ...
ହେରାପଞ୍ଚମୀ ପରେ କାଲିଠୁ ଆରମ୍ଭ ବାହୁଡା ପ୍ରସ୍ତୁତି
ଆଜି ହେରା ପଞ୍ଚମୀ । ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ । ଲକ୍ଷ୍ମୀକୁ ଛାଡି ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ୯ଦିନର ଯାତ୍ରା କରିଛନ୍ତି । ତାଙ୍କୁ ସାଙ୍ଗରେ ଆଣିନଥିବାରୁ ଅଭିମାନ କରିଛନ୍ତି ମା ଲକ୍ଷ୍ମୀ...
















