ପୁଣି ଟଳିଲା ଫାଶି
ପୁଣି ଫାଶି ଦିନ ଟଳିଲା I ଆସନ୍ତାକାଲି ସକାଳେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଚାରି ଦୋଷୀଙ୍କୁ ଫାଶି ଦେବାକୁ ଦିନ ଧାର୍ଯ଼୍ୟ ହୋଇଥିବାବେଳେ ଆଜି ପୁଣିଥରେ ଦିଲ୍ଲୀ ପଟିଆଲା କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଆଦେଶକୁ ଘୁଞ୍ଚାଇଦେଇଛନ୍ତି I...
ଗୋଟିଏ ଦିନରେ କୋଟିଏ ଜରିମାନା
ମାର୍ଚ୍ଚ ପହିଲାରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି I ପ୍ରଥମ ଓ ଆଜି ଦ୍ୱିତୀୟ ଦିନରେ ଜୋରଦାର ଚେକିଂ ଚାଲିଛି I ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ରାଶି ମଧ୍ୟ ଆଦାୟ ହୋଇସାରିଲାଣି I ବିଗତ 24ଘଣ୍ଚା...
ଦୁଇଟି ବସକୁ ସିଜ କଲା ପରିବହନ ବିଭାଗ
ଭୁବନେଶ୍ୱର : ଗତକାଲିଠାରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି I ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜୋରଦାର ଚେକିଂ ଚାଲିଛି I ଦୀର୍ଘ 6ମାସର କଣ୍ଟ ସରିଯାଇଛି I ଦୁଇ ଦୁଇ ଥର ମହଲତ ମିଳିବା ପରେ ମଧ୍ୟ ସୁଧୁରି...
କମିଲା ରୋଷେଇ ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି I ଅଣ ରିହାତି ଏଲପିଜି ସିଲିଣ୍ଡର ଦାମରେ 53ଟଙ୍କା ହ୍ରାସ ପାଇଛି Iଏହି ନୂଆ ଦର ରବିବାର ଅର୍ଥାତ ମାର୍ଚ୍ଚ 1ଠାରୁ ଲାଗୁ ହୋଇଛି I ଫଳରେ...
ଶ୍ରୀକ୍ଷେତ୍ର ହେବ ଭିକାରୀମୁକ୍ତ
ପୁରୀ : ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରୀମୁକ୍ତ କରାଯିବ I ଭିକାରୀମାନଙ୍କୁ ମୂଖ୍ୟସ୍ରୋତରେ ସାମିଲ କରିବାପାଇଁ ପୁରୀ ଜିଲ୍ଲାପ୍ରଶାସନ ଉଦ୍ୟମ ଆରମ୍ଭ କରିଛି I ଏଥିପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିବାକୁ ଯାଉଛି...
ପାଣିରେ ବୁଡି 2ଛାତ୍ରୀ ମୃତ
ନରସିଂହପୁର : ପାଣିରେ ବୁଡି 2 ନାବାଳିକାଙ୍କ ମୃତ୍ୟୁ ହୋଇଛି I କଟକ ଜିଲ୍ଲା ନରସିଂହପୁରର ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ଭୁସ୍କା ଗାଁର ଦୁଃଖଦ ଘଟଣା I ସୋମବାର ଗାଁ ପୋଖରୀକୁ ଗାଧୋଇବାକୁ ଯ଼ାଇ ବୁଡିଯ଼ାଇଥିଲେ I ମୃତ ଛାତ୍ରୀ...
ପବନର କ୍ୟୁରେଟିଭ ପିଟିସନ ପରେ ଖାରଜ ହେଲା ରାଜକ୍ଷମା ଆବେଦନ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଛି ସୁପ୍ରିମକୋର୍ଟ I ପବନ ଗୁପ୍ତା ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ I ସୋମବାର ପୂର୍ବାହ୍ନରେ ରୁଦ୍ଧ ପ୍ରକୋଷ୍ଠ...
ଆମ୍ବୁଲାନ୍ସ ପାଇଁ ଅଟକିଲା ସିଏମ୍ଙ୍କ କାର୍କେଡ
ଭୁବନେଶ୍ୱର : ଆମ୍ବୁଲାନ୍ସକୁ ବାଟ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସ ଆସୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍କେଡ ଅଟକାଇଲେ ଟ୍ରାଫିକ କନେଷ୍ଟବଳ । ଗତକାଲି ସଂନ୍ଧ୍ୟା ପ୍ରାୟ ୭ଟା୪୫ ସମୟରେ ଏଜି ଛକରୁ ନବୀନ...
ଏଣିକି ବ୍ୟାଙ୍କ ଏଟିଏମରୁ ମିଳିବନି ୨୦୦୦ଟଙ୍କିଆ ନୋଟ
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ମିଳିବନି ୨୦୦୦ଟଙ୍କିଆ ନୋଟ । କାଲିଠାରୁ ଲାଗୁ ହେଉଛି ଏହି ନିୟମ । ମାର୍ଚ୍ଚ ପହିଲାରୁ ୨୦୦୦ଟଙ୍କିଆ ନୋଟ ଭର୍ତ୍ତି କରିବନି ଇଣ୍ଡିଆନ ବ୍ୟାଙ୍କ ।୨୦୦୦ଟଙ୍କିଆ...
ଜାଣନ୍ତୁ କେଉଁ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କେତେ ଭରିବେ
ଭୁୁବନେଶ୍ୱର: ପୁରିଲା ମହଲତ । କାଲିଠାରୁ ଲାଗିବ କଡା ଟ୍ରାଫିକ ନିୟମ । ଆକ୍ସନ ମୋଡକୁ ଆସିବେ ପୋଲିସ ଏବଂ ପରିବହନ ବିଭାଗ । କଡାକଡି ହେବ ଟ୍ରାଫିକ ଚେକିଂ । ଆଉ ବଢିବ ନାହିଁ ଡେଡଲାଇନ୍ ।...
















