କପିଲ ଶର୍ମାଙ୍କ ମା’ଙ୍କୁ ଘାରିଲା ଟିକ୍ଟକ୍ ନିଶା
ମୁମ୍ବାଇ: କପିଲ ଶର୍ମାଙ୍କ ମା’ଙ୍କୁ ଏବେ ଟିକ୍ଟକ୍ ନିଶା ଘାରିଛି । ସାଧାରଣତଃ କପିଲ ଶର୍ମାଙ୍କ କମେଡିର ସମସ୍ତେ ଦିବାନା ଅଟନ୍ତି । ଆପଣମାନେ ଯଦି ତାଙ୍କ ସୋ ଲଗାତାର ଦେଖୁଛନ୍ତି ତେବେ ଜାଣିଥିବେ କପିଲ ଶର୍ମାଙ୍କ ମା ସୋରେ...
ଦୁର୍ଦ୍ଦିନରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ
ଜୀବନର କାହାଣୀ ଏମିତି ବି ହୁଏ । ଯାହା ନିଜେ ନପରଖିଲେ ଜାଣି ପାରିବେନି । ଦିନ ଥିଲା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ ସାଜିଥିଲେ । ହେଲେ ଆଜି ବେଡରେ ପଡି ପଡି ଦିନ କଟୁଛି ।...
ଚାଲି ଚାଲି ବର ପହଂଚିଲା କନ୍ୟା ଘରେ
ଡେରାଡୁନ: ବର ବେଶରେ ଛତା ଧରି ବାରଯାତ୍ରୀଙ୍କ ସହ ଚାଲି ଚାଲି କନ୍ୟା ଘରେ ପହଞ୍ଚିଛି ବର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣଣ୍ଡରେ । ପ୍ରବଳ ତୁଷାରପାତ ଯୋଗୁଁ ବରକୁ କରିବାକୁ ପଡିଥିଲା...
କରୋନା ଭାଇରସ୍କୁ ଗ୍ଲୋବାଲ ଇମର୍ଜେନ୍ସି , ମୃତ୍ୟୁ ସଂଖ୍ୟା ୨୦୦ ଟପିଲା
ନୂଆଦିଲ୍ଲୀ : କୋରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଏହା ୧୭ଟି ଦେଶରେ ପହଞ୍ଚି ସାରିଲାଣି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲାଣି । ସଂକ୍ରମଣ ବ୍ୟାପୁଥିବାରୁ କରୋନା ଭାଇରସ୍କୁ...
ବସନ୍ତ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥକାଠ ପୂଜାର୍ଚ୍ଚନା
ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥକାଠ ପୂଜାର୍ଚନା କରାଯାଇଛି | ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ରଥଖଳାରେ...
ସ୍ପଷ୍ଟ ଦିବାଲୋକରେ ଗୁଳିଚାଳନା
ସ୍ପଷ୍ଟ ଦିବାଲୋକରେ ଖୋଲାଖୋଲି ଗୁଳିଚାଳନା । ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ । ଜଣେ ଦୁର୍ବତ୍ତ ଗୁଳିମାଡ କରିଥିବା ସୁଚନା । ଗୁଳିମାଡରେ ଜଣେ ଆହତ ହୋଇଛନ୍ତି । ପୋଲିସ ଦୁବୁର୍ତ୍ତକୁୂ ଅଟକ ରଖିଛି । ଖୋଲା...
ମୁମ୍ବାଇରେ ଅଦିନିଆ ରଥଯାତ୍ରା
ଇସ୍କନ ସଂସ୍ଥା ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଛି ଅଦିନିଆ ରଥଯାତ୍ରା । ଏ ନେଇ ଦେଖାଦେଇଛି ବିବାଦ । ଆଜି ୩ଟା ସମୟରେ ଶିବାଜି ପାର୍କରୁ ଆରମ୍ଭ ହୋଇଛି ରଥଯାତ୍ରା । ଗୋଟିଏ ରଥରେ...
ପାଠ ଆରମ୍ଭରୁ ଇଂରାଜୀ କହିବେ
ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିସ ଶିକ୍ଷା । ୩୦ ଜିଲ୍ଲାର ୧୦୧ ସ୍କୁଲରେ ହେବ ଉତ୍କର୍ଷ କେନ୍ଦ୍ର । ଏଭଳି ନର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ସବୁ ୧୦୧ ସ୍କୁଲରେ...
ମୁମ୍ବାଇରୁ ଗିରଫ ହେଲେ ଗୋରଖପୁରର ଚର୍ଚ୍ଚିତ ଡକ୍ଟର କଫିଲ ଖାଁ
ନୂଆଦିଲ୍ଲୀ ;ଉତ୍ତରପ୍ରଦେଶର ସେସ୍ପାଲ ଟାକ୍ସଫୋର୍ସ ଆଜି ମୁମ୍ବାଇ ଏୟାରପୋର୍ଟରୁ ଗୋରଖପୁରର ଚର୍ଚ୍ଚିତ ଡାକ୍ତର କଫିଲ ଖାଁକୁ ଗିରଫ କରିଛି । ଡିସେମ୍ବର ୧୨ ତାରିଖ ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏ ବିରୋଧରେ ଉତ୍ତେଜନା ମୂଳକ ଭାଷଣ ଦେଇଥିଲେ ।...
କେରଳରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ
କେରଳର ଜଣେ ଛାତ୍ରଙ୍କ ପାଖରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି. ଚୀନର ୟୁହାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏହି ଛାତ୍ର କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି. ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି....















